Sign in
Sign in
Recover your password.
A password will be e-mailed to you.
ଭାରତ-ପାକିସ୍ତାନ ମିଶି ୧୨ ନାବିକଙ୍କ ଜୀବନ ବଞ୍ଚାଇଲେ
ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାକିସ୍ତାନୀ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ୧୨ ନାବିକଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜାହାଜ ଏମଏସଭି ଏଆଇ ପିରାନପିର ଗୁଜରାପଟର ପୋରବନ୍ଦରରୁ ଇରାନ ଯାଉଥିଲା। ଏଥିରେ ୧୨ ଜଣ ନାବିକ ଥିଲେ। ଗତ!-->…
ଅନାସ୍ଥାରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ
ପ୍ୟାରିସ : ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ ଜଣ!-->…
ପୁଷ୍ପା-୨ ପ୍ରିମିୟର୍ ବେଳେ ଦଳାଚକଟା, ଜଣେ ମୃତ
ହାଇଦ୍ରାବାଦ : ପୁଷ୍ପା-୨ ରିଲିଜରେ ବଡ଼ ଅଘଟଣ। ଦଳାଚକଟାରେ ଚାଲିଗଲା ଫ୍ୟାନଙ୍କ ଜୀବନ। ହାଇଦ୍ରାବାଦ୍ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ!-->…
ରାଜନୀତିରୁ ସନ୍ନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟ୍କା। ନିର୍ବାଚନର ଠିକ୍ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି!-->…
ବାପା,ମା’ ଓ ଭଉଣୀଙ୍କୁ ମାରି ପୁଲିସକୁ ଶୁଣାଇଥିଲେ ଗପ; ଗୋଟିଏ ଦିନରେ ଧରାପଡ଼ିଗଲା ମିଛ
ନୂଆଦିଲ୍ଲୀ : ‘ଆଜି ବାପା-ମା’ଙ୍କ ବିବାହ ବାର୍ଷିକୀ ଥିଲା। ମୁଁ ସକାଳୁ ସକାଳୁ ଉଠି ସେମାନଙ୍କୁ ଅଭିନନ୍ଦନ ଜଣାଇ ମର୍ଣ୍ଣିଂ ୱାକ୍ରେ ଚାଲି ଯାଇଥିଲି। ଫେରିଲା ପରେ ଦେଖିଲି ଘରେ ପଡ଼ିଥିଲା ବାପା,ମାଆ ଓ ବଡ଼ ଭଉଣୀଙ୍କ ରକ୍ତାକ୍ତ ମୃତଦେହ।’ ଗତକାଲି ଏମିତି ଗପ ଶୁଣାଇଥିବା ଜଣେ କଲେଜ ଛାତ୍ରଙ୍କୁ!-->…
ଯିଏ ଭାରତକୁ ଘୃଣା କରନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି: ବିଜେପି
ନୂଆଦିଲ୍ଲୀ : ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଜୋରଦାର ଟାର୍ଗେଟ ଜାରି ରଖିଛି କଂଗ୍ରେସ ଦଳ। ହେଲେ ଏହି ପ୍ରସଙ୍ଗରେ କାଉଣ୍ଟର କରି ଗୁରୁବାର ରାହୁଲ ଗାନ୍ଧୀଙ୍କୁ ବିଜେପି କାଉଣ୍ଟର ଆଟାକ୍ କରିଛି। ବିଜେପି ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ଆକ୍ଷେପ!-->…
ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଏକନାଥ ଓ ଅଜିତ
ମୁମ୍ବାଇ: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ଆଜିଠୁ ରାଜ୍ୟରେ ଫଡ଼ନାବିସଙ୍କ ନେତୃତ୍ଵରେ ମହାୟୁତି ସରକାର ଆରମ୍ଭ ହୋଇଛି। ଫଡ଼ନାବିସଙ୍କ ବ୍ୟତୀତ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ!-->…
୧୬ ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ବିଶାଖାପାଟଣା ଅଭିମୁଖେ ଯାତ୍ରା…
ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ଓ ୧୨୭ ସି ଆର ପି ଏଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ ୧୬ ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ବିଶାଖା ପାଟଣା!-->!-->!-->…
ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୧ ଲକ୍ଷ ୦୫, ହଜାର ଟଙ୍କା ଜୋରିମାନା…
ଫୁଲବାଣୀ :ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ , ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ଓ ୧୭ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ଧନେଶ୍ଵର କହଁରକୁ ଦୋଷୀ ସାବ୍ୟସ୍ତ!-->…
ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ: ଥାନାରେ ଜଣକୁ ଅଟକ
ଫୁଲବାଣୀ : ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ l ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫୁଲବାଣୀ ପୌର ପରିଷଦର ଫୁଲବାଣୀ ସାହିରେ ଥିବା ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବିଳମ୍ବିତ ରାତିରେ ଅଧିକାରୀ!-->!-->!-->…