Sign in
Sign in
Recover your password.
A password will be e-mailed to you.
ଟଳିଲା ବିପଦ, ୧୪୦ ଜୀବନ ସୁରକ୍ଷିତ – ବିମାନକୁ ନିରାପଦ ଅବତରଣ କରାଇଲେ ପାଇଲଟ
ନୂଆଦିଲ୍ଲୀ : ମଝି ଆକାଶରେ ବାଜି ଲାଗିଥିଲା ୧୪୦ ଜୀବନ। କିଛି ବି ଅଘଟଣ ହେବାର ସମ୍ଭାବନା ଥିଲା କିନ୍ତୁ ଏୟାର ଇଣ୍ଡିଆ ବିମାନର ପାଇଲଟ ସଫଳତାର ସହ ବିମାନକୁ ଅବତରଣ କରାଇଛନ୍ତି। ସମସ୍ତ ୧୪୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନଟି ୩ ଘଣ୍ଟା ଧରି ବିମାନବନ୍ଦର ଉପରେ ଇନ୍ଧନ ସରିବା ଯାଏଁ!-->…
ଜମ୍ମୁ-କଶ୍ମୀରରେ ସରକାର ଗଠନ – ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ କଂଗ୍ରେସ, ସିପିଆଇ(ଏମ୍), ଆମ୍ ଆଦମୀ ପାର୍ଟି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ!-->!-->!-->…
ଅକ୍ଟୋବର ୧୭ରେ ହରିୟାନାର ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ
ନୂଆଦିଲ୍ଲୀ : ହରିୟାନାରେ ସମସ୍ତ ଜନମତ ସର୍ବେକ୍ଷଣକୁ ଭୁଲ୍ ପ୍ରମାଣିତ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ସମସ୍ତ ବଡ ପଦାଧିକାରୀ!-->…
ଓଡ଼ିଶା ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ରାସ୍ତା କଡ଼ରୁ ଉଦ୍ଧାର କଲା ପୁଲିସ୍
ନୂଆଦିଲ୍ଲୀ :ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍ ତାଙ୍କୁ ଅର୍ଦ୍ଧ ଅଚେତ ଅବସ୍ଥାରେ ଉଦ୍ଧାର!-->…
ନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ
ଖୋର୍ଦ୍ଧା : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା l ଜଣେ ନାବାଳିକା 7 ମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର l ଏନେଇ ପୀଡିତାର ମା’ ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବିଟ!-->…
ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ
ସେନାରୁ ଆସିଛି ଦୁଃଖଦ ଖବର। ଅଭ୍ୟାସ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇବା ପାଇଁ ଅଭ୍ୟାସ ବେଳେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରର ନାଶିକର ଆର୍ଟିଲେରୀ ସେଣ୍ଟରରେ ଅଗ୍ନିବୀରଙ୍କ ଅଭ୍ୟାସ ଚାଲିଥିଲା। କିପରି ଗୁଳିଚାଳନା କରିବେ ସେନେଇ ତାମିଲ!-->!-->!-->…
୪ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲ ଦମନ ନେଇ ଚାଲିଥିବା ଅପରେସନରେ ପୁଲିସ ସଫଳତା ପାଉଥିବା ବେଳେ ଏବେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ନକ୍ସଲମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆସିଲେଣି ବୋଲି ପୁଲିସ କହିଛି।!-->…
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି।
ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ସେଦିନ ମୟୂରଭଞ୍ଜରେ ଘରେ!-->!-->!-->…
ଜାପାନର ନିହୋନ୍ ହିଡାନକିଓ ସଂଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ଶାନ୍ତି ପାଇଁ ବିଶ୍ୱର ସମ୍ମାନସ୍ପଦ ପୁରସ୍କାର ନୋବେଲ ଘୋଷଣା ହୋଇଛି। ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ!-->…
ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ
ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ । ଏନେଇ ସୂଚାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ଉତ୍ତର ଲାକ୍ଷାଦ୍ବୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ କିଛି ଦିନରେ ଅବପାତର ରୂପ ନେଇପାରେ । ଏହାର!-->…