Sign in
Sign in
Recover your password.
A password will be e-mailed to you.
ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ଜାଗା ଦେବେ ସରକାର
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ!-->…
୨୦୨୩-୨୪ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ
ନୂଆଦିଲ୍ଲୀ : ୨୦୨୩-୨୪ ବର୍ଷରେ ଭାରତରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ୨୦୨୩-୨୪ ବର୍ଷରେ ସର୍ବଭାରତୀୟ କୋଇଲା ଉତ୍ପାଦନ ୯୯୭.୮୨୬ ନିୟୁତ ଟନ୍ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୯୩.୧୯୧ ନିୟୁତ ଟନ୍ ଥିଲା ଏବଂ ଏଥିରେ ପ୍ରାୟ ୧୧.୭୧ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ!-->…
ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି
ହାଇଦ୍ରାବାଦ : ବଢ଼ିଲା ତେଲଙ୍ଗାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଅଡୁଆ। ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଇଡି ବିଆର୍ଏସ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ କେଟି ରାମା ରାଓଙ୍କୁ ସମନ ଜାରି କରିଛି।୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ!-->…
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଡ଼ୁଆରେ ଆମ୍ ଆଦମୀ ପାର୍ଟି ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିବା 'ମହିଳା ସମ୍ମାନ ଯୋଜନା' ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା।!-->…
ଅଟଳ ଟନେଲରେ ଫସିଲେ ଶହ ଶହ ପର୍ଯ୍ୟଟକ, ପ୍ରବଳ ଜାମ
ସିମଲା : ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଛି ତୁଷାରପାତ। ବରଫ ଚାଦର ତଳେ ଢ଼ାଙ୍କି ହୋଇଛି ପାହାଡ। ଏହାର ମଜା ନେବା ପାଇଁ ଶହ ଶହ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ନୂଆବର୍ଷ ପାଳନ ପାଇଁ ମଧ୍ୟ ଏଠାରେ ଭିଡ଼ ଜମିଛି। ତେବେ ପ୍ରଶାସନ ପାଇଁ ଏହି ତୁଷାରପାତ ସମସ୍ୟା ସୃଷ୍ଟି କରିଛି। ବରଫ ପାତ ଯୋଗୁ ଶହଶହ!-->…
ମନମୋହନଙ୍କୁ ଅଶ୍ରୁଳ ବିଦାୟ, ପଞ୍ଚଭୂତରେ ଲୀନ ହେଲେ : ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନୂଆଦିଲ୍ଲୀ : ପଞ୍ଚଭୂତରେ ଲୀନ ହେଲେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସରିଲା ଅନ୍ତିମ ସଂସ୍କାର। ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୋଇଛି। ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ!-->…
ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତାରେ ଗଞ୍ଜାମର ଛାତ୍ରଛାତ୍ରୀ…
ବ୍ରହ୍ମପୁର: ଡ଼ିସେମ୍ବର ୨୮ ତାରିଖରୁ ତାମିଲନାଡୁର ରାଜଧାନୀ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ସବ୍ ଜୁନିୟର ନେଟ୍ ବଲ ଦଳ ଘୋଷିତ ହୋଇଛି। ଏହି ଦଳରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ବ୍ରହ୍ମପୁରର ଛାତ୍ର ରାଧେଶ୍ୟାମ ପାତ୍ର,!-->…
ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ
ବାଲିଗୁଡା .: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ!-->…
ଡକାୟତି ମାମଲାରେ ଦୁଇଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା
ବାଲିଗୁଡା : ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ!-->…
ବୋର୍ଡ଼ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷlଫଳ ପାଇଁ “ମାଟ୍ରିକ ମନ୍ତ୍ର -୨୦୨୫”
ଚିକିଟି : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ହେବାକୁ ଯାଉଥିବା ଦଶମ ବାର୍ଷିକ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷାଫଳ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ lଏହି ମର୍ମରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ଲକସ୍ତରରେ "ମାଟ୍ରିକ!-->…