Sign in
Sign in
Recover your password.
A password will be e-mailed to you.
ବିଲ ମଝିରେ ଜଳିଗଲେ ଚାଷୀ, ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କଲେ ଲୋକେ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏ ନେ ସି ନରସିଂପୁର ଗାଁ ର ଜଣେ ଚାଷି ବିଲକୁ ଯାଉଥୁବା ସମୟରେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ। ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। !-->…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ ପ୍ରକାଶ
ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି!-->…
ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର…
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହରିୟାରପୁର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକ ରାସ୍ତା ଉପରର ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ! ସୂଚନା ଅନୁଯାଇ ଗୁରୁତର ହୋଇଥିବା ଯୁବକଙ୍କୁ!-->…
ଅଦିନିଆ ଲଘୁଚାପ ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ , କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ କଂଗ୍ରେସ…
ହିଞ୍ଜିଳିକାଟୁ, ୨୭।୧୨: ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ହେଲେ ଅମଳ ବେଳକୁ!-->!-->!-->!-->!-->…
ପୋଲିସ ପେଟ୍ରୋଲିଂ ଢିଲା :ସର୍କିଟ ହାଉସରେ ନିଆଁ ଲଗାଇଲେ ଦୁର୍ବୃତ୍ତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କିଟ ହାଉସରେ ବିଳମ୍ବିତ ରାତ୍ରିରେ ଗୋଟଏ ସ୍କୁଟି ଓ ଗୋଟଏ ବାଇକ୍ ସହ ଫୁଲବାଣୀ ବିଧାୟକଙ୍କ ଗାଡ଼ିର କିଛି ଅଂଶ ନିଆଁ ଲାଗି ଜଳିଥିବା ଘଟଣା ଜଣା ପଡ଼ିଛି । ସୂଚନା ଅନୁସାରେ ଫୁଲବାଣୀ ର ସର୍କିଟ ହାଉସରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ତଥା!-->…
ଦୁର୍ଘଟଣାରେ ମୃତ ହୋମଗାର୍ଡଙ୍କ ପରିବାର କୁ ସହାୟତା କଲା ହୋମଗାର୍ଡ ସଂଘ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ପିତବାସ ପ୍ରଧାନ ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା । ତାଙ୍କର ଅନ୍ତେଷ୍ଟି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ିର ମୁଣ୍ଡାନାଜୁ ଗ୍ରାମରେ ଖ୍ରୀଷ୍ଟାୟ ନିୟମାନୁସା!-->…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଜିଲ୍ଲା କଂଗ୍ରେସର ଶୋକସଭା…
ଫୁଲବାଣୀ : ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସ୍ୱର୍ଗତମନମୋହନ ସିଂଙ୍କ ପରଲୋକରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମସ୍ତ ସଦସ୍ୟଙ୍କ!-->…
ମାଲକାନଗିରିରେ ଗ୍ରାହକଙ୍କ ଟଙ୍କା ଅଗ୍ରୀମ ଆକାରରେ ନେଇ ଜିଓ ନେଟୱର୍କର ଲୁଚକାଳି ଖେଳ…
ମାଲକାନଗିରି ୨୭/୧୨ ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ହେଉଥିବା ବେଳେ ଦୁରସଂଚାରର ମାଧ୍ୟମ ସାଜିଥିବା ମୋବାଇଲ ନେଟୱାର୍କ ନିମନ୍ତେ ନିର୍ମାଣ ଟାୱାର ଗୁଡ଼ିକ ମାଓବାଦୀଙ୍କ କବଳରୁ ମୁକୁଳି ପାରିନଥିଲା। ମାଓବାଦୀଙ୍କ ଗତିବିଧିରେ ବିରାମ ଲାଗିବା ଏବଂ!-->…
ବାଟୋଇଙ୍କ ପାଇଁ ଅଭିଶପ୍ତ ହୋଇଛି ରାଇଘର- ଉମରକୋଟ ମୁଖ୍ୟ ରାସ୍ତା ଅନ୍ତର୍ଗତ ବୋନିପଦର ରାସ୍ତା…!
ଉମରକୋଟ:- (୨୭/୧୨/୨୦୨୪) ଭାରତ ୭୮ ବର୍ଷ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାର ନଗ୍ନ ଚିତ୍ର ଆଦିବାସୀ ଅଧୁଷିତ ପାହାଡ଼, ପର୍ବତ ଓ ଜଙ୍ଗଳରେ ରହୁଥିବା ଜନଜାତିର ରାସ୍ତା ଘାଟ ସହ ଗ୍ରାମ ଗୁଡିକ ଦେଖିଲେ, ଆପଣ ମାନେ କହିବେ ଏତେ ନିଷ୍ପେସିତ, ଦଳିତ, ବିଭିନ୍ନ ମୌଳିକ ଅଧିକାର ଶୂନ୍ୟ ଗ୍ରାମ!-->…
ଆସିକା ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡିଲା : ଅନ୍ୟ ଗୋଷ୍ଠୀ ପାଳିଲେ ୨୮ତମ ପ୍ରତିଷ୍ଠା ଦିବସ…
ବ୍ରହ୍ମପୁର: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ସମର୍ଥକଙ୍କ ସହ ପ୍ରବାଦ ପୁରୁଷ ବୁଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଥିଲେ। ଶ୍ରୀମତୀ ସ୍ୱାଇଁ ଆଜି ବିଜୁ ଜନତା ଦଳ ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏବେବି ଅଞ୍ଚଳ ବାସୀ ନବୀନ!-->…