Sign in
Sign in
Recover your password.
A password will be e-mailed to you.
ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ
ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ!-->…
ଭାଇ-ଭାଇ ଭିତରେ ପାଟିତୁଣ୍ଡ, ଫୁଟିଲା ଗୁଳି
ସାମାନ୍ୟ କଥାରୁ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଉ ସେହି ପାଟିତୁଣ୍ଡରୁ ଫୁଟିଥିଲା ଗୁଳି। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଶନିବାର ସକାଳରେ ଟାଙ୍ଗୀ ଥାନା ଦିକ୍ଷିତପଡା!-->!-->!-->…
ପରିବା ମାର୍କେଟରେ ନିଆଁ , ଜଳିଗଲା ୧୫ ଦୋକାନ
ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୫ରୁ ଅଧିକ ଦୋକାନ। ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରେ!-->…
ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା।
ଏହାର ମାଲିକାନା ଖଡଗେଙ୍କ ପରିବାର ଲୋକଙ୍କ ପାଖରେ ରହିଛି।!-->!-->!-->…
ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ
ଭୁବନେଶ୍ୱର : ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଗୁପ୍ତ ସୁଡ଼ଙ୍ଗ ଥିଲେ କାନ୍ଥ ଭିତରେ କିଛି ରତ୍ନ କିମ୍ବା ମୂଲ୍ୟବାନ ସାମଗ୍ରୀ ଥିଲେ ସରକାର ପରବର୍ତ୍ତୀ!-->…
ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା ଘଟଣା: କଂଗ୍ରେସ- ବିଜେପି ମୁହାଁମୁହିଁ
ଏନସିପିର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।
ବିଭିନ୍ନ!-->!-->!-->…
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ
ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ,!-->!-->!-->…
ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ
ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଖୋଦ୍ ସେ ସୋଶାଲ ମିଡିଆରେ ସୂଚନା ଦେଇଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
!-->!-->!-->…
ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା: ଆଇନ ମନ୍ତ୍ରୀ
ପୁରୀ : ପାଖେଇ ଆସିଲାଣି କାର୍ତ୍ତିକ ମାସ । ଏହି ପବିତ୍ର ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।!-->…
ବାବା ସିଦ୍ଦିକିଙ୍କୁ ହତ୍ୟା, ଚିହ୍ନଟ ହେଲା ତୃତୀୟ ଶୁଟର୍
ଚିହ୍ନଟ ହେଲା ପୁର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ତୃତୀୟ ଶୁଟର୍। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବହରାଇଚର ବାସିନ୍ଦା ବୋଲି ପୁଲିସ କହିଛି।
ଫେରାର ଶୁଟର୍ ଜଣଙ୍କ ହେଲା ଶିବକୁମାର ଓରଫ ଶିବା ଗୌତମ। ସେ ଧରାପଡ଼ଥିବା ଶୁଟର୍ ଧର୍ମରାଜର ଗାଁ!-->!-->!-->…