Sign in
Sign in
Recover your password.
A password will be e-mailed to you.
ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସବ ” ବ୍ରହ୍ମପୁର ମହୋତ୍ସବ ” ଜାନୁୟାରୀ ୧୧ ରୁ ୧୬…
ବ୍ରହ୍ମପୁର ୫/୧୨ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସମାଜ ସେବା ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଓଡ଼ିଶା ର ଅନ୍ୟତମ ଆକର୍ଷଣୀୟ ବିଶାଳ ସାଂସ୍କୃତିକ ମହୋତ୍ସବ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ଆସନ୍ତା ଜାନୁୟାରୀ ଜାତୀୟ ଯୁବ ସପ୍ତାହ ଅବସରରେ!-->!-->!-->…
ବେଆଇନ ବାଲି ଚାଲାଣ କରୁଥିବା ମାଫିଆଙ୍କ ଉପରେ ବନ ବିଭାଗ ର ଚଢାଉ…
ଚଢାଉ ଧର୍ମକୁ ଆଖିଠାର ନୁହଁତ...!!
୬୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନାରୁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ମାତ୍ର ୫ କିମି ଦୂର ପଡୋଶୀ ରାଜ୍ୟର ଝାଡ଼ଖଣ୍ଡ ବାଂଶଜୋର ପାଣ୍ଡି ଅନ୍ତର୍ଗତ ଖମନଡାଣ୍ଡ ନିକଟରେ ଏକ ଘୋରଇ ବସରୁ ପୁଣି ଗଞ୍ଜେଇ ଧରିବାରେ ଝାଡ଼ଖଣ୍ଡ ପୋଲିସ ସଫଳ ହୋଇଛି ! ସୂଚନା ଅନୁଯାୟୀ!-->!-->!-->…
ନିଖୋଜ ନାବାଳିକାକୁ ବିହାର ରାଜ୍ୟରୁ ଉଦ୍ଧାର!
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଯମୁନାନାକି ଅଞ୍ଚଳର ଜଣେ ଜୈନିକ ନାବାଳିକାଙ୍କୁ କୁଆଁରମୁଣ୍ଡା ପୁଲିସ ବିହାର ରାଜ୍ୟରୁ ଉଦ୍ଧାର କରିଥିବା ଜଣାପଡ଼ିଛି | ସୂଚନା ମୁତାବକ ଉକ୍ତ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ଚଳିତ ବର୍ଷ ମେ ମାସ ୩୧ ତାରିଖ ଦିନ!-->…
ଏକଲବ୍ୟ ବିଦ୍ୟାଲୟ ହଷ୍ଟେଲ ଗୃହରେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା, ଦେଖିବାକୁ ମିଳିଛି ଚାପା ଉତ୍ତେଜନା
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ଠାରେ ଥିବା ଏକଲବ୍ୟ ଆବାସିକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତଦେହ ଏକ ପରିତ୍ୟକ୍ତ ଘର ମଧ୍ୟରେ ଏକ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଜଣାପଡ଼ିଥିବା ପରେ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଚାପା ଉତ୍ତେଜନା!-->…
ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା
ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲା ସ୍ତରୀୟ ମଣ୍ଡେଇ ମହୋତ୍ସବ -୨୦୨୪ ଉପଲକ୍ଷେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼. ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଖବରଦାତା!-->…
ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଆୟୁର୍ବେଦ ବିଷୟରେ ଜାଣିପାରିବା: ମୁଖ୍ୟମନ୍ତ୍ରୀ
ପୁରୀ: ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ!-->…
ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ
କଟକ : ପାରିବାରିକ କଳହ ନେଲା ଉଗ୍ରରୂପ। ନିଆଁରେ ପୋଡ଼ି ହୋଇ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ମାସ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି ଚାଲିଗଲା ମା’ର ଜୀବନ। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡାରେ ଏହି ଘଟଣା ଘଟିଛି। ମୃତକ ହେଲେ ସୂଚିସ୍ମିତା ମହାନ୍ତି ଓ ତାଙ୍କର ୨ ମାସର ଝିଅ।!-->…
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, କହିଲେ- ଅତୀତରେ ଆମ ଦଳ ଭୁଲ କରିଛି
ଭୁବନେଶ୍ବର ୪।୧୨: ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ । କହିଲେ, ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆଣିକି ଆମ ଦଳରେ ନେଲେ । ବର୍ତ୍ତମାନ ସେମାନେ ସାଂସଦ ମାନଙ୍କୁ ନେଇଯାଉଛନ୍ତି ।!-->…
ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି, ନକଲିକୁ ଅସଲି କହି ଚଢ଼ା ଦରରେ ବିକୁଛନ୍ତି ବ୍ୟବସାୟୀ
ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା କହିଛନ୍ତି ଖୋଦ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ!-->…