Sign in
Sign in
Recover your password.
A password will be e-mailed to you.
୨୦୨୩ରେ ଭାରତକୁ ଆସିଛନ୍ତି ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ, ୨.୩୧ ଲକ୍ଷ କୋଟି ଟଙ୍କା ହୋଇଛି ଆୟ
ନୂଆଦିଲ୍ଲୀ : ଭାରତ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହି କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ଏହାସହ ବିଦେଶୀ ମୁଦ୍ରା ବଢାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ!-->…
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ନୂଆଦିଲ୍ଲୀ : ବିଜେପି ନେତା ପରଭେଶ ବର୍ମା ଓ ପୂର୍ବତନ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଦିଲ୍ଲୀ ବିଧାନସଭାରେ ଭୋଟ ହାତେଇବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଛି ଆପ୍। ଏଥିପାଇଁ ଆଜି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୁଇ ବିଜେପି ନେତାଙ୍କ ବିରୋଧରେ ପ୍ରବର୍ତ୍ତନ!-->…
ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍
ପୁରୀ : ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍। ଏନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ।!-->…
୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।ହେଲେ ଦୁଃଖର ବିଷୟ ବିଗତ!-->…
ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଖୋର୍ଦ୍ଧାର ୩୯ ପ୍ରତିଯୋଗୀ
ଭୁବନେଶ୍ୱର: ଡିଭାଇନ୍ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ୪୩ତମ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୯ ପ୍ରତିଯୋଗୀ ଆସନ୍ତା ୨୮ ତାରିଖରେ ଧନବାଦ୍ରେ!-->…
ଆରଡିପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବାରିକେଡ, ନଦୀଘାଟର ଉଭୟ ପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା
ଆରଡି: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ହଜାରହଜାର ଭକ୍ତଙ୍କ ସମାଗମ ହେବ। ପୀଠରେ ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟି ରଖି ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ପ୍ରଶାସନ ଓ ସେବାୟତଙ୍କ ମିଳିତ ଭାବେ!-->…
୩୬ବର୍ଷ ପରେ ଭାରତରେ ଉପଲବ୍ଧ ‘ଦ ସାଟାନିକ ଭର୍ସେସ୍’
ନୂଆଦିଲ୍ଲୀ: ସଲମନ ରୁଶ୍ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି। ବହିର ମୂଲ୍ୟ ୧୯୯୯ ଟଙ୍କା। ପୁସ୍ତକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଦୋକାନ!-->…
ହୃଦଘାତର ଶିକାର ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର
କରାଚୀ ୨୬।୧୨: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଜୈସ-ଏ-ମହମ୍ମଦ ମୁଖିଆ ମସୁଦ ଅଜହର ହୃଦଘାତର ଶିକାର ହୋଇଛି। ମସୁଦ ଅଜହର ଆଫଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଲୁଚିଥିଲା। ସେହିଠାରେ ସେ ହୃଦଘାତର ଶିକାର ହୋଇଥିବା ବେଳେ ତାକୁ ତୁରନ୍ତ ଆଫଗାନିସ୍ତାନରୁ ପାକିସ୍ତାନକୁ ଅଣାଯାଇଛି। ମସୁଦ!-->…
ଶନିବାର ଭୁବନେଶ୍ୱର ଆସିବେ ଅମିତ ଶାହ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ
ଭୁବନେଶ୍ୱର ୨୬।୧୨ : ୨୮ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିବେ ଶାହ। ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହାପରେ ୨୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ଏହି ଅବସରରେ ସମ୍ବଲପୁର ଗସ୍ତ ନାହିଁ!-->…
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
ପାଟନା : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୀୟଙ୍କ ଜନ୍ମଦିନ ପାଇଁ ଗତକାଲି ପାଟନା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଏଠାରେ ଭଜନ ଗାନକୁ ନେଇ ବିବାଦ ଦେଖାଯାଇଛି। ଜଣେ ଲୋକଗୀତ ଗାୟିକା କାର୍ଯ୍ୟକ୍ରମରେ ରଘୁପତି ରାଘବ ରାଜରାମ ଭଜନ!-->…