ତୃତୀୟ ଭାରତୀୟ ଧାନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ

କଟକ: ଜାତୀୟ ଧାନ ଗବେଷଣା ସମ୍ମିଳନୀ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଧାନ ଗବେଷଣା କାଉନସିଲର ମିଳିତ ଆନୁକୁଲ୍ୟରେ ଗୁରୁବାର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପରିଷଦଠାରେ ଭାରତୀୟ ଧାନ ସମ୍ମିଳନୀର ତୃତୀୟ ଧାନ କଂଗ୍ରେସ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଧାନ ଗବେଷକ ସଂଘ ଏହି…

ଶିମିଳିପାଳ କୋର ଏରିଆରେ ବନ୍ଧୁକ ଧରି ବୁଲୁଥିଲେ; ବାନ୍ଧିଲା ବନ ବିଭାଗ

ବାରିପଦା : ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଦୁଇ ଜଣଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଓ ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ…

୫ ଜିଲାରେ ଘନ କୁହୁଡ଼ି ଦୃଶ୍ୟମାନ, ୨ଦିନ ପରେ ପୁଣି ଫେରିବ ଶୀତ

ଭୁବନେଶ୍ବର : ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନ‌ରେ ପାଗ ମେଘୁଆ ରହିଥିଲା। ପାହାଡିଆ ଏବଂ ସମତଳ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଥିଲା; କିନ୍ତୁ ଆସନ୍ତା ୨ଦିନ ପରେ ପୁଣି ଶୀତ ଫେରିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ…

ବରବାଦ କଲା ଅନଲାଇନ ଗେମ୍; ଶେଷରାସ୍ତା ବାଛି ନେଲେ ଯୁବକ

ଭୁବନେଶ୍ବର : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ…

ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ

ଭୁବନେଶ୍ବର : ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍‌ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା। ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ…

ୟୁରୋପୀୟ ‘ପ୍ରୋବା -୩’ ମିଶନ ଲଞ୍ଚ୍ କଲା ଇସ୍ରୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଛୁଇଁଲା ଆଉ ଏକ ମାଇଲଖୁଣ୍ଟ। ଗୁରୁବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪ ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ…

ଲୋକ ଲଜ୍ଜାରୁ ବର୍ତ୍ତିବାକୁ ମେଡ଼ିକାଲ୍‌ରୁ ପିଲା ଚୋରି ନାଟକ; କ୍ଷମା ମାଗିଲେ ଦମ୍ପତି

ନୟାଗଡ : ନିଜର କୌଣସି ପିଲାପିଲି ହେଉନଥିଲେ। ଯେଉଁଥିପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସେହି ଅପବାଦ ଓ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ପିଲା ଚୋରିର ନାଟକ କରିଥିଲେ ଦମ୍ପତି। ମେଡ଼ିକାଲ୍‌ ଓଟିରୁ ପିଲା ଚୋରି ହୋଇଥିବା କାନ୍ଦିକାନ୍ଦି ଗଣମାଧ୍ୟମରେ କହିଥିଲେ। ତେବେ ନାଟକର ପୂରା ଚିତ୍ର…

ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ

ବାରିପଦା : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ। ଦେଶୀ ମଦ ତିଆରି ପାଇଁ ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ମହୁଲ ଆସୁଥିଲା। ହେଲେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ହାତରେ ଧରା ପଡ଼ିଛି ସେହି ଚୋରା ମହୁଲ। ଅବକାରୀ ବିଭାଗ ମହୁଲ ବୋଝେଇ ଗାଡ଼ି ଜବତ କରିବା ସହିତ ୨…

ଦେବଗଡ଼: ରେଙ୍ଗାଳୀ ଡ୍ୟାମରୁ କଲରାପତରିଆ ବାଘର ମୃତ ଦେହ ଠାବ

ଦେବଗଡ଼: ରେଙ୍ଗାଳୀ ଡ୍ୟାମ ଜଳ ଭଣ୍ଡାର ମଧ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ। ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି ସେକ୍ସନ ଅନ୍ତର୍ଗତ କଣ୍ଠିମାଳ ଗ୍ରାମ ନିକଟରେ ପାଣିରେ ଭାସୁଥିବା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ସୂଚନା ଅନୁଯାୟୀ, ଗୁରୁବାର …

‘ସିନ୍ଦେଙ୍କ ଯୁଗ ଶେଷ, ଆଉ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’

ମୁମ୍ବାଇ : ମହାରାଷ୍ଟ୍ରରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାବିସଙ୍କ ଶାସନ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ତାଙ୍କ ସହିତ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ସେମାନେ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ପୁଣି ଥରେ…