Sign in
Sign in
Recover your password.
A password will be e-mailed to you.
୨୫ ଯାଏଁ ପ୍ରବଳ ବର୍ଷା, ୧୬ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ସତର୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ହାଲୁକାରୁ ମଧ୍ୟମ ଧରଣ ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା। ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା!-->…
କାଟିଙ୍ଗିଆରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦ ମୃତ୍ୟୁ ଭୟ : କାର୍ଯ୍ୟନୁଷ୍ଠାନ ନେବାକୁ ମହିଳାଙ୍କ ଦାବି…
ବାଲିଗୁଡା :, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି। ବିଶେଷ କରି ଯୁବ!-->…
ନଦୀ ବାଲି ଚାଲାଣ ବେଳେ ଦୁର୍ଘଟଣା ଉତ୍ୟକ୍ତ ଲୋକ ଜାଳିଲେ ୨ ହାଇଓ୍ବା…
ହିଞ୍ଜିଳିକାଟୁ, ୨୨।୮(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଛକରେ ଗୁରୁବାର ରାତିରେ ନଦୀ ବାଲି ଚାଲାଣ ବେଳେ ଦୁର୍ଘଟଣା କାରଣରୁ ଉତ୍ୟକ୍ତ ଲୋକ ୨ ଟି ବାଲି ବୋଝେଇ ହାଇଓ୍ବା କୁ ଜାଳି ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ରାତିରେ ହିଞ୍ଜିଳି ଥାନା ଅଧୀନ!-->…
୨୩୪ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ
ମାଲକାନଗିରି, ୨୨।୮ ମାଲକାନଗିରି ଜିଲ୍ଲାର ୨୩୪ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ମହା ଗ୍ରାମସଭା କମିଟି । ସୂଚନା ଅନୁଯାୟୀ ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଅଧିକାର!-->…
ପାଇଲିପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ଏନେଇ ସଂମ୍ପୃକ୍ତ ପଂଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଭେଟି!-->…
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପଶୁସମ୍ପଦ ବିଭାଗକୁ ତାଗିଦ କରିବାର ସମୟ ଆସିଛି
ଛତ୍ରପୁର : ପଶୁ ସମ୍ପଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପଶୁଙ୍କୁ ଉତ୍ତମ ଚିକିତ୍ସା ମିଳିବା ତ ଦୂରର କଥା ବର୍ତ୍ତମାନ ପ୍ରଥମିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ନିରୀହ ପଶୁପକ୍ଷୀ। ଘଟଣାରୁ ପ୍ରକାଶ ଆଜି ଭୋରୁ କୋର୍ଟପେଟା ଜଗନ୍ନାଥ ମନ୍ଦିର!-->…
ବଜାଜ ଅଟୋ ପକ୍ଷରୁ ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚିତ
ବ୍ରହ୍ମପୁର: ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆଯାନ କମ୍ପାନି ବଜାଜ୍ ଅଟୋ ଲିମିଟେଡ୍ ପକ୍ଷରୁ ବ୍ରହ୍ମପୁରରେ ଏହାର କାର୍ଗୋ ଓ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚନ କରାଯାଇଛି। ନୂଆ ଯାନକୁ ବଜାଜ ଅଟୋ ଲିମିଟେଡ୍ର ଆର୍ଏମ୍ (ସେଲ୍ସ) ଶ୍ରୀ ନିଖିଲ ତ୍ରିବେଦୀ,!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୧ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୯ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ବିପ୍ରଚରଣ ନାୟକ ୫୦ବର୍ଷ କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା!-->…
ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ମେଡ଼ିକାଲର ମେଡିସିନ ୱାର୍ଡରେ ପହଞ୍ଚି କିଭଳି ଚାଲିଛି ବିଷାକ୍ତ ମଦ ପିଇ ଅସୁସ୍ଥ ଥିବା ଲୋକଙ୍କ ଚିକିତ୍ସା ସେ ନେଇ ବୁଲି ଦେଖିଥିଲେ । ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ!-->…