ବ୍ୟାଟେରୀ ଚାଲିତ ବାଇକ ଅନ୍ନପୂର୍ଣ୍ଣା ମୋଟର୍ସ,ଶୋ-ରୁମରେ ଅଗ୍ନିକାଣ୍ଡ…

add-all

ବ୍ରହ୍ମପୁର : -ଆଜି ସକାଳୁ ଅନ୍ନପୂର୍ଣ୍ଣା ମୋଟର୍ସ ଶୋ-ରୁମ ରୁ ଧୂଆଁ ବାହାରିବା ଲୋକେ ଦେଖିଥିଲେ ,ଶୋ-ରୁମ ସମ୍ମୁଖରେ ଥିବା ଏକ ଚା ଦୋକାନୀ।ଏନେଇ ସେ ଶୋ-ରୁମ ମାଲିକ ଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ। ଅନ୍ନପୂର୍ଣ୍ଣା ମୋଟର୍ସ,ମାଲିକ ଗୋରୀ ମହାପାତ୍ର, ଏବଂ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ର ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ପ୍ରଦୀପ ପଟ୍ଟନାୟକ ଏବଂ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ତେବେ କେତେ କ୍ଷୟକ୍ଷତି ଘଟିଛି ସେ ନେଇ ଆକଳନ ଚାଲିଛି । ତେବେ ଉପର ମହଲାରୁ କୌଣସି କାରଣରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ଷ୍ଟେସନ ଅଧିକାରୀ ପ୍ରଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.