Sign in
Sign in
Recover your password.
A password will be e-mailed to you.
ଆପ୍ ବିଧାୟକଙ୍କୁ ଘରୁ ଉଠାଇନେଲା ଇଡି
ପାଖାପାଖି ୫ ଘଣ୍ଟା ଧରି ଘାଣ୍ଟିଲା। ଗୁଡେଇ ତୁଡେଇ ପ୍ରଶ୍ନ କଲା। ଜେରା ପରେ ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍!-->…
ଗଣେଶ ପୂଜାକୁ ନେଇ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ପୁଲିସ ପକ୍ଷରୁ ଆଜି ଥାନା ପରିସରରେ ବୀରମିତ୍ରପୁର ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜାକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବୀରମିତ୍ରପୁର ଏସ୍ଡିପିଓ ସୁଶାନ୍ତ କୁମାର ଦାସ,!-->…
ଚନ୍ଦକା ଗୋଡ଼ିବାରିରେ ଆଖି ବୁଜିଲା ଅସୁସ୍ଥ ହାତୀ ଛୁଆ
ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀ ଛୁଆ। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ।
କିଛି ତଳେ ଏହି ହାତୀ ଛୁଆ ଅସୁସ୍ଥ!-->!-->!-->…
ଆସିକାରେ ବିନା ବଟିରେ ଫାଇଲ ଘୁଞ୍ଚୁ ନାହିଁ !
ଵ୍ରହ୍ମପୁର: ଗତ କିଛି ଦିନ ହେଲେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି । ସାଧାରଣ ନିର୍ବାଚନ ପରେ ଏଠାକାର ଅଧିକାଂଶ ସରକାରୀ କାର୍ଯ୍ୟାଳୟର ବାବୁ ମାନେ ଅଫିସ ସମୟରେ ଅନୁପସ୍ଥିତ ରହୁଛନ୍ତି । ବାବୁମାନଙ୍କ ଇଶାରା ରେ କର୍ମଚାରୀ ମାନେ ବିନା ବଟି ରେ ଲୋକଙ୍କ କୌଣସି!-->…
ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ, ଦୁଇ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା।ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକ ଠାରେ ଏକ ବାଇକ ନଂ.ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା!-->…
ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଏର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଶାଖାପାଟଣା ସ୍ଥିତ ଶଙ୍କର ଫାଉଣ୍ଡେସନ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ପ୍ରତି ବର୍ଷ ଏହି ଶିବିରର ଆୟୋଜନ କରାଯାଉଛି ।!-->…
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୪ରେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୪.୦୯.୨୦୨୪ ରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ; ଜିଲ୍ଲା ଆଇନସେବା!-->…
କନ୍ଧମାଳ ସାଂସଦ ଲଞ୍ଚ କଲେ ମୋବାଇଲ ଆପ ‘ଆମ ସାଂସଦ’
ଫୁଲବାଣୀ: ଜନ ପ୍ରତିନିଧି ମାନଙ୍କ ସହିତ ସାଧାରଣ ଲୋକଙ୍କୁ ଯୋଡ଼ିବା ଦିଗରେ ଏକ ପ୍ରମୁଖ ଭୂମିକା ତୁଲାଇଛି ଡିଜିଟାଲ ଆପ୍ । କନ୍ଧମାଳ ସାଂସଦ ଲଞ୍ଚ କରିଛନ୍ତି ମୋବାଇଲ ଆପ୍ ଆମ ସାଂସଦ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ଭୁବନେଶ୍ୱର ଠାରେ ଏହି ଆପ୍ ଲଞ୍ଚ କରିଛନ୍ତି। ଘରୋଇ ସଂସ୍ଥା!-->…
ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା : ରୋଟାରୀ ଗଭର୍ଣ୍ଣର
ଫୁଲବାଣୀ : ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଆୟୋଜିତ "ସଦସ୍ୟତା ଓ ସଂଗଠନର ବିକାଶ " ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ସେବା!-->…
ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ପକ୍ଷରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ
ସେବାହିଁ ବ୍ୟକ୍ତିତ୍ୱର ପରିଚୟ
ଭୁବନେଶ୍ୱ : ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ!-->!-->!-->…