Sign in
Sign in
Recover your password.
A password will be e-mailed to you.
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ବରଗଡ : ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ। ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ଏହି ରାଶି ୧୦ ଲକ୍ଷରୁ ବଢ଼ାଇ କୋଟିଏ କରିବା ସହ ବ୍ୟାପକ ପଦକ୍ଷେପ!-->…
ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ ବାହିନୀ, ସାମିଲ ହେବେ ଡଗ୍ ସ୍କ୍ବାଡ୍
ଭୁବନେଶ୍ବର ୨୮।୧୨: ରାଜ୍ୟ ଅଗ୍ନିଶମ ବାହିନୀରେ ସାମିଲ ହେବେ କେ-୯ ଡଗ୍ ସ୍କ୍ବାଡ୍ । ଦେଶରେ ପ୍ରଥମ ଥର ପାଇଁ ଅଗ୍ନିଶମ ବାହିନୀରେ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କୁକୁର ମାନେ କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଭୂମିକମ୍ପ ସମୟରେ ମାଟିତଳେ ଫଶି ରହିଥିବା ଲୋକ ମାନଙ୍କୁ!-->…
ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ
ପୁରୀ : ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ପୁରୀକୁ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୁଲିସ । ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ!-->…
ତୋରଣ ପୋତାକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ, ୧୬୩ ଧାରା ଲାଗୁ
କେନ୍ଦ୍ରାପଡା : ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ BNSS ଧାରା ୧୬୩ ଲାଗୁ ହୋଇଛି।ସୂଚନା!-->…
ନିଗମାନନ୍ଦ ସମ୍ମିଳନୀ ବେଳେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ : ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ମେଦିନପୁର ବୋଲି ସୂଚନା ମିଳିଛି।ପ୍ରାଥମିକ ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ବେଳେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଖରାପ!-->…
ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନ ଆରମ୍ଭ କରିବ ଇସ୍ରୋ
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଡିସେମ୍ବର ୩୦ ତାରିଖ ସୋମବାର ନିଜର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ସ୍ପେଡେକ୍ସ ଉତକ୍ଷେପଣ କରିବ। ଏକ ସାକ୍ଷାତକାରରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋର ବର୍ଷ ଶେଷ ଅଭିଯାନ ଏକ ଐତିହାସିକ!-->…
ପ୍ରବଳ ବରଫପାତ ଯୋଗୁ କାର୍ଗିଲରେ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ, ଜାତୀୟ ରାଜପଥ ବନ୍ଦ
ନୂଆଦିଲ୍ଲୀ : କାର୍ଗିଲରେ ପ୍ରବଳ ତୁଷାରପାତ ଯୋଗୁଁ କାର୍ଗିଲରେ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ କାର୍ଗିଲରୁ ଶ୍ରୀନଗରକୁ ସଂଯୋଗ କରୁଥିବା ଦୁଇଟି ରାଜପଥ ଜାତୀୟ ରାଜପଥ-୦୧ ଏବଂ କାର୍ଗିଲରୁ ଜାନସ୍କରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୩୦୧କୁ ବନ୍ଦ କରି ଦିଆଯାଇଛି। କାର୍ଗିଲର!-->…
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ମୁମ୍ବାଇ : ଅଭିନେତ୍ରୀଙ୍କ କାର ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୁମ୍ବାଇର କାଣ୍ଡିଭଲିରେ। ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କାର ଧକ୍କାରେ ଅନ୍ୟଜଣେ ଶ୍ରମିକ!-->…
ମୁମ୍ବାଇ ଓ ନଭିମୁମ୍ବାଇ ପରେ ଏବେ ଭାରତ ଦେଖିବ ତୃତୀୟ ମୁମ୍ବାଇ, ଫଡନବୀଶ କହିଲେ କେମିତି ଦେଖାଯିବ ନୂଆ ସହର
ମୁମ୍ବାଇ ୨୮।୧୨: ମୁମ୍ବାଇ ଓ ନଭି ମୁମ୍ବାଇ ପରେ ଏବେ ଦେଶରେ ହେବ ତୃତୀୟ ମୁମ୍ବାଇ ସହର। ନଭି ମୁମ୍ବାଇ ସଲଗ୍ନ ରାୟଗଡ଼ରେ ନୂଆ ସହରର ନିର୍ମାଣ ହେବ, ଯାହାଦ୍ୱାରା ମୁମ୍ବାଇ ଓ ନଭିମୁମ୍ବାଇ ଉପରେ ବଢୁଥିବା ଜନସଂଖ୍ୟାର ବୋଝ ହ୍ରାସ ହୋଇ ପାରିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର!-->…
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ନୂଆଦିଲ୍ଲୀ : ଡିସେମ୍ବର ମାସରେ ଅଦିନିଆ ବର୍ଷା ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ସଫଦରଜଙ୍ଗରେ ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀ ଇତିହାସରେ ଡିସେମ୍ବର ମାସରେ ଗୋଟିଏ ଦିନରେ ଏହା!-->…