ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ

ଲକ୍ଷ୍ମୀପୁର:୨୦/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ସିୱାଇଏସଡି ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଧକ୍କା ଦେଲା ଯାତ୍ରୀବାହି ଟ୍ରେନ : ଗୋଟିଏ ଜୁଇରେ ସତ୍କାର ହେଲେ ଦମ୍ପତି

ଲକ୍ଷ୍ମୀପୁର:୨୦/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ବୁର୍ଜା ଗାଁ ର ବୁରୁସ୍ ଖରା (୬୦) ଓ ତାଙ୍କ ଧର୍ମ ପତ୍ନି ଯମୁନା ଖରା (୫୫) ଦୁହେଁ ପ୍ରତି ଦିନ କିଛି ଜିନିଷ ଧରି ନିକଟସ୍ଥ ଗାଁ ମାନଙ୍କୁ ଯାଇ ବ୍ୟବସାୟ କରି ନିଜ ପରିାରର ପୋଷଣ କରି…

ଚୋରଙ୍କ ଲୁଲୁପ ଦୃଷ୍ଟି ରେ ପଞ୍ଚାୟତ ଅଫିସ…!

ଚିକିଟୀ : କେ. ନୂଆଗାଁ ଥାନା ଅଧିନସ୍ଥ କଳବାଡ ପଞ୍ଚାୟତ ଅଫିସ ରେ ଚୋରି l ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ କଳବାଡ଼ ପଞ୍ଚାୟତ ଅଫିସ କୁ ଲୁଟେରା ମାନେ ଟାର୍ଗେଟ କରି ପ୍ରଥମେ ଗ୍ରିଲ ଚାବି ଭାଙ୍ଗି ଅଫିସ ଭିତରେ ପଶିଥିଲେ l ପରେ ପରେ ଅଫିସ ଭିତରେ ଥିବା ଗଡ଼ରେଜ ଚାବି ମଧ୍ୟ ଭାଙ୍ଗି…

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ

ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ୫ ଦିନ ଚାଲିବା…

ମାଟିରେ ମିଶିଲା ଜବର ଦଖଲ ଥିବା ଟେଗୋର ସୋସାଇଟି ଫୋର ରୁରାଲ ଡେଭଲେପମେଣ୍ଟ କାର୍ଯ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡି.ଏନ.କେ ଖେଳ ପଡ଼ିଆ ନିକଟସ୍ଥ ଜବର ଦଖଲ କରିଥିବା ଟାଗୋର ସୋସାଇଟି ଫୋର ରୁରାଲ ଡେଭଲେପମେଣ୍ଟ କାର୍ଯ୍ୟାଳୟକୁ ଆଜି ଉଚ୍ଛେଦ କରାଯାଇଛି। ବହୁ ବର୍ଷ ଧରି ଏହି ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରାୟ ୪୯ ସେଣ୍ଟ ଜାଗାରେ ଜବର ଦଖଲ…

ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ୭୧ତମ ସମବାୟ ସପ୍ତାହ ପାଳିତ

ଫୁଲବାଣୀ : ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ସମବାୟ ସଂଘ ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱ ରେ ୭୧ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଅଧିକ ସମବାୟ ଅନୁଷ୍ଠାନ ଗଠନ କରି…

ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ…

ଜିଲ୍ଲାସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ

ଛତ୍ରପୁର : ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରାଥମିକ…

ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ

ମହାରାଷ୍ଟ୍ରବାସୀ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ଭୋଟିଂ ସମୟ ମଧ୍ୟ ଶେଷ ହେବାକୁ ବସିଲାଣି। ହେଲେ ଶେଷ ସମୟରେ ଘଟିଛି ବଡ଼ ଅଘଟଣ। ବୁଥ ଭିତରେ ଭୋଟିଂ ଚାଲିଥିବା ବେଳେ ସେହିଠାରେ ଆଖି ବୁଜିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ। ମହାରାଷ୍ଟ୍ରର ବୀଡ ଆସନରୁ ସ୍ୱାଧୀନ ପ୍ରାର୍ଥୀ…

ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । …