Sign in
Sign in
Recover your password.
A password will be e-mailed to you.
ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ
ଭୁବନେଶ୍ୱର : ଫେବୃଆରୀ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ସୂଚନା ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ଯୁକ୍ତଦୁଇ ଛାତ୍ରଛାତ୍ରୀ । କଳା, ବିଜ୍ଞାନ,!-->…
ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର
ଭୁବନେଶ୍ୱର:୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍ ଗଠନ ହୋଇଥିବା ନେଇ ସୂଚନା ଦେଲେ ମନ୍ତ୍ରୀ।
ସେହିପରି ନିରାମୟ ଖୋଲା ନ ଥିଲେ କଡା!-->!-->!-->…
ଗରିବକୁ ସାତସପନ ସରକାରୀ ଯୋଜନା
ଲକ୍ଷ୍ମୀପୁର : ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପିଗ୍ରାମ ପଂଚାୟତର ତଳ ବିଳାଙ୍ଗଶୀଲ ଗ୍ରାମ ରେ 90 ବର୍ଷ ର ବୃଦ୍ଧ ନିତ୍ୟା କାଡ୍ରାକା ଙ୍କୁ 3ବର୍ଷ ହେଲା ଭତ୍ତା ମିଳୁ ନାହିଁ | ସେ ବୟସ ଅନୁସାରେ ତାର ବାଡ଼ି ଖଣ୍ଡିଏ ଆଶ୍ରା | କିନ୍ତୁ ଏହି ବୟସରେ ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ ବ୍ୟାଙ୍କରେ!-->…
ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!
ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ଉପନିର୍ବାଚନ ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବସ୍ତା ଭିତରୁ ଜଣେ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ରାଜି ନହେବାରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛି।!-->…
ବାଲରକ୍ଷା ଭାରତ ତରଫରୁ ୟିନିସିଆରସି ସପ୍ତାହ ପାଳନ
ଫୁଲବାଣୀ : ଖଜୁରୀପଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଲ ରକ୍ଷା ଭାରତ ଓ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ୟି ନି ସି ଆର ସି ସପ୍ତାହ ପାଳନ କରାଯାଇଥିଲା। ଏହି ବର୍ଷର ବାର୍ତା ଥିଲା "ଭବିଷ୍ୟତକୁ ଶୁଣନ୍ତୁ" । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ଅନିମା କହଁର, ଅତିରିକ୍ତ ବ୍ଲକ!-->…
ଶିଶୁ ବିକ୍ରି ମାମଲା: ଆନ୍ଧ୍ରରୁ ଉଦ୍ଧାର ହେଲା ନବଜାତ ଶିଶୁ
ରାୟଗଡା; ଅସହ୍ୟ କଲା ଦାରିଦ୍ରତା l ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମାଆ। ୯ ଦିନର ଶିଶୁକୁ ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ।
ସୂଚନା ଅନୁସାରେ, ରାୟଗଡା ଜିଲ୍ଲା!-->!-->!-->…
କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ତ୍ରିଶୁଳିଆରୁ ଗିରଫ ହେଲା ଅଭିଯୁକ୍ତ
କଟକ : କଟକ ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତ୍ରିଶୁଳିଆରୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ପୀଡ଼ିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଛି । ଏବେ ICUରେ ନାବାଳିକାଙ୍କ ଚାଲିଛି ଚିକିତ୍ସା । ଗିରଫ ଅଭିଯୁକ୍ତ!-->…
ରାସ୍ତା ଉପରୁ ପରିବା ବ୍ୟବସାୟୀଙ୍କୁ ହଟାଇଲା ପ୍ରଶାସନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ପନିପରିବା ମାର୍କେଟ ମୁଖ୍ୟ ରାସ୍ତା ଉପରେ ବସି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ହଟାଇଛି ପ୍ରଶାସନ। ହିଞ୍ଜିଳିକାଟୁ ଠାରୁ ପରିବା ବଜାର ଦେଇ ତାରାତାରିଣୀ, ଖରିଡା , ଆଲପୁର, ପୁରୁଷୋତ୍ତମପୁର, ସିକିରି, ରାଳବ, ଅନ୍ତରିଗାଁ, କୋଳିଦାସପୁର!-->…
ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ
ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ!-->…
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏଥିସହ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେଉଛି। ତେବେ ଏହି ଭୋଟିଂ ଭିତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ହଙ୍ଗାମା। ଅନେକ ସ୍ଥାନରେ ନକଲି ଭୋଟର ଆସି ଭୋଟ୍!-->…