Sign in
Sign in
Recover your password.
A password will be e-mailed to you.
ଆତଙ୍କୀ ସେଲ୍ର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି। ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପୁଲିସ୍ ସହ!-->…
ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ମୋଦିଙ୍କୁ ଚିଠି ଲେଖିଲେ ମମତା
କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ବ୍ୟବସ୍ଥା କରିବାକୁ ମୋଦିଙ୍କୁ ଚିଠିରେ କହିଛନ୍ତି।ଚିଠିରେ!-->…
ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ। କୃଷି!-->…
ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ: ଏନସି ସହ ମେଣ୍ଟ କରିପାରେ କଂଗ୍ରେସ
ଶ୍ରୀନଗର: ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନ୍ଫରେନ୍ସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ କହିଛନ୍ତି, ‘କଂଗ୍ରେସ ଗଠବନ୍ଧନ କରିବ କିନ୍ତୁ!-->…
ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍
ଲେହ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାବାହିନୀର!-->…
ସୁପ୍ରିମକୋର୍ଟଙ୍କ ଆଶ୍ବାସନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର
ନୂଆଦିଲ୍ଲୀ : କୋଲକାତା ହରର ଓ ସୁରକ୍ଷା ଦାବିରେ ଦୀର୍ଘ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା ଡାକ୍ତରମାନେ ଆଜି ଏହାକୁ ପ୍ରତ୍ୟାହାର କରିଛନ୍ତି। ସୁପ୍ରିମକୋର୍ଟଙ୍କ ସୁରକ୍ଷା ସମ୍ପର୍କିତ ଆଶ୍ୱସନା ପରେ ଡାକ୍ତରମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।ନିଜ ଆଡ଼ୁ କୋଲକାତା ହରର ଶୁଣାଣି କରିବା ବେଳେ!-->…
ପୋଲାଣ୍ଡରେ ମୋଦି, କହିଲେ- ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ
ୱାରସା : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ। ବିଶ୍ୱ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ!-->…
ଅଶୁଭ ଗୁରୁବାର : ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା…
ଯାତ୍ରୀବାହୀ ବସ୍ ସହ ଗ୍ୟାସ ବୋଝେଇ ଟ୍ରଲର ଧକ୍କା, ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର
୪ ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତପରିବହନ ମନ୍ତ୍ରୀ, ସଚିବଙ୍କ ସମେତ ଜିଲ୍ଲାପାଳ ଓ ଏସପିଙ୍କ ସମୀକ୍ଷା, ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି!-->!-->!-->!-->!-->!-->!-->…
ବ୍ରହ୍ମପୁର ବି.ଏମ୍.ସି ରେ ପାଦେ ପାଦେ ଦୁର୍ନୀତି ପିସି ଖାଇ ନେତା ଓ ପ୍ରଶାସନ ମସଗୁଲ…!
ସ୍ବାୟତ୍ତ ଶାସନ ଦିବସ ପାଳନ ପୁର୍ବରୁ ଖୋଲୁଛି ବି ଏମ୍ ସି ର ଗୁମର …!
ବ୍ରହ୍ମପୁର : ଆଉ ଦିନ କେଇଟା ପରେ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ ବ୍ରହ୍ମପୁର ମହାନଗର ନିଗମ। ଜନ ସାଧାରଣ ଙ୍କ ଅର୍ଥ ରେ ନାଚ, ଗିତ,ଖେଳ,କୁଦ କରି ପୁଳା ପୁଳା ଟଙ୍କା ବ୍ଯୟ ବରାଦ କରିବା ସହ ଉତ୍ସବ ମନାଇ!-->!-->!-->!-->!-->!-->!-->…
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପୋଷାକ ଯୋଗାଇବା ପାଇଁ ଦାବି…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଓଡ଼ିଶା ରାଜ୍ୟର ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବହୁତ ଦିନ ଧରି ନିର୍ଦ୍ଦେଶ ଜାରି ରହିଛି କି!-->!-->!-->…