ଆସିକା ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡିଲା : ଅନ୍ୟ ଗୋଷ୍ଠୀ ପାଳିଲେ ୨୮ତମ ପ୍ରତିଷ୍ଠା ଦିବସ…

add-all


ବ୍ରହ୍ମପୁର: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ସମର୍ଥକଙ୍କ ସହ ପ୍ରବାଦ ପୁରୁଷ ବୁଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଥିଲେ। ଶ୍ରୀମତୀ ସ୍ୱାଇଁ ଆଜି ବିଜୁ ଜନତା ଦଳ ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏବେବି ଅଞ୍ଚଳ ବାସୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷ ଶାସନ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ବିଜେଡ଼ି ର ସବୁ ଜନ କଲ୍ୟାଣ କାର୍ଯ୍ୟ ଉପରେ ଆଲୋକପତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଆଗାମୀ ଦିନରେ ସାକାର କରିବ ବୋଲି ବିନେତା ସ୍ୱାଇଁ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ସତ୍ୟନାରାୟଣ ସ୍ୱାଇଁ, ବହୁ କାଉନସିଲର ଓ ବିଜୁ ପ୍ରେମୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବିଜୁ ପଟ୍ଟନାୟକ ଛକ ଠାରେ ମିଷ୍ଠାନ୍ନ ବଣ୍ଟନ କରିଥିଲେ।

ad-week
Leave A Reply

Your email address will not be published.