Sign in
Sign in
Recover your password.
A password will be e-mailed to you.
ନଳବଣ୍ଟା ଗୁପ୍ତ ଗୋଦାମ ରୁ ହେଉଛି ବାଣ ଚାଲାଣ : ଚଢ଼ାଉ ହେବ କେବେ ….?
ଜବତ ହୋଇଥିବା ବାଣ ଯାଉଛି କୁଆଡେ...???
ଆସିକା ଧାନ ମିଲର ସହ ସରକାରୀ ବାବୁଙ୍କ ଫିକ୍ସଙ୍ଗ ସରିଛି…!
ଦୁଃଖୀ ଚାଷୀର ଅମଳ ଧାନ ଲୁଟି ନେବେ ଏବେ ମିଲର……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚଡକ ଆଗକୁ ଆସୁଛି ଖରିପ ଋତୁ ଧାନ ବିକ୍ରି ଗରିବ ଚାଷୀ ଟି ବର୍ଷ ସାରା ଧାନ ବିଲରେ ଧାନ ଅମଳ କରିବା ପାଇଁ ମୁଣ୍ଡର ଝାଳ ତୁଣ୍ଡ ମାରି ଜଗି ଥାଏ। ଧାନଟି ଅମଳ ହେଲେ ସେ!-->!-->!-->…
ଔଷଧ ବ୍ୟବସାୟଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି। କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ!-->…
ବେଆଇନ ଭାବେ ବାଣ ଗଛିତ ଏବଂ ବିକ୍ରୟ ବିରୁଦ୍ଧରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ବ୍ରହ୍ମପୁର : ବହୁ ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ କରିବା ଏବଂ ବିନା ଅନୁମତିରେ ବିକ୍ରୟ କରିବା ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା । ଏଭଳି ବେଆଇନ ଭାବେ ବାଣ ଗଛିତ ରଖିବା ଦ୍ୱାରା ଅଗ୍ନି ଦୁର୍ଘଟଣା ଏବଂ ବିସ୍ଫୋରଣର ବିପଦ ରହିଥିବା!-->!-->!-->…
ସ୍ୱାଭିମାନ ଅଂଚଳରୁ ବିଏସଏଫ ଯବାନ ଦ୍ୱାରା ମାଓ ଡମ୍ପ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ 177ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ!-->…
ସାମ୍ୱାଦିକଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ
ମାଲକାନଗିରି : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କ ନିମନ୍ତେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଉଛି । ଚଳିତ ବର୍ଷ ମଧ୍ଯ ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଵୀକୃତି!-->…
ରାଜ୍ୟ ମହିଳା କମିଶନ ଭଙ୍ଗ କଲେ ସରକାର
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭଙ୍ଗ କରିଛନ୍ତି ମୋହନ ମାଝୀ ସରକାର । ବୁଧବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟାମାନଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି!-->…
ପିକେଙ୍କ ସତର୍କ ପଦକ୍ଷେପ: ଉପ-ନିର୍ବାଚନରେ ଦୁଇ ପ୍ରାର୍ଥୀ ବଦଳାଇଲେ
ପାଟନା: ବିହାରର ନିର୍ବାଚନୀ ରାଜନୀତିରେ ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନ ସୁରାଜ ଉପ-ନିର୍ବାଚନ ପାଇଁ ଚାରିଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ପିକେ ସତର୍କ ହୋଇ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିକେ ଗୟାର ବେଲାଗଞ୍ଜ ଆସନରେ ବାରମ୍ବାର ପ୍ରାର୍ଥୀ!-->…
ଗାଧୋଇବା ବେଳେ ବୁଡ଼ିଗଲେ ମାଆ, ପୁଅ ଓ ଝିଅ
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ!-->…
ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଘୋଷଣା କଲା ୩୮ ଜଣ ପ୍ରାର୍ଥୀଙ୍କ ନାମ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅଜିତ ପାୱାରଙ୍କ ଏନସିପି ୩୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏନସିପିର ପ୍ରାର୍ଥୀ ତାଲିକାରେ ୟେବଲାରୁ ଛଗନ ଭୁଜବଲ ଏବଂ କାଗଲରୁ ହାସନ ମୁଶ୍ରିଫଙ୍କୁ ଟିକେଟ ଦିଆଯାଇଛି। ଏଥିସହିତ ଅଜିତ ପାୱାର ନିଜେ ତାଙ୍କ ପାରମ୍ପାରିକ ଆସନ!-->…