Sign in
Sign in
Recover your password.
A password will be e-mailed to you.
ମୁକୁଳା ଡ୍ରେନରେ ଭାସି ୧୧ ବର୍ଷର ଛାତ୍ର ମୃତ୍ୟୁ …
ବ୍ରହ୍ମପୁର: ଡ୍ରେନରେ ଭାସିଗଲା ୧୧ ବର୍ଷର ଛାତ୍ର । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନରେ। ଛାତ୍ରଟିର ନାଁ ସାଇରାମ ପାତ୍ର। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଟିଉସନ ସାରି ଘରକୁ ଫେରିଥିଲେ ସାଇରାମ। ଆଉ ଘରୁ ପୁଣି ବାହାରକୁ ଯାଇଥିଲେ ।!-->!-->!-->…
ବୃହତ ପ୍ରକଳ୍ପ ଇନ୍ଦ୍ରାବତୀ ଥାଇ ବି ନବରଙ୍ଗପୁର ଜିଲ୍ଲା କୁ ମିଳୁନି ଟୋପାଏ ପାଣି : ବିଧାୟକ ଗୌରିଶଙ୍କର ମାଝୀ…
ନବରଙ୍ଗପୁର : ବୃହତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଥାଇ ବି ନବରଙ୍ଗପୁର ଜିଲ୍ଲା କୁ ଟୋପାଏ ପାଣି ନ ମିଳିବା ନେଇ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି । ସେ ବିଗତ ସରକାର ଉପରେ ବର୍ଷିଛନ୍ତି । ତୁରନ୍ତ ସମାଧାନ ପାଇଁ ବାଚସ୍ପତି ମହୋଦୟ ଙ୍କୁ ଅନୁରୋଧ!-->…
ଏମଭି-୨୯ ଗାଁ ପୋଖରୀରେ ମାଛ ମଡକ, ପାଣିରେ ଭାସୁଛନ୍ତି ମଲାମାଛ
ମୃତ୍ୟୁର କାରଣ ଅସ୍ପଷ୍ଟ, ଚିନ୍ତାରେ ଗ୍ରାମବାସୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧୀନସ୍ତ ଏମଭି -୨୯ ନମ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି ଏହି ଗ୍ରାମରେ ଥିବା ଗାଁ ପୋଖରୀ ମାଛ ମଡକ ହୋଇଥିବା!-->!-->!-->…
ଚିକିଟୀରେ ମଦମୃତ୍ୟୁକୁ ନେଇ ଆନ୍ଦୋଳନ ସହ ରାଜରାସ୍ତାରେ ଗ୍ରାମବାସୀ
ଚିକିଟୀ : ସ୍ଥାନୀୟ କେ. ନୂଆଗାଁ ଅନ୍ତର୍ଗତ ଅବକାରୀ ଥାନା ଅଧୀନରେ ବିଷାକ୍ତ ମଦ ପିଇ ପଚିଶରୁ ଅଧିକ ବ୍ୟକ୍ତି ଗୁରୁତର l ସୂଚନା ମୁତାବକ ଏହି ଥାନା ଇଲାକରେ ଦୀର୍ଘ ଦିନ ହେଲା ନକଲି ମଦ ବିକ୍ରି ହୋଇ ଆସୁଥିବା ବେଳେ ବାରମ୍ବାର ଅବକାରୀ ବିଭାଗ ଧର ପଗଡ଼ କରିଆସୁଥିଲେ ମଧ୍ୟ ମଦ ମାଫିଆଙ୍କ ନକଲି!-->…
ସାରା ରାଜ୍ୟରେ ବଜ୍ରାଘାତରେ ୯ ଜଣଙ୍କର ମୃତ୍ୟୁ
ନିଃସର୍ତ୍ତ ଅଫିସ : ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ଚାଲିଗଲା ୯ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୨ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଆଗରପଡା ଡାକ୍ତରଖାନା ରେ ଭର୍ତି କରାଯାଇଛି। ମୃତକ!-->…
ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ସହ ଯୋଡି ହେଲା ଦକ୍ଷତା ବିକାଶ | ଆଉ ଏଣିକି ଯୁକ୍ତ ୩ ଓ ବିଟେକ ଛାତ୍ରଛାତ୍ରୀ ବି ପାଇଁ ଦକ୍ଷତା ବିକାଶର ତାଲିମ ପାଇପାରିବେ | ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କୋରସେରା ସହ ଚୁକ୍ତି ସ୍ଵାକ୍ଷର କରିଛି | କୋରସେରା ୩୦ ଜିଲ୍ଲାରେ ୬୦୦୦!-->…
ବିଶାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ୨ କୁ ବଢିଲା
ଚିକିଟି /ପାତ୍ରପୁର : ଟିକିଟି ମଦକୁ ନେଇ ବିଜେଡିର ପ୍ରେସ ମିଟ । ଚିକିତ୍ସାଧୀନ ଆବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ବିଶାକ୍ତ ମଦ ଜନିତ ମୃତ୍ୟୁ ଦୁଇକୁ ବୃଦ୍ଧି ହେଲା । ମୃତକ ଜଣକ ଜେନାପୁର ଗାଁର ବୋଲି ଜଣା ପଡିଛି । । ଗତକାଲି ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିଲା । ଏମକେସିଜି ମେଡିସିନ!-->…
ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ
ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି।
ପୋଲିସର ସୂଚନାନୁସାରେ, ପ୍ରଥମେ!-->!-->!-->…
ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣା; ୪ ମୃତ, ୨୦ ଆହତ
ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
ଏନେଇ ଅନାକାପଲ୍ଲେ ଏସପି ଦୀପିକା ପାଟିଲ ସୂଚନା!-->!-->!-->…
ବିଶ୍ବ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳିତ
ଫୁଲବାଣୀ : ସ୍ଥାନୀୟ ଜଗନ୍ନାଥ ପ୍ରାଙ୍ଗଣରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଫୁଲବାଣୀ ଶାଖାର ବିଶ୍ବ ବରିଷ୍ଠ ନାଗରିକ ଦିବସ ୨୦୨୪ ଜିଲ୍ଲା ସଭାପତି ସର୍ବେଶ୍ବର ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ସଭାପତି ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସଭ୍ୟସଭ୍ଯାଙ୍କୁ ସ୍ବାଗତ ଜଣାଇ!-->…