ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କୃତଜ୍ଞତା ଜଣାଇଲେ ମୋହନ

ଭୁବନେଶ୍ୱର : ମୋହନଙ୍କୁ ବଡ଼ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ମୋଦି ।

ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ହେବ ସୋଲାର ଗାଁ

ମୟୂରଭଞ୍ଜ : ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡ଼ପୁର ହେବ ସୋଲାର ଗାଁ । ରାଇରଙ୍ଗପୁର ଦାଣ୍ଡବୋଷରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଜାତିଙ୍କ ବିକାଶ ଆମ

ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ମୟୂରଭଞ୍ଜ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ ଦିଗ

ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ

ଭୁବନେଶ୍ୱର : କମିଶନରେଟ୍‌ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବୁଲିଲା ଖଣ୍ଡା । ଆପାର୍ଟମେଣ୍ଟରେ ପଶି ଛୁରୀ ଭୁଶୀ ହତ୍ୟା । ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ ହୋଇଛି । ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ କେଳୁଚରଣ ପାର୍କ କଡ଼ରେ ଘଟିଛି ଘଟଣା । ନୀଳକଣ୍ଠ ମହାନ୍ତି ନାମକ

ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ବିଏଲଓ ନିଲମ୍ବିତ

ବୌଦ୍ଧ : ଏସଆଇଆର କାର୍ଯ୍ୟରେ ଅବହେଳା । ଦୁଇ ବିଏଲଓ ନିଲମ୍ବିତ । ବୌଦ୍ଧ ଜିଲା ହରଭଙ୍ଗାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଦୁଇଜଣ ବିଏଲଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ । ସେମାନେ ହେଲେ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା

ଯାଜପୁର : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ରାଜୀବ ଲୋଚନ ବାରିକ । ମୃତ୍ୟୁ ପରେ ନିଶା ନିବାରଣ କେନ୍ଦ୍ରରେ ପ୍ରବଳ ଉତ୍ତେଜନା । ଏଭଳି ଘଟଣା ଘଟିଛି ଯାଜପୁର ଜାରକା ସ୍ଥିତ

ଚାକିରି ଦେବା କହି ନାବାଳିକାକୁ ନିର୍ଯାତନା

ଭଦ୍ରକ: ଚାକିରି ଦେବାକୁ କହି ନାବାଳିକାକୁ ନିର୍ଯାତନା ଓ ଗୃହବନ୍ଦୀ ଅଭିଯୋଗ । ଭଦ୍ରକର ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଉଦ୍ଧାର । ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କଲା ବାଲିକୁଦା ଥାନା ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ହାଉସ ନର୍ସିଂ ଏଜେନ୍ସିର

୩୪.୬୪ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରାଯାଇଛି I ସମଗ୍ର ଦେଶରେ ୯ କୋଟି ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮, ୮୮୦ କୋଟିରୁ

ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ, ବର୍ତ୍ତିଲେ ଶତାଧିକ ଛାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଛାତ୍ରୀ । ଏମ୍ସ ମେଡିକାଲ ପରିସରରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏମ୍ସ ନର୍ସିଂ କଲେଜ ବିଲ୍ଡିଂର ଚତୁର୍ଥ ମହଲାରେ ଥିବା ଲାବ୍ରୋଟୋରୀରେ ଏହି ନିଆଁ ଲାଗିଥିଲା । ତେବେ

ହାଇୱା ସହ ଧକ୍କା ହେଲା କାର୍, ୨ ମୃତ

ନରସିଂହପୁର: ସଡ଼କ ଦୁର୍ଘଟଣାରେ ଗଲା ୨ ଜୀବନ । କେନ୍ଦ୍ରାପଡ଼ାରୁ ବ୍ରତୋପନୟନ ପାଇଁ ଏକ କାରରେ ଆସୁଥିବା ବେଳେ କମଳାଦେଇପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ନରସିଂହପୁର ମେଡିକାଲରେ ଆଲୋକ କରଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମେଡିକାଲରେ ସୁକାନ୍ତ ନନ୍ଦ