୩ ହାତୀ ମୃତ୍ୟୁ ଘଟଣା; ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଏକାସାଙ୍ଗରେ ୩ ହାତୀଙ୍କ ଜୀବନ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜ୍ଜୁ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । କେଉଁ କାରଣରୁ ହାତୀମାନଙ୍କ ଅପମୃତ୍ୟୁ ହେଉଛି, ସେନେଇ ଉତ୍ତର ମାଗିଛନ୍ତି…

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା! କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ପ୍ରଦୂଷଣରେ ଆଉଟୁପାଉଟୁ ହେଉଛି ସମଗ୍ର ଉତ୍ତର ଭାରତ। ନିଶ୍ୱାସ ନେବା ଏଠି ମୁସ୍‌କିଲ ହୋଇପଡିଛି। ଧୂଳି ଆଉ ଧୂଆଁର ମୋଟା ଚାଦର ତଳେ ଢ଼ାଙ୍କି ହୋଇ ରହିଛି ଦିଲ୍ଲୀ। ଏଥିରେ ଆସୁନି କୌଣସି ସୁଧାର। ଦିନକୁ ଦିନ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଡିସେମ୍ବରରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି । ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବତ୍ତର୍ନ କରିବାର କାର୍ଯ୍ୟକ୍ରମ…

ରାୟଗଡ଼ାରେ ଚାଞ୍ଚଲ୍ୟ: ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ବିକ୍ରି କଲେ ଦମ୍ପତି

ରାୟଗଡ଼ା: ଦାରିଦ୍ର୍ୟ ଯୋଗୁଁ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରି କଲା ମାଆ । ୨୦ ହଜାର ଟଙ୍କାରେ ବିକ୍ରିକଲା ମାଆ । ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଡବ୍ଲୁସି । ଚଳିତ ମାସ ଅର୍ଥାତ…

ଅବ୍ୟକ୍ତ ବି ବ୍ୟକ୍ତ କରେ..

ଫୁଲବାଣୀ : ଅବ୍ୟକ୍ତ ବି ବ୍ୟକ୍ତ କରେ ମନର କଥା, ବ୍ୟକ୍ତ କରେ ମୁକ ଓଠରେ ଅୟୁତ ବେଦନାର ବ୍ୟଥା, ବିପ୍ଳବର ବହ୍ନି, ମାନବିକତାର ମହନୀୟତା l ସୁପ୍ତ ଜାତିକୁ ଜାଗ୍ରତ କରିବା, ବିଶୃଙ୍ଖଳିତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଇଙ୍ଗିତ ଦେବା, ଭୁଷୁଡ଼ି ପଢ଼ୁଥିବା ସଂସ୍କାର, ସଂସ୍କୃତି, ଓ ବିକାଶର…

ୟୁକ୍ରେନକୁ ବାଇଡେନଙ୍କ ମିସାଇଲ ଅନୁମତି ପରେ ପରମାଣୁ ହମଲାର ଧମକ ଦେଲେ ପୁଟିନ

ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧ ଆଜି ୧୦୦୦ ଦିନରେ ପହଞ୍ଚିଛି। ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟି ଚାଲିଛି। ଯୁଦ୍ଧ ଯୋଗୁ ରୁଷ ଅପେକ୍ଷା ୟୁକ୍ରେନ ଅଧିକ କ୍ଷତି ସହିଛି। ୟୁକ୍ରେନର ଅନେକ ବଡ଼ବଡ଼ ସହର ମାଟିରେ ମିଶି ଯାଇଛି। ତଥାପି…

୨୬ରୁ ଶୀତକାଳୀନ ଅଧିବେଶନ: ୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। …

ଅପପୁଷ୍ଟିର ମୁକାବିଲା ପାଇଁ : ସାମ୍‌-ଏସ୍‌ଏଏମ୍ ପରିଚାଳନାକୁ ସୁଦୃଢ କରିବା ଏବଂ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଶିକ୍ଷାକୁ…

ମାଲକାନଗିରି : ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ମାଲକାନଗିରିିରେ ଅତିଶୟ ପୃଷ୍ଟିହୀନ (ସାମ୍‌-ଏସ୍‌ଏଏମ୍‌)ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ…

କନ୍ଧମାଳ ଜିଲ୍ଲାର କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ

କନ୍ଧମାଳ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ା ଓ କଳା ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ନିମନ୍ତେ ଗତ ୨୦୧୩ ମସିହାରେ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସମସ୍ତ ଅସ୍ଥାୟୀ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ସ୍ଥାୟୀ…

ସୈତାନ ସାଜିଲେ ମା’-ବାପା: ପୁଅକୁ ମାରି ମାଟିରେ ପୋତିଦେଲେ

ଚୌଦ୍ଵାର: ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା । ପୁଅକୁ ମାରି ମାଟିରେ ପୋତିଦେଲେ । ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିର ଘଟଣା । ସୂଚନା ଅନୁୟାୟୀ ,…