Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚିତ୍ର, ବିଜେପି କହିଲା-ନୂଆ ମୁସଲିମ୍ ଲିଗ୍…
ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ କାର୍ଯ୍ୟକାରୀ ସମିତି (ସିଡବ୍ଲୁସି) ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ନେତାଙ୍କୁ ସ୍ୱାଗତରେ ଦଳ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ ବିବାଦ ବଢିଛି । କଂଗ୍ରେସ ନେତାଙ୍କ ପୋଷ୍ଟର ଓ ବ୍ୟାନରରେ ଭାରତ!-->…
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଭୁବନେଶ୍ବର : ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ । ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ!-->…
ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ-ମୁଖ୍ୟମନ୍ତ୍ରୀ
କଟକ : ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ।ଏଣିକି ପ୍ରତିବର୍ଷ ହେବ ନିର୍ବାଚନ। ମୁଖ୍ୟମନ୍ତ୍ରୀ!-->…
ନିର୍ବାଚନରେ ବାଲଟ ପେପର ଆସିଲେ ବିଜେଡି କରିବ ସମର୍ଥନ- ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର ୨୬।୧୨ : ବିଜେଡି ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ସୁପ୍ରିମୋ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ ।
ସେହିପରି EVM ଚଞ୍ଚକତା ନେଇ!-->!-->!-->…
ନବୀନଙ୍କ ମୁହଁରେ ନିର୍ବାଚନ ପରାଜୟର କାରଣ, କହିଲେ- ‘ଆମେ ହାରି ନାହୁଁ କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ’
ଭୁବନେଶ୍ବର ୨୬।୧୨: ବିଜେଡ଼ିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପରାଜୟର କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ!-->…
ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କହିଲେ- ‘ଆଗାମୀ ଶହେ ବର୍ଷ ଯାଏଁ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା…
ଭୁବନେଶ୍ବର : ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡିର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି!-->…
୨୦୨୩-୨୪ ବର୍ଷରେ ବିଜେପି ପାଇଛି ୨,୨୪୪ କୋଟି ଚାନ୍ଦା
ନୂଆଦିଲ୍ଲୀ : ଏଥର ବି ବିଜେପିର ପକେଟ୍ ଗରମ। ଚାନ୍ଦା ଆକାରରେ ପାଇଛି ପୁଳାପୁଳା ଟଙ୍କା। ବିରୋଧୀଙ୍କୁ ବହୁତ ପଛରେ ପକାଇଛି ଶାସକ ଦଳ। ପୂର୍ବ ବର୍ଷ ଅପେକ୍ଷା ବିଜେପିର ଖାତାକୁ ଏଥର ଆସିଛି ତିନି ଗୁଣ ଅଧିକ ପାଣ୍ଠି। ନିର୍ବାଚନ ପୂର୍ବରୁ ଏହି ଟଙ୍କା ବିଜେପିର ଖାତାକୁ ଆସିଛି। ସାମ୍ନାକୁ!-->…
ବାଂଲାଦେଶକୁ ୭୦୦ ଟନ ଚାଉଳ ପଠାଇଲା ଭାରତ
ଢାକା ୨୬।୧୨: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମୌଳବାଦୀ ଲଗାତାର ଭାରତ ବିରୋଧରେ ଜହର ଉଦଗାରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ପୂର୍ବରୁ ନଷ୍ଟ ହୋଇସାରିଛି ହେଲେବି ପଡୋଶୀ ଦେଶର ଜିହାଦୀ ମାନସିକତାର ଲୋକଙ୍କ ଉଦ୍ଦେଶ୍ୟ ଭାରତଠୁ ପ୍ରତିଶୋଧ ନେବେ। ତେବେ ଭାରତ ପ୍ରଥମରୁ ନେବର!-->…
ତାଲିବାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି
କାବୁଲ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ!-->…
ନିର୍ବାଚନ ପୂର୍ବରୁ ଫାଟ, ‘ଇଣ୍ଡି ବ୍ଲକ୍’ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା।୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିବା ଇଣ୍ଡି ବ୍ଲକ ଉପରେ ସଙ୍କଟର ବାଦଲ!-->…