Sign in
Sign in
Recover your password.
A password will be e-mailed to you.
ଜଳଖିଆ ହୋଟେଲକୁ ମଦପ୍ୟଙ୍କ ଆଡ୍ଡାର ଆଳ ଦେଖାଇ ପ୍ରଶାସନ ବୁଲଡୋଜରରେ ଭାଙ୍ଗିଲା !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଦୀର୍ଘ ବର୍ଷ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଛି। ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କୋର୍ଣ୍ଣଳି ନିକଟସ୍ଥ କେନ୍ଦ୍ରୀୟ ପଣ୍ୟାଗାର ନିକଟରେ ଏକ ଜଳଖିଆ ଦୋକାନ ଦୀର୍ଘ ଦିନ ହେଲା ରହିଥିଲା। ଏହି ଜଳଖିଆ ଦୋକାନ ରେ ମଦପ୍ୟ ଙ୍କ!-->…
କାଲି ଶେଷ ହେବ ଇସ୍ରାଏଲ-ହମାସ ଯୁଦ୍ଧ! ନେତାନ୍ୟାହୁ ଦେଲେ ବଡ଼ ଅପଡେଟ୍
ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଯୁଦ୍ଧ ସାଙ୍ଗ ନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ସହ ଅସ୍ତ୍ରବିରତି କରେ ତେବେ ଆସନ୍ତାକାଲି ସୁଦ୍ଧା ଯୁଦ୍ଧ ଶେଷ ହୋଇଯିବ।
ସୋଶାଲ ମିଡିଆ!-->!-->!-->…
ଖୋଲିବ ଭରତପୁର ଥାନା ମାମଲାର ସତ ! ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG
ଭୁବନେଶ୍ୱର: ଖୋଲିବ ଭରତପୁର ରାତିର ସତ! । ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ ଶର୍ମା, ADG କ୍ରାଇମ୍ ବ୍ରାଞ୍ଚ ବିନୟ!-->…
୧୫ବର୍ଷରେ ସାରୁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା
ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ଜଗନ୍ନାଥ ମନ୍ଦିର ବଡଦାଣ୍ଡସାହି ଠାରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ପ୍ରଥମେ ନିକଟସ୍ଥ ପୋଖରୀରୁ ମୁଖ୍ୟ ପଣ୍ଡିତ ଶ୍ରୀକାନ୍ତ ପାଢି ଓ ସହଯୋଗୀ ପଣ୍ଡିତ ସୋମେଶ୍ୱର ଶତପଥିମାନେ ପୂଜାର୍ଚ୍ଚନା!-->…
ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍
କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି ।
ତେବେ ଚଳିତ ବର୍ଷ ଖାନନଗର!-->!-->!-->…
ଭଞ୍ଜନଗର ଠାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଉଦଘାଟିତ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡିର ଚିଦାନନ୍ଦ ସାହିରେ ନିଜସ୍ୱ ଶାଖା କାର୍ଯ୍ୟାଳୟର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ କୁରେଶ ପ୍ରସାଦ ଦାଶଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି ଅନୁଷ୍ଠାନର ମୁଳ!-->…
ସଦଗୁରୁଙ୍କୁ ‘ସୁପ୍ରିମ୍’ ଆଶ୍ୱସ୍ଥି; ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶ ଖାରଜ
ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।
କୋର୍ଟ କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ!-->!-->!-->…
ଭରତପୁର ଥାନା ନିର୍ଯାତନା ମାମଲା, ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ
ଭୁବନେଶ୍ୱର : ଭରତପୁର ଥାନା ନିର୍ଯାତନା ମାମଲା । ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ହାଇକୋର୍ଟଙ୍କ ନିୟମିତ କାର୍ଯ୍ୟ!-->…
ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’
ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ ।
ତେବେ ଏନେଇ ଅଜୟ!-->!-->!-->…
ସମାଜସେବୀଙ୍କ ଦେହାନ୍ତ
କନ୍ଧମାଳ : ଫୁଲବାଣୀ ସହରର ସମାଜ ସେବା ଓ ଧର୍ମ ପରାୟଣ ବ୍ୟକ୍ତି ବାବୁଲି ବାଘଙ୍କ ଅକାଳ ବିୟୋଗ ରେ ଜିଲ୍ଲାର ଘୁ ଉଦୟଗିରି , ଟିକାବାଲି, ଫୁଲବାଣୀ ସହରରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାବୁଲି ବାଘ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ବ୍ଲଡ ସହାୟତା ଡାକ୍ତରଖାନା ରେ ସେବା ରେ ସମୟ!-->…