Sign in
Sign in
Recover your password.
A password will be e-mailed to you.
ରୁଷ ଶରଣରେ ସିରିଆ ରାଷ୍ଟ୍ରପତି, କଡ଼ା ଚେତାବନୀ ଦେଲେ ଟ୍ରମ୍ପ
ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ସେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି।
ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା!-->!-->!-->…
ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ: ମନ୍ତ୍ରୀ
ଭୁବନେଶ୍ବର: ଓଡିଶାର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ । ୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବ । ଏହା ସହିତ ୩ ହଜାର ପାରା ମେଡିକାଲ ଷ୍ଟାଫ ପଦବୀ ମଧ୍ୟ ପୂରଣ କରାଯିବ ବୋଲି ଆଜି ବିଧାନସଭାରେ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ!-->…
ବିଧାନସଭାରେ ଦୁଇ କଂଗ୍ରେସ ବିଧାୟକ କଥା କଟାକଟି
ପଦାରେ ପଡିଲା କଂଗ୍ରେସ କନ୍ଦଳ। ପ୍ରଶ୍ନକାଳରେ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ କଥା କଟାକଟି। କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଦେଖି ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର ସଉଁତା ହସ୍ତକ୍ଷେପ!-->…
ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲା; ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର: ଦୀର୍ଘ ୧୪ ବର୍ଷ ପରେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଆସିଲା ରାୟ । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ।
ଉକ୍ତ ଅଭିଯୁକ୍ତମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର,!-->!-->!-->…
କୋର୍ଟଙ୍କ ବଡ଼ ରାୟ: ୪ ଥର ବିଧାୟକ ହୋଇଥିବା BRS ନେତା ଜର୍ମାନୀ ନାଗରିକ
ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ)ର ନେତା ତଥା ୪ ଥରର ବିଧାୟକ ଚେନ୍ନାମଣେନି ରମେଶ ଭାରତୀୟ ନାଗରିକ ନୁହନ୍ତି। ସେ ଭାରତରେ ୪ଥର ବିଧାୟକ ହୋଇଥିଲେ ହେଁ ପ୍ରକୃତରେ ରମେଶ ଜର୍ମାନୀ ନାଗରିକ।
ତେଲଙ୍ଗାନାର ଭେମୁଲାୱାଡା ଆସନରୁ ଜିତିବା ପାଇଁ ସେ ଜାଲ କାଗଜପତ୍ର ଜରିଆରେ ନିଜକୁ ଭାରତୀୟ!-->!-->!-->…
ରାଜଧାନୀରେ ସିବିଆଇ ରେଡ଼, ଟଙ୍କା ଓ ସୁନା ମିଳିବା ପରେ ADIPL ଅଫିସ ସିଲ କଲା ସିବିଆଇ
ଭୁବନେଶ୍ୱର : ରାଜଧାନୀରେ ସିବିଆଇ ରେଡ଼ । ADIPL ଅଫିସ ସିଲ କଲା ସିବିଆଇ । ଦିଲ୍ଲୀ ସିବିଆଇ ଟିମ୍ କରୁଛି ସର୍ଚ୍ଚ । ସର୍ଚ୍ଚ ରେ ମିଳିଛି ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ।ଲକର ଖୋଲିବା ପରେ ସିବିଆଇ ହାତରେ ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ର!-->…
ସିସୋଦିଆଙ୍କ ବଦଳିଲା ନିର୍ବାଚନ ମଣ୍ଡଳି, ଅବଧ ଓଝାଙ୍କୁ ମିଳିଲା ଟିକେଟ୍
ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ପଡିବ ଭୋଟ୍। ଏଥିପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। କାହାକୁ ମିଳିବ ଟିକେଟ୍ ସେ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆଜି ଆମ୍ ଆଦମୀ ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା!-->…
ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା
ଭୁବନେଶ୍ୱର: ଲୋୟର ପିଏମ୍ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି।
ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି!-->!-->!-->…
ସାହିତ୍ୟ ସଂସଦ, ଟିକାବାଲିର ପରିଚାଳନା ସମିତି ଗଠନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲିରେ ନୂତନ ଭାବେ ଗଢ଼ି ଉଠିଥିବା ସାହିତ୍ୟ ସଂସଦର ବୈଠକରେ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ମନୋଜ କୁମାର ଭୋଇ ବୈଠକକୁ ପରିଚାଳନା କରିଥିଲେ , ସାମ୍ପ୍ରତିକ ସମାଜରେ!-->…
ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ମୋବାଇଲ ନେଟୱାର୍କ । ଫଳରେ ଗୁରୁତର ବାଧାପ୍ରାପ୍ତ ହେଉଛି ଅନଲାଇନ କାମ। ପାହାଡ଼ ପର୍ବତ ଅଞ୍ଚଳ ଲୋକ ଆମ୍ୱୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ୟ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । ବାରମ୍ବାର!-->…