ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି: ଆଦାନୀକୁ କାରଖାନା କରିବାକୁ ଦେବୁନାହିଁ କହିଲେ ସିଂହଦେଓ

ଭୁବନେଶ୍ୱର : ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି । ଗୃହରେ ଶୂନ୍ୟକାଳରେ ଉଠିଲା ଗନ୍ଧମାର୍ଦ୍ଦନ ପ୍ରସଙ୍ଗ । ମୁହାଁମୁହିଁ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଓ କେଭି ସିଂହଦେଓ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଠାଇଲେ ପ୍ରସଙ୍ଗ । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର…

କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ଶେଷରେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ । ୬ ମାସରୁ ଛୁଟିରେ ଫେରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ସୁଜାତାଙ୍କ ସାନି ଛୁଟି ଖାରଜ ହେବା ପରେ ଆଜି କାର୍ଯ୍ୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ତେବେ ବିଜେଡିର ନିର୍ବାଚନୀ…

ଦେଶର ସ୍ବତନ୍ତ୍ରତାକୁ ନେଇ କଥା ଉଠିଲେ କାହାକୁ ବି ଛଡ଼ାଯିବନି: ବାଂଲାଦେଶ

ଢାକା: ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯିବା ପରେ ଭାରତର ବୟାନକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି ବାଂଲାଦେଶ। ‌ଜବାବରେ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରିମ ସରକାରରେ ଯୁବା ଏବଂ ଖେଳ…

୨୦୨୫ ସୁଦ୍ଧା ସ୍କୁଲ ସ୍ତରରେ ନୂଆ ଜାତୀୟ ଶିକ୍ଷା ନୀତି, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ…

ଟାୱାର କାର୍ଯ୍ୟକ୍ଷମ ପାଇଁ ଉପ ଜ଼ିଲ୍ଲାପାଳ ଓ କନ୍ଧମାଳ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ…

ବାଲିଗୁଡା : ଜିଓ ଟାୱାର ତିନି ବର୍ଷ ହେଲା ଚାଲିଛି କିନ୍ତୁ ଡାଟା କାର୍ଯ୍ୟକ୍ଷମ ହେଉନି ଫଳରେ ପିଲାଙ୍କ ପାଠ ପଢ଼ା ସହ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି ଏହିଭଳି ନେଟୱାର୍କ ସମସ୍ୟା ର କରୁଣ ଚିତ୍ର ଦେଖିବାକୁ ମିଳିଛି, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ର ଲେତିଙ୍ଗିଆ…

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ…

ଆଦିବାସୀ ମହାବିଦ୍ୟାଳୟ ରେ ୭୫ତମ ସମ୍ବିଧାନିକ ଦିବସ ପାଳିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ …

ବେଆଇନ ବାଲି ଚାଲାଣ: ଅଭିଯୋଗ ଭିଡିଓ ଭାଇରାଲ…

ହିଞ୍ଜିଳିକାଟୁ ୨୭!୧୧ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଋଷିକୁଲ୍ୟା ନଦୀର,ଘୋଡାହଡ ପ୍ରବାହିତ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି ା ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ…

ନୂଆପଡା ଶ୍ରୀବାଲାଜୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଶ୍ରୀ ବାଲାଜୀ ମହା ବିଦ୍ୟାଳୟରେ ଆଜି ସକାଳ ଏଗାର ଘଣ୍ଟା ସମୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ଅଧ୍ୟାପିକା ରଶ୍ମୀ ରେଖା ବେହୁରା ଅଧ୍ୟକ୍ଷତା କରିଥିବା ବେଳେ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଅୟସକାନ୍ତି ମହାନ୍ତି,…