Sign in
Sign in
Recover your password.
A password will be e-mailed to you.
ରାଜଧାନୀରେ ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ରବିବାର ଦିନ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ଜଣ ଦୁର୍ବୃତ୍ତ ଦିଲୀପଙ୍କ ଦୋକାନରେ ପଶି ତାଙ୍କ ଜ୍ୱାଇଁଙ୍କ ବିଷୟରେ!-->!-->!-->…
ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଏସଆଇଆରରେ ରାଜ୍ୟରେ ପ୍ରଥମ
ଭୁବନେଶ୍ୱର: ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ ୩ କୋଟି ୩୨ ଲକ୍ଷ ୭୨ ହଜାର ୩୦୮!-->…
ଭିନ୍ନକ୍ଷମଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା
ଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ!-->…
ସାମ୍ବାଦିକଙ୍କ ପ୍ରତି ସରପଞ୍ଚଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଅସନ୍ତୋଷ
ରାଜ ସୁନାଖଳା : ଜଣେ ସାମ୍ବାଦିକଙ୍କ ସହ ସାର୍ବଜନୀନ ସ୍ଥାନରେ ଅସମ୍ମାନଜନକ ବ୍ୟବହାର ଏବଂ ଅପମାନଜନକ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଏକ ସାଧାରଣ ଆଲୋଚନା ସମୟରେ ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ସାମ୍ବାଦିକ ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଅପମାନଜନକ!-->…
ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସଦର ମହକୁମା ରେ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହ ରେ ପାଳନ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ!-->…
କୋରାପୁଟରେ ପାଳିତ ହେଲା ‘ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬’
କୋରାପୁଟ : ‘ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ’ ଶୀର୍ଷକ ବାର୍ତ୍ତା ସହ ‘ଆନ୍ତର୍ଜାତୀୟ ଯୋଗ ଦିବସ-2026’ ଆଜି କୋରାପୁଟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ!-->!-->!-->!-->!-->…
ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ଆଜି ବିଶ୍ୱ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି l
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ଯାଳୟର ଅଧ୍ଯକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ଯ, ଯୁବ ରେଡକ୍ରସ୍ ର!-->!-->!-->…
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତା’ର ସମଗ୍ର କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । ଏଥିରେ ଯୋଗ ଉତ୍ସାହୀ ଏବଂ କମ୍ପାନୀର କର୍ମଚାରୀମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ମାନସିକ ସୁସ୍ଥତା ଅଧିବେଶନ!-->…
ଛତ୍ରପୁରରେ ୧୨ତମ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ
ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ସାହାଯ୍ୟ କରିଥାଏ : ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜେନା
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ତମ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ!-->!-->!-->…
ଜୀବିକା ପାଇଁ ସ୍ୱଦେଶୀ ଯୁଗାଡ଼ ଲୁଗା ମେସିନ
-ପୂର୍ବଜଙ୍କ ପାରମ୍ପରିକ କୌଶଳରେ ଚାଲିଛି ଜୀବନ ସଂଗ୍ରାମ; ଭିକ୍ଷା ଗ୍ରାମବାସୀଙ୍କ ଆର୍ଥିକ ସହାୟତା ପାଇଁ ସରକାରଙ୍କ ପାଖରେ ଦାବି-ଉମରକୋଟ/ଝରୀଗାଁ : ଭାରତର ସ୍ୱାଧୀନତା ସଂଗ୍ରାମର କଥା ମନେପଡିଲେ ସର୍ବପ୍ରଥମେ ମନକୁ ଆସେ ମହାତ୍ମା ଗାନ୍ଧୀଙ୍କ ଚରଖା ଓ ସ୍ୱଦେଶୀ ଆନ୍ଦୋଳନର କଥା। ସେହି!-->…