Sign in
Sign in
Recover your password.
A password will be e-mailed to you.
SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ
କଟକ: କଟକ ବଡ଼ ମେଡିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ବହିଷ୍କାର ହେବେ ଅଭିଯୁକ୍ତ ଡାକ୍ତର । ହୃଦରୋଗ ବିଭାଗର ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ୩ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ହେବ!-->…
ଗିରଫ ହେଲେ ରେଞ୍ଜର ବାବୁ, ଫାର୍ମହାଉସରେ କରିଥିଲେ ମିନି ଚିଡିଆଖାନା
ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବନ୍ୟଜନ୍ତୁଙ୍କୁ ବନ୍ଧୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ, ୧୯୭୨ ଅନୁଯାୟର ମାମଲା ରୁଜୁ ହୋଇଛି ।!-->…
ଅନିଲ ଅମ୍ବାନୀଙ୍କୁ ଝଟକା; ୨୫ କୋଟି ଟଙ୍କାର ଫାଇନ୍ ସହ ସିକ୍ୟୁରିଟି ବଜାରରୁ ବ୍ୟାନ୍ କଲା SEBI
ମୁକେଶ ଅମ୍ବାନୀଙ୍କ ଭାଇ ତଥା ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିଛି। ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)। ଏଥିସହ ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ପକାଯାଇଛି।
ଅନିଲ ଅମ୍ବାନୀଙ୍କ!-->!-->!-->…
ପୁଣି ୨ ଦିନିଆ ରିମାଣ୍ଡରେ ଗଲା ସିମ୍ ବକ୍ସ ମାଫିଆ ରାଜୁ ମଣ୍ଡଳ
ଭୁବନେଶ୍ବର: ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ ମଧ୍ୟ ପୋଲିସକୁ ୨ ଦିନ ଅନୁମତି ମିଳିଛି ।
ତେବେ ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି ।!-->!-->!-->…
ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ
ଭୁବନେଶ୍ବର : ଗର୍ଜିଲେ ନର୍ସିଂ ଷ୍ଟାଫ୍ । ଭୁବନେଶ୍ବର ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ୧୦ ଦଫା ଦାବି ନେଇ ଶହ ଶହ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୧୩ ମସିହା ନଭେମ୍ବରରୁ ନିଯୁକ୍ତ ନର୍ସିଂ ଅଫିସରଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ!-->…
ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ
ଭୁବନେଶ୍ବର: ଲଗାତାର ୩ ଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ହୋହାଲ୍ଲା, ଓ ସରକାର ବିରୋଧୀ ଆଭିମୁଖ୍ୟ ଗୃହରେ ଜାରି ରହିଛି । ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଓ ପରେ ଚିକିଟି ମଦ ମୃତ୍ୟୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ଓ ବିଜେଡି ଗୃହରେ ହଟ୍ଟଗୋଳ ଜାରି!-->…
ଅବସର ନେବେ ମୁଖ୍ୟ ଶାସନ ସଚିବ, ପଦ ସମ୍ଭାଳିବେ ପତ୍ନୀ
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ କେରଳରେ ଦେଖିବାକୁ ମିଳିବ । କେରଳର ପ୍ରଶାସନିକ ଇତିହାସରେ ଏପରି ଘଟଣା ପ୍ରଥମ ଥର ଘଟିବ । ଏହି ଆଇଏଏସ୍ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା!-->…
ବଲାଙ୍ଗିର ଜେଲ୍ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ, ଅନେକ ନିଶାଦ୍ରବ୍ୟ ଜବତ
ବଲାଙ୍ଗିର: ବଲାଙ୍ଗିର ଜେଲ୍ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ। ଜେଲ୍ରେ ଗାଙ୍ଗୱାର ଖବର ପ୍ରକାଶ ପରେ କରାଯାଇଛି ଚଢ଼ାଉ। ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ କରାଯାଇଛି।
ଏହି ଚଢାଉରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ଅଛନ୍ତି।!-->!-->!-->…
ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍, ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଦୂରରେ ରହିବ ମଦ ଦୋକାନ: ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍ । ଡ୍ୟାନ୍ସ ବାର୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଡ୍ୟାନ୍ସ ବାର୍ ବନ୍ଦ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସେହିପରି ଶିକ୍ଷାନୁଷ୍ଠାନ ଓ!-->…
ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର: ଓଏସଆରଟିସି (OSRTC) ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ରେଡ୍। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି!-->!-->!-->…