Sign in
Sign in
Recover your password.
A password will be e-mailed to you.
ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ
ଭୁବନେଶ୍ବର : ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବାସି, ଅପମିଶ୍ରିତ ରଙ୍ଗ, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍।ରଗୁଲଗଡ, ନୟାପଲ୍ଲୀ ସମେତ ବରମୁଣ୍ଡା ପୂଜା!-->…
‘ବିଜୟର ଶ୍ରେୟ ନେଉଥିଲେ,ଏବେ ପରାଜୟ ପାଇଁ ଦାୟିତ୍ୱ ନିଅନ୍ତୁ ନବୀନ’
ଭୁବନେଶ୍ବର : ଆଗରୁ ପ୍ରତ୍ୟେକ ନିର୍ବାଚନରେ ଦଳର ବିଜୟ ହେବା ପରେ ଶ୍ରେୟ ନେଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ହାରିଛି। ଦଳ କାହିଁକି ନିର୍ବାଚନ ହାରିଲା ତାହାର ଦାୟିତ୍ୱ ନିଅନ୍ତୁ ନବୀନ। ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲାନ୍ତୁ। ଏଭଳି ଢଙ୍ଗରେ!-->…
ପାଠପଢ଼ା ଆରମ୍ଭ ହେଲାଣି ,+୨ରେ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ଆସନ
ଭୁବନେଶ୍ବର : ଦୁଇମାସ ହେଲା +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆସନ ପୂରଣ ହୋଇପାରିଲାନି। ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ବର୍ତ୍ତମାନ!-->…
‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ: ପ୍ରଭାତୀ
ଭୁବନେଶ୍ବର : ‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି କୌଣସି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବେ କିମ୍ବା ଆବେଦନରେ କୌଣସି ତ୍ରୁଟି ଥିବ ତେବେ ତାଙ୍କ ପାଖକୁ ପଞ୍ଜୀକୃତ ନମ୍ବରରେ ଫୋନ୍ ଯିବ । ବ୍ଲକସ୍ତରରେ ଯାଞ୍ଚ ହେବ ।!-->…
କଟକ ସହର ହେବ ସ୍ମାର୍ଟ ସହର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର!-->…
ରଙ୍ଗୀଲା ବାବା; ଭାଇରାଲ୍ ହେଉଛି ଯୁବତୀଙ୍କୁ ଲିପ୍ କିସ୍ ଦେବାର ଫଟୋ
କଟକ : ଭାଇରାଲ୍ ହେଉଛି ବାବାଙ୍କ ରଙ୍ଗୀଲା ବେଶ! ଯେଉଁଥିରେ ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ପିନ୍ଧି ଜଣେ ତରୁଣୀଙ୍କୁ ଲିପ୍ କିସ୍ କରୁଥିବା ଦେଖିବାକୁ ମିଳିଛି। ସିଏ ଖାଲି ଲିପ୍ କିସ୍ ଦେଉନାହାନ୍ତି, ବରଂ ତାଙ୍କୁ ତାଙ୍କ ବାହୁ ବନ୍ଧନରେ ଆଲିଙ୍ଗନ!-->…
ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର
କୋଲକାତା : ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ବେଙ୍ଗଲ ସରକାର!-->…
କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ
ଚଣ୍ଡୀଗଡ : ହରିୟାଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେନାଲକୁ କାର୍ ଖସି ୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ହରିୟାଣର ଗୋଟିଏ ପରିବରର ଆଠ ଜଣ ସଦସ୍ୟ ଏବଂ!-->…
ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ
ଅହମ୍ମଦାବାଦ : ବିଜୟା ଦଶମୀରେ ଗୁଜରାଟରେ ଦୁଃଖଦ ଘଟଣା ଘଟିଛି। କାମ କରୁ ଥିବାବେଳେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି।ଆଜି ମେହସାନ ଜିଲ୍ଲାରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଅଧା ତିଆରି ହୋଇଥିବା!-->…
ମୋଦିଙ୍କ ‘ଅର୍ବାନ ନକ୍ସଲ’କୁ କାଉଣ୍ଟର କଲେ ଖଡଗେ, କହିଲେ- ବିଜେପି ଆତଙ୍କବାଦୀଙ୍କ ଦଳ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ବାନ ନକ୍ସଲ ବୟାନକୁ ଆଜି ଜୋରଦାର ଢଙ୍ଗରେ କାଉଣ୍ଟର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସକୁ ଅର୍ବାନ ନକ୍ସଲମାନେ କବଜା କରି ନେଇଥିବା ମୋଦି କିଛି ଦିନ ତଳେ କହିଥିଲେ। ଏହାର ଜବାବରେ ବିଜେପି ହେଉଛି ଗୋଟିଏ!-->…