Sign in
Sign in
Recover your password.
A password will be e-mailed to you.
ମହମ୍ମଦ ଆଜାରୁଦ୍ଦିନଙ୍କୁ ଇଡ଼ି ନୋଟିସ୍
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ!-->…
ଭୁଶୁଡ଼ିଲା ଶେୟାରବଜାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହାର ଗଭୀର ପ୍ରଭାବ ପଡ଼ିଛି ଭାରତୀୟ ଶେୟାର ବଜାର ଉପରେ। ଲଗାତାର ୩ୟ ଦିନ ପାଇଁ ଶେୟାର ବଜାର ନିମ୍ନମୂଖୀ ହୋଇଛି। ଗୁରୁବାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଭାରତୀୟ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍ସ, ନିଫ୍ଟି ୫୦!-->…
ତେଲ, ମସଲା, ଔଷଧ ପରେ ନକଲି ବ୍ୟାଙ୍କ୍; SBI ନାଁରେ ଚାଲିଥିଲା ଠକେଇ
ରାୟପୁର : ନକଲି ମସଲା, ନକଲି ଔଷଧ ପରେ ଏବେ ନକଲି ବ୍ୟାଙ୍କ୍। ଆଶ୍ଚର୍ଯ୍ୟ ଲାଗୁଥିବା ଏ କଥା ସତ। ଛତିଶଗଡରେ ଚାଲିଥିଲା ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନାଁରେ ଜାଲିଆତି। ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା ଏହି ନକଲି ବ୍ୟାଙ୍କ!-->…
ଆରଜି କର ପୀଡିତାଙ୍କ ମୂର୍ତ୍ତି ସ୍ଥାପନ, ସୋଶାଲ ମିଡିଆରେ ତୀବ୍ର ବିରୋଧ
କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଉ ଏକ ବିବାଦୀୟ ଚିତ୍ର ସାମ୍ନାକୁ ଆସିଛି। ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭୟଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯେଉଁଥିରେ ଦୁଷ୍କର୍ମରେ ପ୍ରାଣ!-->…
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…
ବ୍ରହ୍ମପୁର - ବରିଷ୍ଠ ସାମ୍ବାଦିକ, ବିବିଧ ସମ୍ବାଦର ସମ୍ପାଦକ ତଥା ଆଇନଜୀବି ଗୌରାଙ୍ଗ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀଙ୍କ ଆଜି ପରଲୋକ ଘଟିଛି। ବୁଧବାର ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମେଂଟୁଛକ ସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ସେ ଶେଷ!-->…
ଜିଲ୍ଲା ଭିତ୍ତିକ ଦାବି ନେଇ ମୁହଁରେ କଳା କନା ବାନ୍ଧି ଧାରଣା ଦେଲେ, ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଲାଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜିଲ୍ଲାର ୪୫ ଗୋଟି ସଂଗଠନ କୁ ନେଇ ଗଠିତ ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧିଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ!-->…
ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ!-->…
ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ଉମରକୋଟ / ରାଇଘର : ଏହି ପୃଥିବି ପୃଷ୍ଠରେ ଗୁରୁହି ଏକ ମାତ୍ର ସଠିକ ପଥ ପ୍ରଦର୍ଶକ ହୋଇ ପଥ ଦେଖାନ୍ତି। ଗୁରୁ ସନ୍ତୁଷ୍ଟ ହୋଇ ଯାହାକୁ କୃପା କରନ୍ତି ସେ ଅନାୟାସେ ଭଵସିନ୍ଧୁ ପାର ହୋଇ ଯାଏ। ଏହି ପରି ଜଣେ ଗୁରୁ କୁମଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର!-->…
ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗ୍ରାମସଭା ବୈଠକ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଗାନ୍ଧୀ ଜ୍ୟନ୍ତି ପାଳନ ହୋଇଯାଇଛି ! ଏହି ଶୁଭ ମହୁରତରେ ଆଜି ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁଲୁ ପରିଚାଳନା କରିଥିବା ବେଳେ ଇଓ!-->!-->!-->…
ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ ଏବଂ ଲେବାନନରେ!-->…