ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ବନ୍ଧା ହେଲେ ୪ ୱେବ୍ ପୋର୍ଟାଲ୍ ସାମ୍ବାଦିକ

ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ ଏହି ନଗଦ ଟଙ୍କା ଲୁଟ୍ ହୋଇଥିବା

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ; ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ

ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର…

ହିଞ୍ଜିଳିକାଟୁ, ୧୪/୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଟୁକୁନା ଦାସ ବୋଲି ଜଣାପଡିଛି।

ମନ୍ଦିର ସମ୍ମୁଖରୁ ବାଇକ୍ ଚୋରୀ, ଥାନାରେ ଅଭିଯୋଗ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରୁ ଏକ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ

ଦଶହରା ରାତି ପାଲଟିଲା କାଳ ରାତ୍ରି, ନାବାଳିକାକୁ ଛୁରୀ ଦେଖାଇ ସାରା ରାତି ବଳାତ୍କାର, ବଳାତ୍କାରୀ ଫେରାର୍

ମାଲକାନଗିରି : ମାଲକାନଗିରି ଜିଲ୍ଲାବ୍ୟାପୀ ବିଜୟ ଦଶମୀ ପାଇଁ ଦୁର୍ଗା ପେଣ୍ଡାଲ ଗୁଡିକରେ ଉତ୍ସବ ପୂର୍ଣ୍ଣ ବାତାବରଣ ଲାଗି ରହିଥିବା ବେଳେ ମାଲାକନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ନାବାଳିକାକୁ ଅମାନୁଷିକ ଭାବେ ବଳାତ୍କାର ଘଟଣା ପୁରା ରାଜ୍ୟରେ ଚର୍ଚିତ ବିଷୟ

ଚିକିତ୍ସା ଲାଗି ଜମି ବିକ୍ରି ପାଇଁ ମିଳିଲାନି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍, ରୋଗଶଯ୍ୟାରେ ଚାଲିଗଲା ଜୀବନ

ମାଲକାନଗିରି, ୧୪।୧୦ : ଚିକିତ୍ସା ପାଇଁ ନିଜ ପାଖରେ ଥିବା ଜମି ବିକ୍ରି କରିବା ଲାଗି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରି ମାସ ମାସ ବିତି ଯାଇଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ମିଳି ନଥିବା ବେଳେ ରୋଗ ଶଯ୍ୟାରେ ଚାଲିଗଲା ଜଣଙ୍କ ଜୀବନ। କିଛି ଏପରି ଅଭିଯୋଗ ଆସିଛି

ନିଆରା ଢଙ୍ଗରେ ଦଶହରା ପାଳନ : ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ

ବାଲିଗୁଡା : ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରି ଆସୁଥିବା ବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ

ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ : ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ତିରୋଧାନ ଦିବସରେ ଯୁଦ୍ଧ ବିଭୀଷିକା…

ବ୍ରହ୍ମପୁର,ତା.୧୪. ୧୦: ବ୍ରିଟିଶ ବିରୁଦ୍ଧରେ ତଥା ମୁସ୍ତାଦାର, ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିବା ବିଶିଷ୍ଟ ଚାଷୀ ନେତା କବିରାଜ ରଘୁନାଥ ପଣ୍ଡାଙ୍କ ଆଜି ୧୭ତମ ତିରୋଧାନ ଦିବସରେ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଯୁଦ୍ଧର ବିଭୀଷିକା ବିରୁଦ୍ଧରେ ଏକ ଜନ ସଭା ଅନୁଷ୍ଠିତ ହୋଇଯାଇଛି

ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ…

ଛତ୍ରପୁର : ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ , ଔଷଧ ବିତରଣ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନ ଜନକ ସ୍ଥାୟୀ ବେତନ ଓ ଭତ୍ତା

କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ