ଗଞ୍ଜାମ: ଦେବୀଙ୍କ ପୀଠରେ ନବରାତ୍ରି ପୂଜା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଂଚଳରେ ଗୁରୁବାରଠାରୁ ବିଭିନ୍ନ ଦେବୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଫଳରେ ଏହି ସବୁ ଅଂଚଳ ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ସେଥିମଧ୍ୟରୁ ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହିରେ ଅବସ୍ଥିତ ମା’ ଦୁର୍ଗାଙ୍କ ପୀଠରେ ପବିତ୍ର ନବରାତ୍ରି

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛନ୍ତି। ବିଳମ୍ବିତ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚ

କଟକରୁ ନକଲି ଘିଅ କାରଖାନା ଠାବ

କଟକ : କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବାଲ୍ ଗୋପାଲ ନାମକ ଘିଅ କମ୍ପାନୀରେ ଚଢାଉ ପରେ ଏଠାରେ ନକଲି ଘିଅ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ଜଗତପୁର ଥାନା ପୁଲିସ ଓ ସିଏମସିର ଖାଦ୍ୟ

ନବରାତ୍ରର ପ୍ରଥମ ଦିବସ, ମାଆଙ୍କ ଶୈଳପୁତ୍ରୀ ରୂପ : ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

କଟକ : ଆଜିଠୁ ନବରାତ୍ର ପୂଜା ଆରମ୍ଭ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଏହି ଭବ୍ୟ ଦର୍ଶନ ପାଇ ଶହଶହ ଭକ୍ତଙ୍କ ଭିଡ ଜମିଛି।ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ

ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ USCIRF

ନୂଆଦିଲ୍ଲୀ : ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (USCIRF) ଏକ ରିପୋର୍ଟ ପ୍ରକାଶ କରି ଭାରତର ଧାର୍ମିକ ସ୍ୱାଧୀନତାର ଅବସ୍ଥା ବିଗିଡି ଯାଇଥିବା କହି ଚିନ୍ତା ପ୍ରକଟ କରିଛି। ଆମେରିକା ଆୟୋଗର ଏହି ରିପୋର୍ଟକୁ ଭାରତ ଖଣ୍ଡନ କରିବା ସମ୍ପୂର୍ଣ୍ଣ ରୂପେ ପକ୍ଷପାତିତା ଏବଂ

୫,୦୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲା, ଗିରଫ କିଙ୍ଗପିନ୍ କଂଗ୍ରେସର ପୂର୍ବତନ କର୍ମୀ

ନୂଆଦିଲ୍ଲୀ : ଦିଲ୍ଲୀରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ଘଟଣାର କିଙ୍ଗପିନ ଜଣେ କଂଗ୍ରେସର ପୂର୍ବତନ କର୍ମୀ। ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲ କଂଗ୍ରେସର ଜଣେ ପୂର୍ବତନ କର୍ମୀ ଥିବା ସ୍ୱୀକାର କରିଛନ୍ତି। ଗତକାଲି 5 ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲାରେ ପୁଲିସ

ସ୍କୁଲ ଭ୍ୟାନରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ

ନୂଆଦିଲ୍ଲୀ : ଦେଶରେ ମହିଳା ଏବଂ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ମହାରାଷ୍ଟ୍ରର ପୁଣେ ସହରରେ ସ୍କୁଲ ଭ୍ୟାନ ଭିତରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ସଙ୍କଟ: ଇରାନକୁ ଧୂଳିସାତ କରିବ ଇସ୍ରାଏଲ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଲେବାନନ୍‌‌ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସିଧାସଳଖ ଇରାନ୍‌‌ ପ୍ରବେଶ କରିଛି। ହେଜବୋଲ୍ଲାର ମୁଖ୍ୟଙ୍କୁ ହତ୍ୟା ଓ ଲେବାନନରେ ଗ୍ରାଉଣ୍ଡ ଅପରେସନକୁ ବିରୋଧ କରି ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ।

ହେଜବୁଲ୍ଲା ପରେ ହମାସର ଶକ୍ତି ହ୍ରାସ; ୩ ମୁଖ୍ୟଙ୍କୁ ମାରିଲା ଇସ୍ରାଏଲ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସମର୍ଥିତ ସଂଗଠନ ହମାସର ତିନି ବରିଷ୍ଠ ନେତାଙ୍କ ମୃତ୍ୟୁ। ଏୟାର ଷ୍ଟ୍ରାଇକରେ ସେମାନଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ମୃତକଙ୍କ ମଧ୍ୟରେ ଗାଜା ସରକାରର ମୁଖ୍ୟ ରାହି ମୁଶତାହା ଥିବା ଇସ୍ରାଏଲ ସେନା କହିଛି।ତିନି ବରିଷ୍ଠ ନେତାଙ୍କ ହତ୍ୟାକୁ ନେଇ

ସଦଗୁରୁଙ୍କୁ ଆଶ୍ୱସ୍ତି ; ଆଶ୍ରମରେ ପୁଲିସର ତଦନ୍ତକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ