Sign in
Sign in
Recover your password.
A password will be e-mailed to you.
‘ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ’
ନୂଆଦିଲ୍ଲୀ : ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀ ଏବଂ ତାଙ୍କ ଗ୍ରୁପର ଅନ୍ୟ ସଦସ୍ୟଙ୍କ ବିରୋଧରେ ଆମେରିକାର ଏକ କୋର୍ଟ ୱାରେଣ୍ଟ ଜାରି କରିବା ପରେ ଦେଶରେ ରାଜନୀତି ତେଜିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ଆଦାନୀ ଗିରଫ ହେବା!-->…
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଛାନିଆ, ଏକାଧିକ ସ୍ଥାନରେ ଏନଆଇଏର ଚଢାଉ
ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀ ଅନୁପ୍ରବେଶ ମାମଲାରେ ରିଆସି, ଡୋଡା, ଉଧମପୁର, ରାମବନ ଏବଂ କିସ୍ତଓ୍ବାଡ଼ର ଅନେକ ସ୍ଥାନରେ ଚଢାଉ କରୁଛି। ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଏନଆଇଏ।ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତରେ ଅନୁପ୍ରବେଶ ସମ୍ବନ୍ଧରେ!-->…
ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଭାରତର ଦୃଢ଼ ଜବାବ
ନୂଆଦିଲ୍ଲୀ : କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଆଣିଛି କାନାଡ଼ା। ଏ ନେଇ କାନାଡ଼ା ନିରାପତ୍ତା ସଂସ୍ଥାର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି। ଏହାପରେ ଭାରତ!-->…
ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା
ମୁମ୍ବାଇ : ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ବୁଧବାର ମତଦାନ ଶେଷ ହୋଇଛି। ନଭେମ୍ବର ୨୩ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡ଼ି(ଏମଭିଏ) ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି।ଏମଭିଏର ସହଯୋଗୀ ଦଳ!-->…
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ରହିଛି ୬ଟି ସର୍ପ୍ରାଇଜ୍
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ସବୁ ରାଜନୈତିକ ଦଳଗୁଡିକରେ ଆରମ୍ଭ ହୋଇଗଲାଣି କସରତ। କାହାକୁ ପ୍ରାର୍ଥୀ କରାଯିବ, କିଏ ପାଇବ ଟିକେଟ୍? ଏହାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆମ ଆଦ୍ମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି।!-->…
ଗିରଫ ହେବେ କି ଗୌତମ ଆଦାନୀ? ଆମେରିକାରେ ଓ୍ୱାରେଣ୍ଟ ଜାରି, ମୋଦିଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ : ବଢ଼ିଲା ଭାରତର ସବୁଠାରୁ ଧନୀ ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ!-->…
ଆଦାନୀଙ୍କୁ ଘେରିଲା ଆମେରିକା, କଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ହଜାର କୋଟି ଲାଞ୍ଚ
ନୂଆଦିଲ୍ଲୀ : ନୂଆ ବିବାଦରେ ଫସିଲେ ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ଆମେରିକା ଆଣିଲା ଗୁରୁତର ଅଭିଯୋଗ। ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ସେ କୁଆଡେ ଦେଇଥିଲେ ଲାଞ୍ଚ।!-->…
ମାଲକାନଗିରି ରେ ମାଓ ଉପଦ୍ରବ ବଡ଼ ଧରଣର ଗୁଳି ବିନିମୟ : ଜଣେ ମାଓବାଦୀ ମୃତ ଜଣେ ଜବାନ ଆହତ…
ମାଲକାନଗିରି ୨୧/୧୧ଦୀର୍ଘଦିନ ପରେ ମାଲକାନଗିରି ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ ବେଳେ ଡିଭିଏଫ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଜିଲ୍ଲାର କାଲିମେଳା!-->!-->!-->…
କୁଖ୍ୟାତ ଅପରାଧି କୁ ହତ୍ୟା : ଶେଷରେ ଅନନ୍ତ ର ଅନ୍ତ ହେଲା…..!
ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧିକତତ୍ତ୍ଵ ମାନେ ସକ୍ରିୟ ପୋଲିସ ନାଚାର..!
ଏହି ହତ୍ୟା କାଣ୍ଡ ରେ କିଛି ବାଲି ମାଫିଆ ଙ୍କ ସମ୍ପୃକ୍ତି ଥିବା ନେଇ ସାଧାରଣ ରେ ଚର୍ଚ୍ଚା...!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆଉ ଜଣେ ଖତରନାକ ଅପରାଧି ଅନନ୍ତ ପଟ୍ଟନାୟକ କୁ ହତ୍ୟା। ଆସିକା କଲେଜ ଛକର!-->!-->!-->!-->!-->…
ଦୀର୍ଘ ଦିନପରେ ମାଲକାନଗିରିରେ ମାଓ ଉପଦ୍ରବ : ବଡ଼ ଧରଣର ଗୁଳିବିନିମୟ ଜଣେ ମାଓବାଦୀ ମୃତ ଜଣେ ଜବାନ ଆହତ
ମାଲକାନଗିରି ୨୧/୧୧ : ଦୀର୍ଘଦିନ ପରେ ମାଲକାନଗିରି ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ କରୁଥିବା ବେଳେ ଡିଭିଏଫ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଜିଲ୍ଲାର!-->!-->!-->…