Sign in
Sign in
Recover your password.
A password will be e-mailed to you.
ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି: ଶିବସେନା
ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ଶିବସେନା କହିଛି ଯେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।
ଶିବସେନାର ବରିଷ୍ଠ ନେତା ସଞ୍ଜୟ ସରସତ୍ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି,!-->!-->!-->…
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ । ଭିଡିଓ ଭାଇରାଲ ପରେ ଜୋର ଧରିଲା ଚର୍ଚ୍ଚା । ଲିଙ୍ଗରାଜ ମନ୍ଦିରରେ ସିଗାରେଟ ଟାଣିବାର ଫଟୋ ଭାଇରାଲ୍ ହୋଇଛି । ଏହି ଫଟୋଟି ଦେବୀ ପ୍ରସାଦ ଦାସ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି ।
ତେବେ ସିଗାରେଟ୍ ଟାଣିବାର ଫଟୋ!-->!-->!-->…
ବିଦ୍ୟୁତ୍ ତାର ବିଛାଇଲେ, ସିଧା ଘରୁ କଟାଯିବ ବିଦ୍ୟୁତ୍ ସଂଯୋଗ
ଭୁବନେଶ୍ବର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ, ବାରାହା ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ଲଗାତାର ବଢିଚାଲିଥିବା ବେଳେ ଆଜି ଗୃହରେଏହାକୁ ନେଇ ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ । ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ, ବିଦ୍ୟୁତ୍ ତାର ଲାଗି!-->…
ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର
ଆଉ ମାତ୍ର ସପ୍ତାହକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଗଡ଼ ଯିବେ। କିନ୍ତୁ ଏହାପୂର୍ବରୁ ସେକ୍ଟର ୨୬ରେ ଥିବା ଦୁଇଟି ନାଇଟ କ୍ଲବ ଆଗରେ ହୋଇଛି ଛୋଟ ଧରଣର ବିସ୍ଫୋରଣ। ଦୁଇଟି କ୍ଲବ ମଧ୍ୟରୁ ଗୋଟିଏ ବଲିଉଡ ରାପ୍ପର ବାଦଶାହଙ୍କ ନାଁରେ ରହିଛି।
ବିସ୍ଫୋରଣ ପଛର କାରଣ ଜଣପଡ଼ି ନଥିବା!-->!-->!-->…
ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା: ୪ଟି ଟିମ୍ ଗଠିତ
ବୁର୍ଲା: ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ!-->…
କାକଟପୁରର ମା’ ମଙ୍ଗଳା ଓ ମୟୂରଭଞ୍ଜର କୀଚକେଶ୍ବରୀ ମନ୍ଦିରକୁ ନେଇ ବଡ ନିଷ୍ପତ୍ତି
ଭୁବନେଶ୍ବର: ପୁରୀ ଜିଲ୍ଲା କାକଟପୁର ସ୍ଥିତ ମା’ ମଙ୍ଗଳା ମନ୍ଦିର ଏବଂ ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ଥିବା ମା’ କୀଚକେଶ୍ବରୀ ମନ୍ଦିରକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ‘ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ସମ୍ବର୍ଦ୍ଧନ ଅଭିଯାନ’ (ପ୍ରସାଦ)!-->…
୧.୧ ବିଲିୟନ୍ ଡଲାର୍ ଦାନ କଲେ କୋଟିପତି ନିବେଶକ ୱାରେନ୍ ବଫେଟ୍
ନୂଆଦିଲ୍ଲୀ: କୋଟିପତି ନିବେଶକ ୱାରେନ୍ ବଫେଟ୍ ନିଜ ସଂପତ୍ତି ଦାନ କରି ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସୁଥିବା ବେଳେ ନିକଟରେ ସେ ପୁଣି ଅନେକ ଫାଉଣ୍ଡେସନକୁ ଆଉ ୧.୧ ବିଲିୟନ ଡଲାର୍ ଦାନ କରିଛନ୍ତି।
ଏହି ପଦକ୍ଷେପ ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ଜାରି ରଖିଛି।!-->!-->!-->…
ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ, ଯୋଗ ଦେବେ ରାଷ୍ଟ୍ରପତି
ପୁରୀ : ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ। ପୁରୀ ସମୁଦ୍ର ତଟରେ ଯୁଦ୍ଧ କୌଶଳ ଦେଖାଇବେ ଭାରତୀୟ ନୌବୀର । ଏଥିରେ ମୁଖ୍ୟ ଅତିଥି ଭାବେ ତିନି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ସେହି ଦିନ ରାଷ୍ଟ୍ରପତି!-->…
ରାଜ୍ୟର ୫୮ଟି ସବଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଶ୍ୱସ୍ତି ଖବର ଆଣିଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର। ରାଜ୍ୟର ୫୮ଟି ସବଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ କେ.ଭି ସିଂହଦେଓ ଏଭଳି!-->…
ଇସ୍କନ ଉପରେ ବ୍ୟାନ୍ ଲଗାଇବା ପାଇଁ ବାଂଲାଦେଶ ହାଇକୋର୍ଟରେ ଆବେଦନ
ଇସ୍କନ ଉପରେ ଲାଗିପାରେ ବଡ଼ ପ୍ରତିବନ୍ଧକ। ଘୋଷଣା ହୋଇପାରେ ବ୍ୟାନ୍। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏନେଇ ହାଇକୋର୍ଟରେ ଏକ ଆବେଦନ ମଧ୍ୟ ହୋଇଛି।
ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଇଛି। କେବଳ ସେତିକି ନୁହେଁ ମନ୍ଦିର!-->!-->!-->…