Sign in
Sign in
Recover your password.
A password will be e-mailed to you.
କାର୍ଯ୍ୟରତ ସାମ୍ବାଦିକଙ୍କୁ ବି ଡି ଓ ଙ୍କ ଆକ୍ରମଣ ଏବଂ ଗିରଫ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର…
ଭ୍ଞ୍ଜନଗର : ଭାରତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ପ୍ରହରୀ ତଥା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗିରଫଦାରୀକୁ ବିରୋଧ କରି ଏସୟୁଜେ ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକ ଙ୍କ ଆହ୍ବାନ କ୍ରମେ ଭଂଜନଗର ଠାରେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଉପସଭାପତି ଶ୍ରୀ ରାଜ!-->!-->!-->…
ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ପ୍ରଧାନ ଶିକ୍ଷକ ନିଲମ୍ବିତ
ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡେ଼ଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣଲଙ୍କା ଦିଆଯିବା ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ସ୍କୁଲର!-->…
ଜଗତ କଲ୍ୟାଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାକୁ ଉଠିଲା ମହାଦୀପ
ଆରଡି: ପବିତ୍ର ଦୀପାବଳୀ ଉତ୍ସବ ଅବସରରେ ରୀତିନୀତି ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ରାତ୍ର ୧୦ଟାରେ ଉଠିଛି ମହାଦୀପ। ଏହି ଅବସରରେ ମଣିବାବାଙ୍କ ମନ୍ଦିରରେ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ!-->…
ଠିକଣା ସମୟରେ ରାସନ୍ ପ୍ରଦାନ କରିବାରେ ଯୋଗାଣ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି
ଭୁବନେଶ୍ବର : ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ!-->…
ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’; କଟିଗଲା ହାତ
ଭୁବନେଶ୍ବର : ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯୁବତୀଙ୍କ ବାମ ହାତ ଛିଡ଼ିଯାଇଛି।ଆଜି ସକାଳ ପ୍ରାୟ!-->…
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା
ଭୁବନେଶ୍ବର : ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ସନ୍ଧ୍ୟାରେ ସୁଭଦ୍ରା!-->…
ଏମ୍କେସିଜି ମେଡିକାଲ କଲେଜ ରାଗିଂ ଘଟଣା, ୫ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ରାଗିଂ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମିଳିବନି ମେଧାବୃତ୍ତି, ଫେଲୋସିପ୍ ଓ!-->…
ମା’ ରମାଦେବୀଙ୍କ ଦୂରଦୃଷ୍ଟିକୁ ଛାତ୍ରୀମାନେ ନିଜ ଶିକ୍ଷାରେ ପ୍ରତିଫଳିତ କରିବା ଉଚିତ୍
ଭୁବନେଶ୍ବର : ପ୍ରତ୍ୟେକ ଛାତ୍ରୀଙ୍କ ଜୀବନରେ ସ୍ବପ୍ନ ଥାଏ ପୁରସ୍କୃତ ହେବାପାଇଁ, ଏହା କେବଳ ପିତାମାତା ବା ଶିକ୍ଷାନୁଷ୍ଠାନର ଗୌରବ ନୁହେଁ, ସମାଜର ସମ୍ବଳ ଅଟେ। ଏହା ଦ୍ବାରା ନାଗରିକ ସୃଷ୍ଟି କେବଳ ହେବେ ନୁହେଁ, ବରଂ ଜ୍ଞାନକୁ ପରବର୍ତ୍ତୀ ବଂଶଧରଙ୍କୁ ଏହାକୁ ପ୍ରଦାନ କରିବେ। ଏହା ଦ୍ବାରା!-->…
ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ୬୨୧ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ
ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିସ୍ତୃତ ବିବରଣୀ ଦେଇଥିଲେ।!-->…
ଝୁଲନ୍ତା ଅବସ୍ଥାରେ ଜେଲ୍ ୱାର୍ଡରଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରାପଡା : ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍ ୱାର୍ଡରଙ୍କ ମୃତଦେହ। ଜେଲ୍ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି।ମୃତକ ହେଲେ ବାରିମୂଳ ଜେଲ୍ ୱାର୍ଡର ବିଜୟ!-->…