Sign in
Sign in
Recover your password.
A password will be e-mailed to you.
ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ
ବାଲିଗୁଡା : ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି!-->…
ବିଭିର୍ନ ସମସ୍ୟା ଘେରରେ କରଗୁଡା ଶୈବ ପୀଠ
ଲଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅନେକ ପ୍ରସିଦ୍ଧ ଶୈବ ପୀଠ ମାନ ରହିଛି।ହେଲେ ସେଥି ମଧ୍ୟରୁ କିଛି ଶୈବ ପୀଠରେ ଅନେକ ସମସ୍ୟା ଦେଖା ଦେଇଛି। ବିଶେଷ କରି ପ୍ରଥମେ ରାସ୍ତା ତାପରେ ବିଜୁଳି ଓ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି।ଯୋଉଠି କି ଏଯାଏଁ ପ୍ରଶାସନ ର ଦୃଷ୍ଟି!-->…
ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ 1750 ହେକ୍ଟର ଆଳୁଚାଷ କରାଯିବ
ଛତ୍ରପୁର : ଗଞ୍ଜାମ କୃଷି ଓ ଉଦ୍ୟାନକୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା । କ୍ଲଷ୍ଚର ସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇ ପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ ହୋଇ ପାରିବେ । କୃଷକଙ୍କ ଲାଭ ବୃଦ୍ଧି ପାଇଁ ବ୍ୟାପକ!-->…
ମାଓ ପ୍ରବଣ ନାରାୟଣ ପାଟଣା ଥାନାରେ ନୂତନ ଆଇ ଆଇସିଙ୍କ ଯୋଗଦାନ
ଲଷ୍ମୀପୁର : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏନେଇ ଥାନା କର୍ମଚାରୀ ମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି।ସେଠି ଥିବା ମହିଳା ଆଇଆଇସି ଙ୍କୁ ସୁନାବେଡା ବଦଳି ହୋଇଥିବା ଶୁଣିବାକୁ!-->…
ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟାଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି :L ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଗସ୍ତ କରିଛନ୍ତି, ସେ ପ୍ରଥମେ ମାଓପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳ ର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି!-->…
ସଲମାନଙ୍କ ପରେ ଏବେ ଶାହରୁଖଙ୍କୁ ହତ୍ୟା ଧମକ, ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ
ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କ ପରେ କିଙ୍ଗ୍ ଖାନ୍ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାହାରୁଖଙ୍କୁ ଧମକ ମିଳିବା ପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ତଦନ୍ତ ସମୟରେ ପୁଲିସ ଆସିଥିବା ଧମକ!-->…
‘ଆଇନ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରିବାର ବହୁ ଆବଶ୍ୟକତା ରହିଛି’
ଭୁବନେଶ୍ବର: ଲୋକସେବା ଭବନରେ ଗୁରୁବାର 'ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ସଚେତନତା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଥିଲେ। ସେ କହିଥିଲେ, ଆଜିର ଦିନରେ ସାମାଜିକ ସ୍ତରରେ ଭାରତୀୟ!-->…
ମଝି ଚିଲିକାରେ ଫସିଲା ଭସାପୋଲ
ବ୍ରହ୍ମଗିରି : ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ଏକ ଅଘଟଣ ଦେଖିବାକୁ ମିଳିଛି। ଚିଲିକା ମଝିରେ ଅଟକିଛି ଯାତ୍ରୀବାହି ଭସାପୋଲ । ଭସା ପୋଲଟି ସାତପଡା ନିକଟ ମଝି ଚିଲିକାରେ ଫସିରହିଛି ଏହି ଯାତ୍ରୀବାହି ଭସାପୋଲଟି ପ୍ରାୟ ଏକ ଘଣ୍ଟା ଧରି । ଏହି!-->…
ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର
ଭୁବନେଶ୍ୱର : ଯଦି ସୁନା କିଣିବାକୁ ଯାଉଛନ୍ତି ତାହେଲେ ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା ଦର । ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ମୂଲ୍ୟ ରହିଛି ୭୨ ହଜାର ଟଙ୍କା । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩, ହଜାର ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ!-->…
ଛୋଟ ପିଲାଙ୍କୁ ଫେସ୍ବୁକ-ଇନଷ୍ଟାଗ୍ରାମ ଦେଖିବା ମନା, ଲାଗିଲା ବ୍ୟାନ୍
ଏଣିକି ଆଉ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଛୋଟ ପିଲା। ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ ଦେଖି ପାରିବେନି ୧୬ ବର୍ଷରୁ କମ୍ ବୟସ୍କ। ବ୍ୟାନ୍ ଲାଗାଇଲେ ଅଷ୍ଟ୍ରେଲିଆ ସରକାର।
ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏହି ନୂଆ ନିୟମ ଲାଗି କରିଛନ୍ତି। ନିୟମ ମୁତାବକ,!-->!-->!-->…