Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲା ରେ ଯୋଗାଣ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର…..!
ଲେଖା ଛିଡି଼ବା ପରେ କୋଟି କୋଟି ଟଙ୍କାର ଦୁର୍ନୀତି କୁ ଯୋଗାଣ ବିଭାଗ ଘୋଡାଉଛି ଘଣ୍ଟ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନେକ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଧାନକଳ ଉପରେ ରାଜ୍ୟ ଯୋଗାଣ ବିଭାଗର ଲଗାତାର ଚଢ଼ାଉ ଜାରିରହିଛି। ଗଣମାଧ୍ୟମକୁ ଅନ୍ଧାର ରେ ରଖି ମିଲେର ମାନଙ୍କ ମିଲ ଉପରେ!-->!-->!-->…
ମାଲକାନଗିରିରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ମହୋତ୍ସବ ଦିବସ ପାଳିତ : ଯୋଗ ହିଁ ସୁସ୍ଥ ଜୀବନର ଚାବିକାଠି କହିଲେ…
ମାଲକାନଗିରି, ୨୧ ଜୁନ୍:ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୁଲ୍ୟରେ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ସହଯୋଗରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଚଳିତ ବର୍ଷ!-->…
ପୁଣି ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ
ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ପୁଣି ଘୋଷଣା କଲା ଇରାନ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ ହର୍ମୁଜ ଖୋଲିଥିଲା ଇରାନ। ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ବନ୍ଦ କଲା ଇରାନ। ଲେବାନନ୍ ଉପରେ ଇସ୍ରାଏଲ୍ର ପୁଣି ଆକ୍ରମଣକୁ ବିରୋଧ କରି ଇରାନ ଏହି ଘୋଷଣା କରିଛି।!-->…
ମାରୁତି ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ
ମୁମ୍ବାଇ : ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ!-->…
ସୁପ୍ରିମ ରାୟ, ଫୁଟପାଥରେ ଚାଲିବା ପଥଚାରୀଙ୍କ ମୌଳିକ ଅଧିକାର
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଫୁଟ୍ ପାଥରେ ଚାଲିବା ଏବେ ଆପଣଙ୍କ ମୌଳିକ ଅଧିକାର । ଗାଡ଼ି ନୁହେଁ, ପଦଚାରୀ ସବୁଠୁ ଆଗେ ! ସଡ଼କ ଜବରଦଖଲକାରୀଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ । ୫ ବର୍ଷର ଶିଶୁର ମୃତ୍ୟୁ ବଦଳାଇଦେଲା ଦେଶର ଆଇନ । ୬ ମାସ ଭିତରେ ସୁଧୁରିବ ଫୁଟ୍ ପାଥ୍!-->…
ଟ୍ରେନରେ ଜେନେରାଲ ବଗି ସିଟ୍ କୁ ନେଇ ମାରପିଟ୍, ଚାଲିଗଲା ଯୁବକଙ୍କ ଜୀବନ
ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରା ରେଲୱେ ଷ୍ଟେସନରେ ଟ୍ରେନରେ ସିଟ୍ ବିବାଦକୁ ନେଇ ଜଣେ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ପ୍ଲାଟଫର୍ମ ନମ୍ବର-୩ରେ ଯୋଗା ଏକ୍ସପ୍ରେସର ଜେନେରାଲ ବଗିରେ ଚଢିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ କିଛି ସହ ଯାତ୍ରୀ ପ୍ରବଳ ପିଟିଥିଲେ । ପିଟିବା ପରେ ପୀଡ଼ିତ ଯୁବକଙ୍କୁ!-->…
ଦୁଇ ଟ୍ରେନ୍ ଧକ୍କା: ପାଇଲଟ୍ ମୃତ, ୮୦ ରୁ ଅଧିକ ଆହତ
ନୂଆଦିଲ୍ଲୀ: ଲଣ୍ଡନରେ ଭୟଙ୍କର ଦୁର୍ଘଟଣା । ଧକ୍କା ହୋଇଛି ଦୁଇଟି ଟ୍ରେନ୍ । ଏହି ଦୁର୍ଘଟଣାରେ ୮୦ ରୁ ଅଧିକ ଯାତ୍ରୀ ଆହତ ହେବା ସହ ଟ୍ରେନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଅନ୍ୟ ୨୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏହି!-->…
ଫ୍ରିଜ୍ ହେଲା ଟିଏମ୍ସିର ୩ଟି ବ୍ୟାଙ୍କ ଆକାଉଣ୍ଟ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ଷମତାଚ୍ୟୁତ ହୋଇଥିବା ମମତା ବାନାର୍ଜୀଙ୍କ ଟିଏମ୍ସି ଭିତରେ ଚାଲିଥିବା ଗୃହଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଦଳୀୟ ପାଣ୍ଠି ଓ ସମ୍ପତ୍ତି ଉପରେ କବଜା କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ବେଙ୍ଗଲ!-->…
NEET UG ପରୀକ୍ଷା ପୂର୍ବରୁ NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା
ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି।
ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG!-->!-->!-->…
ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ୬୮ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମୟୂରଭଞ୍ଜର ଏକ ଆଦିବାସୀ ଗାଁରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ସଂଘର୍ଷମୟ ଯାତ୍ରାକୁ ଦେଶର ସମସ୍ତ ମହିଳାଙ୍କ ପାଇଁ ଏକ ବଡ଼!-->…