ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର

ରାଜଧାନୀ ଭୁବନେଶ୍ୱରରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଫ୍ଲାଟ୍‌। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଛନ୍ତି। ଆଜି ମୋଟ୍‌ ୧୧୬…

ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ

ଭୁବନେଶ୍ୱର : ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ରେଡ ବେଳେ ସୁବାସଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ ହୋଇଥିଲା । ଭୁବନେଶ୍ବରର…

ଅଫିସ୍‌ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା

ବଲାଙ୍ଗିର: ଅତିରିକ୍ତ ତହସିଲଦାରଙ୍କ ଅଫିସ୍‌ରେ ପଶିଲେ ଗାଁର ଶତାଧିକ ମହିଳା। ପରେ ଯୁକ୍ତିତର୍କ କଲେ ଓ ଅତିରିକ୍ତ ତହସିଲଦାରଙ୍କ ସାର୍ଟ କଲର ଧରି ଟଣାଓଟରା କଲେ। ମହିଳାଙ୍କ ଏପରି ହଙ୍ଗାମା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲ୍‌ ଅଫିସ୍‌ରେ। ସତିଘାତ ଗାଁର ବିକେଶ…

କ୍ୟାପିଟାଲ୍‌ ହସ୍‌ପିଟାଲରେ ବଢ଼ିବ ଆଇସିୟୁ ଶଯ୍ୟା; ରୋଗୀ ପାଇବେ ଉନ୍ନତ ଚିକିତ୍ସା

ଭୁବନେଶ୍ବର: ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି। ଏହି କ୍ରମରେ କ୍ୟାପିଟାଲ…

କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା

ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। କେରଳ ହାଇକୋର୍ଟ ଏପରି ଏକ ରାୟ ଦେଇଛନ୍ତି। ଅନେକ ସମୟରେ ବୋହୂମାନଙ୍କୁ ତାଙ୍କ ଶାଶୁ ଘରେ ଶରୀର ଓ ଚାଲିଚଳନକୁ ନେଇ…

ମଣ୍ଡିରେ ଦଲାଲଙ୍କୁ ହେବ ପାଟ୍ରୋଲିଂ, ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ କରିବେ ତଦାରଖ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : କାଲିଠୁ ଆରମ୍ଭ ହେବ ଧାନ କିଣା । ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର…

ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ

ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ବହୁଜନ ବିକାଶ ଅଗାଡି (BVA) ତାୱଡେ ପାଲଘର ଜିଲ୍ଲାରେ…

୨୬ଟି କଳା ପଥରଖଣି କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ୨୬ଟି କଳା ପଥର ଖଣି ମାଲିକଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଖଣି କାର୍ଯ୍ୟ ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକଳାପକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଏହି ଖଣିଗୁଡ଼ିକ ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ବାଜବତୀ, ଚଢ଼େଇଧରା…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଉଭୟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ ।   ଖୁବଶୀଘ୍ର…

ଭୋଟର ଦିନକ ପୂର୍ବରୁ ହାଇ ଡ୍ରାମା; ବିଜେପି ନେତା ଟଙ୍କା ବାଣ୍ଟିଥିବା ଅଭିଯୋଗ

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା…