Sign in
Sign in
Recover your password.
A password will be e-mailed to you.
ଆମ୍ବ ଟାକୁଆ ଖାଇବା ଘଟଣା : ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର!-->…
ସରକାରଙ୍କ ତାଗିଦକୁ ପୋଲିସ ପ୍ରଶାସନର ଫୁ..
ଆସିକା ମାଗୁରା ପଲ୍ଲୀ ରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ ଗୁହାରି ଶୁଣିବ କିଏ…?
ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ପୋଲିସ ବିଭାଗ କୁ ମୁଖ୍ୟମନ୍ତ୍ରୀ ତାଗିତ କରିଥିଲେ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ। ତାହାର ବ୍ୟତିକ୍ରମ ରାଜ୍ୟର ବିଭିନ୍ନ!-->!-->!-->…
୬ ମାସ ହେଲା ଦରମା ମିଳୁନି, ଧାରଣାରେ ବସିଲେ ଅଧ୍ୟାପକ, ଅଧ୍ୟାପିକା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନୁାହିଁ। ଉପଜିଲାପାଳଙ୍କ ହସ୍ତକ୍ଷେପ ସତ୍ବେ ଦରମା ନ ମିଳିବାରୁ ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ପ୍ରକାଶ!-->…
କେନ୍ଦ୍ରୀୟ ବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳନ
ଛତ୍ରପୁର : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ନିର୍ଦ୍ଦେଶରେ, ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ଭିଜିଲାନ୍ସ ସଚେତନତା ସପ୍ତାହ ୨୮ ଅକ୍ଟୋବର ରୁ ୩ ନଭେମ୍ବର ୨୦୨୪ ପାଳନ ଅବସରରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ତାଙ୍କ ପାଇଁ!-->…
ଛତ୍ରପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ
ଛତ୍ରପୁର : ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବାହିନୀ ର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ପ୍ରକାରେ,!-->…
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ ମହକ “ –୨୦୨୪ ଅନୁଷ୍ଠିତ
ଛତ୍ରପୁର ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଞ୍ଜାମ ଦ୍ବାରା ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ ମହକ “ – 2024 ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ମୁଖ୍ଯ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜଳନ କରି!-->…
ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବ୍ରହ୍ମପୁର : ସୁବର୍ଣ୍ଣପୁର ଜିଲ୍ଲାର ନ୍ୟୁଜ-୭ର ପ୍ରତିନିଧି ତଥା ରାଜ୍ୟ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଧୀରେନ୍ଦ୍ର କୁମାର ଦାନୀ ଖବର ସଂଗହ କରିବାକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ସ୍ବାଇଁ ମାରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣା!-->…
ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ ପାଇଲେ ପେନସନଧାରୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତା ରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ!-->…
ପଲିଥିନ୍ କଟକଣା ଅଧପନ୍ତରିଆ
ହିଞ୍ଜିଳିକାଟୁ : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ୫ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ସପ୍ତାହେ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଯୋଗୁଁ ଦୋକାନ!-->…
ଜଗନ୍ନାଥ ସାହୁ(ଟିକୁ ) ହେଲେ କନ୍ଧମାଳ ସାଂସଦ ପ୍ରତିନିଧି
ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଫୁଲବାଣୀ ମୁନିସିପାଲିଟି ପାଇଁ ଜଗନ୍ନାଥ ସାହୁ (ଟିକୁ )ଙ୍କୁ ଦାୟିତ୍ଵ ଦିଆଯାଇଛି l ଶ୍ରୀ ସାହୁ ବିଜେପି ଦଳରେ ଆଜକୁ ବହୁ ବର୍ଷ ହେଲା କାର୍ଯ୍ୟକରି ଆସୁଛନ୍ତି I ପୂର୍ବରୁ ସେ ଯୁବ ମୋର୍ଚ୍ଚା ସମ୍ପାଦକ ଓ ମିଡିଆ!-->…