Sign in
Sign in
Recover your password.
A password will be e-mailed to you.
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର
ହିଞ୍ଜିଳିକାଟୁ : ଶୁକ୍ରବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆରଏମସି ଛକ ନିକଟରେ ମୋଟର ସାଇକେଲ ଦୂର୍ଘଟଣା ଘଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ବ୍ରହ୍ମପୁର ସଦରଥାନା ଗୁଣ୍ଠବନ୍ଧ ଗ୍ରାମର ଆକାଶ ବେହେରା (୨୪) ବୋଲି!-->…
ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା ଏହାର ଶୀର୍ଷକ ଥିଲା ଧୁଆଁ ପାତ୍ର ଓ ଗଞ୍ଜେଇ ଗଛ ର ବ୍ୟବହାର ସ୍ବାସ୍ଥ୍ୟ ଓ ବିଶ୍ୱ ପରିବେଶ ପାଇଁ କେତେ!-->…
ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର!-->!-->!-->…
ପାଳଗଦାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ
ସୁନ୍ଦରଗଡ଼଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଥିବା ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଇଛି।
ସୂଚନା ଅନୁଯାୟୀ, ଏକ ଚାଷ!-->!-->!-->…
ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ!-->…
ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଶୁଣାଣି
ହାଇଦ୍ରାବାଦ: ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନିୟମିତ ଜାମିନ(ରେଗୁଲାର ବେଲ୍) ଆବେଦନର ଶୁଣାଣି। ହାଇଦ୍ରାବାଦ ଦଳଚକଟା ମାମଲାରେ ଶୁଣାଣି କରୁଥିବା ନାମ୍ପାଲୀ କୋର୍ଟ ଜାମିନ ଆବେଦନ ଶୁଣାଣିକୁ ଡିସେମ୍ବର ୩୦ ପର୍ଯ୍ଯନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ ଅଦାଲତ ଅଭିନେତାଙ୍କୁ ୧୪!-->…
ଶଙ୍ଖ ଭବନରେ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ
କଟକ: ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି। ସେ କହିଛନ୍ତି, ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେ ନ ମିଳିବାରୁ କହୁଣୀ କରି ଦେଲେ। ଉଭୟ ଦୁଇ ଭଉଣୀ ଭଳି, ଦୁଇ!-->…
କମିସନରେଟ୍ ପୁଲିସର ଅନୁରୋଧ: ନୂଆବର୍ଷ ପାଳନ କରନ୍ତୁ, ହେଲେ ମଦ୍ୟପାନକୁ ନାଁ
ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୁଲିସ ବିଭାଗ ଆଶା!-->…
ରାଜ୍ୟରେ ରହିଛନ୍ତି ନକଲି ଚାଷୀ, ଚିହ୍ନଟ ପାଇଁ ହେବ ପଞ୍ଜିକରଣ
ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ । କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
!-->!-->!-->…
ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆମେରିକା, ରୁଷ ଓ ଚୀନ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ କେବଳ ଦେଶ ନୁହେଁ ସାରା ବିଶ୍ଵର ନେତାମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମନମୋହନଙ୍କ ମୃତ୍ୟୁକୁ ନେଇ ଆମେରିକା, ରୁଷ, ଚୀନ, ଫ୍ରାନ୍ସ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକବ୍ୟକ୍ତ କରାଯିବା ସହିତ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି।!-->…