Sign in
Sign in
Recover your password.
A password will be e-mailed to you.
ସରକାରଙ୍କ ପ୍ରତିଶ୍ରୁତି ପାଣିରଗାର, ମଣ୍ଡି ବଦଳରେ ବେପାରୀଙ୍କ କବଜାରେ ଆଦିବାସୀ ଅଞ୍ଚଳ ଚାଷୀଙ୍କ ଧାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଲୋକ ଜୀବିକା ଉପାର୍ଜନ କରିବା ନିମନ୍ତେ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଅଧିକାଂଶ ଜମି ପାହାଡ଼ିଆ ତଥା ଅନୁର୍ବର ଏବଂ ଅଣ ଜଳ ସେଚିତ ହୋଇଥିବାରୁ ଅଧିକାଂଶ ଲୋକ ମୌସୁମୀ ବାୟୁର!-->…
ସୁଶାସନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ତରଫରୁ ସୁଶାସନ ଦିବସ ପିଏ ଆଇଟିଡିଏ ଫୁଲବାଣୀ ସଭାଗୃହ ଠାରେ ପାଳିତ ହୋଇ ହୋଇ ଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସି ଡ଼ବ୍ଲ ସି ସଭ୍ୟ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୪୫ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ ,ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ୧୨ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ମହାସେକ ମୁଠା ମାଝୀକୁ ଦୋଷୀ ସାବ୍ୟସ୍ତ!-->…
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ଦିବସ
କଟକ ୨୬।୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ବାର୍ଷିକୀ ଉଦ୍ଘାଟନୀ ସମାରୋହ କଟକ କଳା ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ଓ ଜାତୀୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ । ୧୯୨୫ ମସିହାରେ ସିପିଆଇ!-->…
ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ, କହିଲେ- ମହାପ୍ରଭୁଙ୍କ ଭୂମିରେ ୧୪ ମାସ କାମ କରିବାର ସୁଖଦ ଅନୁଭୂତି…
ଭୁବନେଶ୍ବର ୨୬।୧୨: ଓଡ଼ିଶା ଛାଡ଼ିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର!-->…
ଇପ୍ସିତା ସାହୁଙ୍କୁ ଚାପୁଡ଼ା, ଶଙ୍ଖ ଭବନରେ ବିଜେଡି ମହିଳା କର୍ମୀ ହାତାହାତି
ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଅପ୍ରତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଚରମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଥିଲା ଦଳର ମହିଳା କର୍ମୀ ହାତାହାତି ହୋଇଛନ୍ତି । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଦଳର!-->…
୨୦୨୩ରେ ଭାରତକୁ ଆସିଛନ୍ତି ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ, ୨.୩୧ ଲକ୍ଷ କୋଟି ଟଙ୍କା ହୋଇଛି ଆୟ
ନୂଆଦିଲ୍ଲୀ : ଭାରତ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହି କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ଏହାସହ ବିଦେଶୀ ମୁଦ୍ରା ବଢାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ!-->…
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ନୂଆଦିଲ୍ଲୀ : ବିଜେପି ନେତା ପରଭେଶ ବର୍ମା ଓ ପୂର୍ବତନ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଦିଲ୍ଲୀ ବିଧାନସଭାରେ ଭୋଟ ହାତେଇବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଛି ଆପ୍। ଏଥିପାଇଁ ଆଜି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୁଇ ବିଜେପି ନେତାଙ୍କ ବିରୋଧରେ ପ୍ରବର୍ତ୍ତନ!-->…
ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍
ପୁରୀ : ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍। ଏନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ।!-->…
୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।ହେଲେ ଦୁଃଖର ବିଷୟ ବିଗତ!-->…