Sign in
Sign in
Recover your password.
A password will be e-mailed to you.
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦଶଭୂଜା
ପାପର ବିନାଶ ଘଟିଛି, ସତ୍ୟର ବିଜୟ ହୋଇଛି। ୯ ଦିନ ଧରି ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ଅନେକ!-->…
ଓଡ଼ିଆ ଯୁବତୀ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲା, ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ
ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ । ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ। ପୀଡ଼ିତାଙ୍କ ପରିବାର ଲୋକ ଦିଲ୍ଲୀ ଯାଉଛନ୍ତି!-->…
ପପୁଙ୍କ ଓପନ୍ ଚ୍ୟାଲେଞ୍ଜ: ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି
'ମାଟିରେ ମିଶାଇ ଦେବି ଅପରାଧର ସାମ୍ରାଜ୍ୟ। ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବି।' ଏଭଳି ଓପନ୍ ଚ୍ୟଲେଞ୍ଜ ଦେଇଛନ୍ତି ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ।
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ!-->!-->!-->…
ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା!-->…
ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ
ଯାଜପୁର: ଜଳିଗଲା ଚଳନ୍ତା ବସ୍ । ବାଇକ ଚାଳକ ମୃତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ଘଟିଛି ଦୁର୍ଘଟଣା । ବସଟି ବାଲେଶ୍ବରରୁ ଭୁବନେଶ୍ବରକୁ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ବସରେ ନିଆଁ!-->…
ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର
ନିଃସର୍ତ୍ତ ନିୟୁଜ : ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର।
ବିଜେତା ଭାବେ ଡାରେନ!-->!-->!-->…
ମୁଁ ବିଜେଡିରେ ନାହିଁ, ଏବେ ସ୍ବାଧୀନ: ଅମର ଶତପଥୀ
ଭୁବନେଶ୍ବର: ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ଏଭଳି ଟିପ୍ପଣୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ସେ କହିଛନ୍ତି, ମୁଁ ବିଜେଡିରେ ନାହିଁ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ।
ଏଣେ!-->!-->!-->…
ଦୀପାବଳି ପୂର୍ବରୁ ସରକାର ଦେବେ ବଡ଼ ଭେଟି: ୩% ବଢ଼ିବ ମହଙ୍ଗା ଭତ୍ତା!
ନିଃସର୍ତ୍ତ ନିୟୁଜ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ଼ ଭେଟି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩% ବୃଦ୍ଧି କରିବେ କେନ୍ଦ୍ର ସରକାର। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ପ୍ରାଥମିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ!-->…
ଓଡିଶାରୁ ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ!-->…
ବିପଜ୍ଜନକ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା : ଗୋଡ ଘୋଷାଡିଲେ ଗୁଡି ଉଠି ଯାଉଛି…
ପିସି ଖାଇ ବାବୁ ମାନେ ଚୁପ...!