Sign in
Sign in
Recover your password.
A password will be e-mailed to you.
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାରୋହରେ ସମ୍ମାନିତ ଅତିଥି ଭାବେ ଲିପୁନ!-->…
ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ନେଇ ମଙ୍ଗଳବାର!-->…
ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ: କହିଲେ- NDA ପାଖରେ ସଂଖ୍ୟାଗରିଷ୍ଠତା ରହିଛି
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗୃହ ପରିଚାଳନା ବେଳେ ଧନଖଡ଼ ପକ୍ଷପାତିତା କରିଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।!-->…
ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ୧୧ ତାରିଖ ଭିତରେ ଭୁବନେଶ୍ବରରେ ମୋଟ!-->…
ଇଭିଏମ୍ ଓ ଭିଭିପାଟରେ କୌଣସି ଅମେଳ ନାହିଁ; ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ
ମହାରାଷ୍ଟ୍ର ନିର୍ବାଚନରେ ବଡ଼ ବିଜୟ ହାସଲ କରି ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ସରକାର ଗଢ଼ି ସାରିଲାଣି। ହେଲେ ଏବେ ବି ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ଚିରାଚରିତ ଭାବେ ଇଭିଏମ୍ ଉପରେ ଦୋଷ ଲଦିବା ସହ ଭିଭିପାଟ୍ ସ୍ଲିପ୍ ସଂଖ୍ୟାରେ ମେଳ ଖାଉନଥିବା ଅଭିଯୋଗ କରିଛନ୍ତି!-->…
କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ ଡ୍ରୋନରେ କରାଯିବ ସ୍ପ୍ରେ
କଟକ : କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ। CMC ପକ୍ଷରୁ ଡ୍ରୋନରେ କରାଯିବ ସ୍ପ୍ରେ। ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ କରାଯିବ ଡ୍ରୋନ ସ୍ପ୍ରେ । ଯେଉଁଠି CMC କର୍ମଚାରୀ ସ୍ପ୍ରେ କରିପାରିବେନି ସେଠି ଡ୍ରୋନ ସ୍ପ୍ରେ କରାଯିବ । ସିଏମ୍ ସି ଅଧିକାରୀ ସତ୍ୟବ୍ରତ!-->…
ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ
ଭୁବନେଶ୍ବର : ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ । ସହରରେ ଜନସଂଖ୍ୟା ବଢୁଥିବାରୁ ଆବଶ୍ୟକତା ପୂରଣ ପାଇଁ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ!-->…
ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟ, ହରମିତ ଧିଲୋନଙ୍କୁ ବଡ଼ ଦାୟିତ୍ୱ
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ଆଉ ଜଣେ ଭରତୀୟଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ ବଂଶୋଦ୍ଭବ ଆମେରିକାର ଓକିଲ ହରମିତ କେ ଧିଲୋନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଧିଲୋନଙ୍କୁ ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ମନୋନୀତ କରାଯାଇଛି।
!-->!-->…
କାନାଡାରୁ ଆସିଥିଲା ଧମକପୂର୍ଣ୍ଣ ମେଲ୍, ସ୍ପଷ୍ଟ କଲା କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ବର: ସ୍ଥାନୀୟ ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ୩ଦିନିଆ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଏହି ଧମକପୂର୍ଣ୍ଣ ମେଲ୍ କାନାଡା!-->…
ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର
ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର ।
ତେବେ ଗତବର୍ଷ!-->!-->!-->…