ରାହୁଲ ଗାନ୍ଧିକୁ ପ୍ରଶଂସା କଲେ ସୈଫ ଅଲୀ ଖାନ

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଖୋଲାଖୋଲି ଭାବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗାନ୍ଧି ଜଣେ ସାହାସୀ ରାଜନେତା ଭାବେ କେମିତି ସମାଲୋଚନାକୁ ହ୍ୟାଣ୍ଡେଲ କରିବାକୁ ହୁଏ ସେକଥା ଜାଣିଥିବା ସୈଫ କହିଛନ୍ତି। ମୁଁ ଜଣେ ସାହାସୀ ଓ

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ

ଅନାସ୍ଥାରେ ହାରିଲେ ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା

ଅନାସ୍ଥାରେ ହାରିଲେ ନୀଳଗିରି NAC ଅଧ୍ୟକ୍ଷା। NAC ଅଧ୍ୟକ୍ଷା ଅମ୍ବିକା ଦାଶଙ୍କ ବିପକ୍ଷରେ ୧୩ କାଉନସିଲର୍‌ଙ୍କ ଭିତରୁ ୧୦ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ରହିଥିଲେ।

ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୩ଟି ଗେଟ୍

ଭୁବନେଶ୍ୱର; ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ l ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୪ଟି ଗେଟ ଖୋଲାଥିବା ବେଳେ ଏବେ ଆଉ ୩ଟି ଗେଟ୍ ଖୋଲିଛି l ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା

‘ଯାହାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଥିଲେ, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କଲେ’

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିଲ୍ଲୀ ବିଧାନସଭାରେ କହିଛନ୍ତି ଯେ ସମ୍ବୋଧିତ କରିଛନ୍ତି। ସେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ଅଜିତ ପାୱାରଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ, ଜଣେ ମୃତ

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର । ଗୁରୁତର ୩ ଜଣଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରା ଯାଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ

ବାଲେଶ୍ୱର: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ l ଲଗାଣ ବର୍ଷାରେ ବେହାଲ ସାରା ଓଡିଶା l ସେପଟେ ଗତ କିଛିଦିନ ଧରି ବାଲେଶ୍ୱରରେ ପ୍ରବଳ ବର୍ଷା ହେବ କାରଣରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପଜିଛି l ସେପଟେ ଲଗାଣ ବର୍ଷା କାରଣରୁ ବାବା

ଲଡ଼ୁ ବିବାଦ: ତିରୁମାଲା ମନ୍ଦିର ଯାଇ ପାରିଲେନି ଜଗନ, କହିଲେ- କ୍ଷମତାରେ ଅଛନ୍ତି ରାକ୍ଷସ

ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଡିଟିପି ସରକାର ଉପରେ ଆଜି ବର୍ଷିଛନ୍ତି ୱଇଏସଆର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ରାଜ୍ୟରେ ବର୍ତ୍ତମାନ ରାକ୍ଷସମାନେ କ୍ଷମତାରେ ରହିଛନ୍ତି। ମନ୍ଦିରକୁ ଯିବାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିବା ଏପରି ଏକ ରାଜନୀତିକ ଦଳକୁ

ଭରତପୁର ଥାନା ମାମଲା: ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ।

ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ