Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫…
ବ୍ରହ୍ମପୁର ୨୭.୧୧.୨୦୨୪: ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର!-->…
ନୌକା ପ୍ରତି ଯୋଗିତା ପାଇଁ ଜଳଭଣ୍ଡାରରେ ସରଜମିନ ତଦନ୍ତ କଲେ ପରିଚାଳନା କମିଟି…
ମାଲକାନଗିରି ତା. ୨୭.୧୧.୨୦୨୪ - ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ଜଳଭଣ୍ଡାର ମଧ୍ୟରେ ସରଜମିନ ତଦନ୍ତ କଲେ ନୌକା ପରିଚାଳନା କମିଟିର ସଦସ୍ୟ । ଏହି ଉପଲକ୍ଷେ ଆଜି ପରିଚାଳନା କମିଟିର!-->!-->!-->…
ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ
ଯାଜପୁର: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ଜାମିନ ଶୁଣାଣି ସ୍ଥଗିତ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ!-->…
ଭୁବନେଶ୍ୱରରେ ପିଲା ବିକ୍ରି! ଶିଶୁକନ୍ୟାକୁ ୪୦ ହଜାର ଟଙ୍କାରେ ବିକ୍ରି ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱରରେ ପିଲା ବିକ୍ରି ଅଭିଯୋଗ । ୪ ବର୍ଷର ଶିଶୁକନ୍ୟାକୁ ବିକ୍ରି କରିବା ଅଭିଯୋଗ ହୋଇଛି। ଦୁଇ ଜଣ ଦଲାଲ ମାଧ୍ୟମରେ ବିକ୍ରି କରୁଥିଲେ ବିହାରୀ ଦମ୍ପତି । ପିପିଲିର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କୁ!-->…
ଲାଞ୍ଚ ନେଇ ଧରାପଡିଲେ ବେଗୁନିଆପଡା ସିଡିପିଓ
ବ୍ରହ୍ମପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା!-->…
ଚାଷୀଙ୍କ ପଞ୍ଜିକରଣ କମିବା ନେଇ ଅନୁଧ୍ୟାନ କରାଯାଉଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ଭୁବନେଶ୍ବର: ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ କମିଲା ଚାଷୀଙ୍କ ପଞ୍ଜିକରଣ କମିଛି। ଏନେଇ ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି।
ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭ ଲକ୍ଷ ୭୨!-->!-->!-->…
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ଓ ଏକତରଫା ପରାଜୟକୁ ସହଜରେ ଭୁଲି ପାରୁନି ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି ବା ଏମଭିଏ। ଏବେ ଏମଭିଏ ନିଜର ପରାଜୟ ପାଇଁ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଇଭିଏମ ବିରୋଧରେ ଏମଭିଏ ପକ୍ଷରୁ ଜାତୀୟ ସ୍ତରରେ ବିକ୍ଷୋଭ କରିବାକୁ ଯୋଜନା!-->…
ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ
ବରଗଡ଼: ରାତିରେ ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ । ବରଗଡ଼ ଅତାବିରା ଥାନା ଗୌଡ଼ଟିକ୍ରା ଏବଂ ସହରାଟିକ୍ରା ଗାଁରେ ଧାନଚୋରି କରୁଥିବା ୮ଜଣ ଦାନ ଚୋରଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ମାମଲାରେ ୮ ଧାନ ଚୋରଙ୍କୁ ଗିରଫ କଲା ପୋଲିସ।
ଗାଁର ଜଣେ ଚାଷୀ ଖଳାରେ!-->!-->!-->…
ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ
ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର ସମେତ ୭ଟି!-->…
ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ
ଭୁବନେଶ୍ବର: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ । ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆହୋଇଆସୁଛି ରାସନ । ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି । ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ!-->…