Sign in
Sign in
Recover your password.
A password will be e-mailed to you.
ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦର ଜିଲ୍ଲା ସ୍ତରୀୟ ବୈଠକ
ଫୁଲବାଣୀ: ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନ୍ନୟ ପରିଷଦ,କନ୍ଧମାଳ ଶାଖା ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ବନାନୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ସୁଜନ ବେହେରାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା।!-->…
ରାୟଗଡ଼ା ଜିଲ୍ଲାରେ ହାତୀ ପୋଲଙ୍କ ଆତଙ୍କ
ରାୟଗଡ଼ା : ରାୟଗଡା ଜିଲ୍ଲା ସଦର ରେଞ୍ଜ ଥେରୁବାଲି ସ୍ତିତ ଇମ୍ଫା କମ୍ପାନୀ ମୂଖ୍ୟ ଦ୍ୱାର ସାମ୍ନା ରେ ଥିବା ଧାନ ବିଲ ରେ ଆଜି ଏକ ଚାରି ଟିକିଆ ହାତୀ ପୋଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ବିଗତ ୬ ମାସ ରୁ ଏହି ହାତୀ ପୋଲ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର, ମୁନିଗୁଡା!-->…
ମଦମୃତ୍ୟୁକୁ ନେଇ ସାରା ଓଡିଶା ହଇଚଇ ଚିକିଟିରେ ପହଞ୍ଚିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ
ଚିକିଟୀ : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ ଗତ ସୋମବାର ବିଷାକ୍ତ ମଦ୍ୟପାନ ରେ କରବାଲୁଆ ଓ ଜେନାପୁର ଅଞ୍ଚଳର ପ୍ରାୟ ୨୫ରୁ ଉର୍ଦ୍ଧ ବ୍ୟକ୍ତି ଅସୁସ୍ଥ ହୋଇଥିଲେ। ଏହି ବେଆଇନ ବିଷାକ୍ତ ମଦ୍ୟପାନ ରେ ଜେନାପୁର ଗ୍ରାମର ଦୁଇଜଣଙ୍କ ଜୀବନ ଯୁର ବେହେରା ଓ ଲୋକନାଥ!-->…
ଇଡ଼ି ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା: ହିଣ୍ଡେନବର୍ଗ ରିପୋର୍ଟ ନେଇ ଇଡ଼ି କାର୍ଯ୍ୟାଳୟକୁ ଘେରି କହିଲା ଓଡିଶା କଂଗ୍ରେସ
ଭୁବନେଶ୍ୱର: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି!-->…
ପାତାଳି ଶ୍ରୀକ୍ଷେତ୍ରରେ କବାଟ ଓ ହୁଣ୍ଡି କାଟିଲେ; ପାଟଶାଢ଼ି, ଟଙ୍କା ଚୋରି କଲେ ଦୁର୍ବୃତ୍ତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ବୁଧବାର ରାତି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। କବାଟ କାଟି ମହାପ୍ରଭୁଙ୍କ ହୁଣ୍ଡିରୁ ଟଙ୍କା ଲୁଟିବାନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି।ପାତାଳି ଶ୍ରୀକ୍ଷେତ୍ରର ପୂଜକ ଗୁଣାକାର ପଣ୍ଡା!-->…
୫ ଲକ୍ଷ ଘୋଷିତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡ ପୁଲିସ ନିକଟରେ ଆଉ ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଧମତରି ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣଙ୍କ ସମ୍ମୁଖରେ ସଂଗଠନର ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିଛି। ଅଜୟକୁ ୨୬ ବର୍ଷ ହୋଇଥିବା ବେଳେ କାଂକେର ଜିଲ୍ଲା ବାସିନ୍ଦା। ୨୦୧୦ରେ ବାଲ ସଂଘମ ସଦସ୍ୟ ରୂପେ!-->…
ଚିକିଟି ମଦମୃତ୍ୟୁ ଘଟଣା – ଏମ୍କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଚିକିଟି : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥ୍ ସହିତ ଡାକ୍ତରଖାନାରେ ଚିକିତ୍ସିତ!-->…
ଜାରି ରହିବ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଜାରି ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏ ସମ୍ପର୍କରେ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ!-->!-->!-->…
ଓଭରଟେକ୍ କାଳ ହେଲା; ବସ୍କୁ ପିଟିଲା ତେଲ ଟ୍ୟାଙ୍କର, ଚାଲିଗଲା ୪ ଜୀବନ
ବ୍ରହ୍ମପୁର : ସକାଳୁ ସକାଳୁ ଓଭରଟେକ୍ କରିବା କାଳ। ହେଲା। ଅକାଳରେ ଚାଲିଗଲା ୪ ଜୀବନ । ଆଜି ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ!-->…
ରେଞ୍ଜର ବାବୁଙ୍କର ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ, ଟଏଲେଟ୍ ଫ୍ଲସରୁ ବାହାରିଲା ୨ବିଡ଼ା ନୋଟ୍ !
ଡେଙ୍କାକାଳ : ମହାଧୂର୍ତ୍ତ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଭିଜିଲାନ୍ସ ଅଧିକାରୀଙ୍କୁ ଚକମା ଦେବା ପାଇଁ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରେ ଲୁଚାଇ ରଖିଥିଲେ ନୋଟ୍। ଭାବି ଥିଲେ ବାବୁଙ୍କର ଏହି ଚାଲାକି ଭିଜିଲାନ୍ସ ଅଧିକାରୀ ଜାଣିପାରିବେ ନାହିଁ। ବାବୁଙ୍କର ଏହି!-->…