Sign in
Sign in
Recover your password.
A password will be e-mailed to you.
ଅବକାରୀ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତ ର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲ ରେ ଚଢ଼ଉ କରାଯାଇଥିଲା। ଉକ୍ତ ଚଢ଼ଉ ବେଳେ ୨୪ ଏକର ଜମିରେ ଚାଷ ହୋଇଥିବା ୩୬୦୦୦ ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ!-->…
ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ: ରାତିରେ ଖାଇ ପିଇ ଶୋଇଲେ, ସକାଳୁ ଚାଲିଗଲା ଜୀବନ
ଜଗତସିଂହପୁର: ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ । ରାତିରେ ଖାଇ ପିଇ ଶୋଇଥିଲେ, ସକାଳୁ ଚାଲିଗଲା ଜୀବନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶିରସ୍ତା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଦାଦା ଗୋପୀନାଥ ସାମଲ ଓ ପୁତୁରା ବିଭୁତି ସାମଲ ।
ଗତକାଲି ରାତିରେ!-->!-->!-->…
ଜମି ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ, ସାବାଡ ହେବେ ଦଲାଲ
କଟକ: ଏବେ ଜମି ପଞ୍ଜୀକରଣ ହେବ ସହଜ। ସରକାର ଏଥିପାଇଁ ହୋଇଛନ୍ତି ତତ୍ପର। ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଆଜି ଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ!-->…
ଦିଲ୍ଲୀ ବାୟୁ ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ…
ନୂଆଦିଲ୍ଲୀ : କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି!-->…
ରାୟଗଡ଼ା ସହର ରେ ସିଆରପିଏଫ୍ ସ୍ଥାପନା ଦିବସ ପାଳିତ…
ରାୟଗଡ଼ା : କେନ୍ଦ୍ରୀୟ ରିଜର୍ଭ ପୋଲିସ ସୁରକ୍ଷା ବଳ ( ସିଆରପିଏଫ) ର ସ୍ଥାପନା ଦିବସ ପାଳିତ ଅବସରରେ ରାୟଗଡ଼ା ଜିଲ୍ଲା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସ ପରିସରରେ ଦୁଇ ଦିନ ଧରି ସ୍ଥାପନା ଦିବସ ପାଳନ କରାଯାଇଥିଲା। ହେଡ କ୍ୱାଟର୍ସ ପରିସର!-->…
ଅସୁରକ୍ଷିତ କଲେଜ୍ ଛାତ୍ର ଛାତ୍ରୀ ଙ୍କ ଜୀବନ, ଅନଫିଟ୍ ବସରେ ଚାଲିଛି ଯାତ୍ରା…
ସରକାରୀ ନିୟମ କୁ ଫୁ...
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସତ୍ୟନାରାୟଣ ଘରୋଇ କଲେଜ ରେ ୨୦୦ ରୁ ଉର୍ଦ୍ଧ ପିଲା ANM,GNM,BSC Nursing ଏବଂ+2 since college ଶିକ୍ଷା ଗ୍ରହଣ କରୁଥିବାବେଳେ। ଏହି କଲେଜର ଏକ ପରିବହନ ରେ ନିୟୋଜିତ ଗାଡ଼ି ନମ୍ବର!-->!-->!-->…
ରହସ୍ୟ ଘେରରେ ସ୍କୁଲଛାତ୍ରୀର ମୃତ୍ୟୁ, ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କୁ ନେଇ ସନ୍ଦେହ…
ଘଟଣାର ତଦନ୍ତ ଦାବିକରୀ ଜିଲ୍ଲା ପାଳଙ୍କୁ ଦରଖାସ୍ତ ଦେଲେ ଅନୁସୂଚିତ ଜାତି, ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି।
ମାଲକାନଗିରି : ବିଗତ ଦିନରେ ନିଳିମାରି ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ଭୂମିକା । ବିଦ୍ୟାଳୟ ରେ!-->!-->!-->!-->!-->…
ଜୁଆ ଆଡ୍ଡା ଉପରେ ଚଢ଼ଉ, ୩ ଜଣ କୋର୍ଟ ଚାଲାଣ ୪,୪୫୦ ଟଙ୍କା ଜବତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ମଙ୍ଗଲାଲ ଦାଫେଇରେ ଏକ ଘରରେ ଜୁଆ ଖେଳ ହେଉଥିଲା | କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଥାନା ଅଧିକାରୀ ବିଜୟା ବନ୍ଧାନା ପାତ୍ର ଗୋଟିଏ ଟିମ ଗଠନ କରି ଅତିରିକ୍ତ ଭାବରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ ଜଣଙ୍କୁ!-->…
ଗୋଇଲୁଣ୍ଡି ଛକ ନିକଟସ୍ଥ ଲଜ୍ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା : ଏକ ବର୍ଷ ପରେ କେରଳରୁ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ଗତ ବର୍ଷ ନଭେମ୍ବର ୨୫ ତାରିଖ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଛକ ନିକଟରେ ଥିବା ବ୍ରହ୍ମପୁର ଲଜ୍ ଓ ଡୋର୍ମିଟୋରିରୁ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇଥିଲା । ମୃତ ମହିଳା ଜଣକ ହେଲେ ଆନ୍ଧ୍ରପ୍ରଦେଶ ର!-->…
ପୋଖରୀରେ କୁମ୍ଭୀର ଆତଙ୍କ, ବନବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ
ମାଲକାନଗିରି : ମାଲକାନଗିରି ଜିଲ୍ଳା କୋରୁକୋଣ୍ଡା ବ୍ଲକ ନିଲାକମ୍ବେରୁ ନିକଟ ଚିତାପାରି-୪ ଗାଁରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଥିବା!-->…