Sign in
Sign in
Recover your password.
A password will be e-mailed to you.
ଆମପାଣି ଘାଟିରେ କାର୍ ଟ୍ରକ ମୁହାମୁହିଁ, ଗୁରୁତର ଆହତଙ୍କ କୋରାପୁଟ ମେଡିକାଲ ଯିବା ରାସ୍ତାରେ ମୃତ୍ୟୁ
ନବରଂଗପୁର : ନବରଂଗପୁର ସୀମାନ୍ତ ଆମପାଣି ଘାଟି ନିକଟରେ କାର ଓ ଟ୍ରକ୍ ମୁହାଁମୁହିଁ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ । ସୂଚନା ଅନୁସାରେ ଏକ କାର ନବରଙ୍ଗପୁର ରୁ କଳାହାଣ୍ଡି ଧର୍ମଗଡ କୁ ଯାଉଥିବା ବେଳେ କଳାହାଣ୍ଡି ପଟରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ହୋଇଥିଲେ ।!-->…
“ନିପୁଣ ଓଡ଼ିଶା – ନିପୁଣ ଭାରତ” ଲୋଗୋ ଉନ୍ମୋଚନ ଉତ୍ସବ
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ 'ନିପୁଣ ଓଡିଶା - ନିପୁଣ ଭାରତ' ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ!-->…
ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର : ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଯାଇଛି,ଏହି ବୈଠକରେ ସରକାର ଙ୍କ ଦ୍ଵାରା ପରିଚାଳିତ ହେଉଥିବା ବିଭିନ୍ନ ଯୋଜନା ବିଷୟ ରେ ଆଲୋଚନା ହେବା ସହ ପଞ୍ଚାୟତ ସମିତି ର ଉନ୍ନତି ନିମନ୍ତେ ଆଲୋଚନା କରା ଯାଇଥିଲା।ଆହୂତ ବୈଠକରେ!-->…
ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୧୦ ଦଫା ଦାବିକୁ ନେଇ କାର୍ଯ୍ୟବନ୍ଦର ଡାକରା ଦେଇ ଧାରଣା ଦେଲେ ସମସ୍ତ ନର୍ସିଂ କର୍ମଚାରୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟବନ୍ଦ କରି ଧାରଣା ଦେଉଛନ୍ତି ସମସ୍ତ ନର୍ସିଂ କର୍ମଚାରୀ, ନର୍ସିଂ କର୍ମଚାରୀ ଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ, କେବିକେ ଭତ୍ତା ପ୍ରଦାନ, ନିୟମିତ ହୋଇ ନଥିବା ନର୍ସିଂ କର୍ମଚାରୀ ଙ୍କୁ ତୁରନ୍ତ ନିୟମିତ କରିବା ଭଳି 10 ଦଫା ଦାବି!-->…
ବାଲିପଦର ଗ୍ରାମରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ମାସରେ ମା’ ଦୂର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ବାଲିପଦର ବସଷ୍ଟାଣ୍ଡଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସମେତ!-->…
ଓକିଲଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି
ବୁଗୁଡ଼ା : ଓକିଲ ଆଶିଷ ରାଉତଙ୍କୁ ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣ ଘଟଣାକୁ ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଓକିଲ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ପ୍ରଦାନ!-->…
ଚତୁର୍ଥ ସ୍ତମ୍ଭ ବିନା ସାମ୍ବିଧାନିକ ବ୍ୟବସ୍ଥା ଚାଲିପାରିବ ନାହିଁ : ବିଧାୟକ ଦୁର୍ଗା ଚରଣ ତନ୍ତୀ
ରାଉରକେଲା: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ୧୦୦ ଦିନ ପୂର୍ତ୍ତି ସହିତ ଓଡିଶାରେ ମୋହନ ଚରଣ ମାଝିଙ୍କ ଭାରତୀୟ ଜନତା ପାର୍ଟି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ସେକ୍ଟର-୨ ସାହାନାଇ ମଣ୍ଡପ ଠାରେ ଏକ!-->…
ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ସଚେତନତା ଶିବିର
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ଜିଲ୍ଲା!-->!-->!-->…
ପ୍ରାକୃତିକ କୃଷିକୁ ସୁଦୃଢ କରିବା ପାଇଁ କନ୍ଧମାଳ ଚାପ୍ଟର ଉଦ୍ଘାଟିତ
ଫୁଲବାଣୀ : ପ୍ରାକୃତିକ କୃଷିକୁ କନ୍ଧମାଳ ଜିଲ୍ଲା ସ୍ତରରେ ଆଗେଇନବା ପାଇଁ ପ୍ରାକୃତିକ କୃଷି ଜାତୀୟ ସଂଘର ମୁଖ୍ୟ ପ୍ରମେଲ ଗୁପ୍ତାଙ୍କ ଦ୍ୱାରା ରାଇକିଆ ଠାରେ କନ୍ଧମାଳ ଚାପ୍ଟର ସୁଭ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷିକୁ ଗ୍ରାମ ସ୍ଥରରେ ଆଗେଇ ନେଉଥିବା ଅନୁଷ୍ଠାନ ଓ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଚିକିଟୀ : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର କାର୍ଯ୍ୟରତ ସାମ୍ବାଦିକ ହରିଶ୍ଚନ୍ଦ୍ର ସେଠୀଙ୍କ ବାପା ହାଡ଼ି ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ । ପାତ୍ରପୁର ବ୍ଲକ!-->…