Sign in
Sign in
Recover your password.
A password will be e-mailed to you.
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼
ବିନିକା: ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ!-->…
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପିଏ ପରିଚୟ ଦେଇ ଠକେଇ, ଜଣେ ଗିରଫ
ବ୍ରହ୍ମପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକଙ୍କୁ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ମହାନ୍ତି ସାହିର ଜଗନ୍ନାଥ ମଣ୍ଡଳ (୨୮)। ସେହିପରି ପୂର୍ବରୁ!-->…
ଏନକାଉଣ୍ଟର : ପୋଲିସର ପାଲଟା ଗୁଳିରେ ଦୁଇ ଅପରାଧୀ ଆହତ
ରାଉରକେଲା: ପୁଣି ଡବଲ ଏନକାଉଣ୍ଟର । ସକାଳୁ ସକାଳୁ ରାଉରକେଲା ପୋଲିସର ଡବଲ ଏନକାଉଣ୍ଟର । ରାଉରକେଲା ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି!-->…
ମହିଳା ସରପଞ୍ଚଙ୍କୁ ନିର୍ଯାତନାକୁ ନେଇ ମାଲକାନଗିରିରେ ସରପଞ୍ଚ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀନିବାସ ମୁଦୁଲିଙ୍କ!-->…
ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ଆଗେଇ ଚାଲିଛି
ଆଜି ସୁଦ୍ଧା ୮୦.୮୨ ପ୍ରତିଶତ ପରିଗଣନା ଫର୍ମର ବିଏଲଓଙ୍କ ଦ୍ୱାରା ସରିଲାଣି ଯାଞ୍ଚ
ପୂର୍ବରୁ କୌଣସି କାରଣ ବଶତଃ ଅନ୍ତର୍ଭୁକ୍ତ ହୋଇପାରିନଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନଃ ଅନ୍ତର୍ଭୁକ୍ତି ପାଇଁ ଫର୍ମ–୬ ସଂଗ୍ରହ କରିବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ
ଜିଲ୍ଲାର ୮ ଜଣ!-->!-->!-->!-->!-->!-->!-->!-->!-->!-->!-->!-->…
ପିଲା ଚୋର ଗୁଜବରୁ ଭୟାବହ ହିଂସା: ଏନ୍ଜିଓ କର୍ମୀଙ୍କୁ ଆକ୍ରମଣ
ରାୟଗଡ଼ା: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି। ପିଲା ଚୋର ସନ୍ଦେହ ଓ ମିଥ୍ୟା ଗୁଜବକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ରେ ଦୁଇଜଣ ସମାଜସେବୀ (ଏନ୍ଜିଓ କର୍ମୀ)ଙ୍କୁ ସ୍ଥାନୀୟ ଉତ୍ତ୍ୟକ୍ତ ଭିଡ଼ ଅତି ବର୍ବର ଭାବେ!-->…
ଗାନ୍ଧୀ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା
ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବ୍ରହ୍ମପୁର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ। ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜରୁ । ଆଜି ଭୋର ସକାଳୁ!-->!-->!-->…
ଲାଠି ଓ ପଥର ମାଡ଼ରେ ଚାଲିଗଲା ଭାଲୁର ଜୀବନ : ଭାଲୁ ମୃତ୍ୟୁ ମାମଲାରେ ୫ ଗିରଫ
ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମାଥିଲି ବନାଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲି ଭାଲୁ ମୃତ୍ୟୁ ମାମଲାରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ବନ୍ୟ ଭାଲୁଟି ରାସ୍ତା ଅତିକ୍ରମ!-->!-->!-->…
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ବିତରଣ
ଗଞ୍ଜାମ ଜିଲ୍ଲାର ୧, ୭୦, ୨୯୫ ଜଣ ହିତାଧିକାରୀଙ୍କୁ ମିଳିଲା ୩୪ କୋଟି ୫ଲକ୍ଷ ୯୦ ହଜାର ଟଙ୍କା
ଛତ୍ରପୁର : ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୩ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଯୋଗ୍ୟ କୃଷକ ପରିବାରମାନଙ୍କ!-->!-->!-->…
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଯୋଗଦାନ
ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମତଦାତା ଗଣନା ଫର୍ମର ଶତ ପ୍ରତିଶତ ଡିଜିଟାଇଜେସନ୍ ଯୋଗୁଁ 127 ଭାଗର ବି.ଏଲ୍.ଓ ରମେଶ ମଲ୍ଲିକ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତବ୍ରହ୍ମପୁର : ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ!-->…