Sign in
Sign in
Recover your password.
A password will be e-mailed to you.
ମମତାଙ୍କ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ
ଭୁବନେଶ୍ବର: ମମତାଙ୍କ ପରେ ଜଗନ୍ନାଥ । ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ଗୋଟିଏ ସେଟ!-->…
ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି!-->!-->!-->…
ମାଲକାନଗିରିରେ ଏସସି/ଏସ୍ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ସଫଳ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସୁପ୍ରିମକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଏସସିଏସ୍ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ବନ୍ଦକୁ ସଫଳ କରିଛନ୍ତି । ଆଜି ସକାଳୁ ଏସସି ଏସଟି କମିଟିର ସମସ୍ତ ସଦସ୍ୟ ମାନେ ମାଲକାନଗିରି ସହରର ବିଭିନ୍ନ ଛକ ବସଷ୍ଟାଣ୍ଡ,!-->…
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ
ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି!-->…
ଜୟ ଶାହ ହେବେ ICC ଅଧ୍ୟକ୍ଷ!
ଜୟ ଶାହ ହେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅଧ୍ୟକ୍ଷ! ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (BCCI) ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ!-->…
ବୀରମିତ୍ରପୁର ସହର ସଂଲଗ୍ନ ଝାରଖଣ୍ଡ ସୀମା ଚାଇନା ଟାଉନ ଓ ବିର୍ସା ଛକରେ ବଡ଼ ଧରଣର ବିକ୍ଷୋଭ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ସହର, ଦେଶର ସର୍ବୁଚ ନ୍ୟାୟାଳୟ ତରଫରୁ ଆରକ୍ଷଣ ସମାପ୍ତ କରିବା ଷଡ଼ଯନ୍ତ୍ର ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ବୀରମିତ୍ରପୁର ସହର ଚାଇନା ଟାଉନ ଓ ବିର୍ଷା ଛକରେ ଗଣଧାରଣା ର ବିକ୍ଷୋଭ ଯେତେ ପର୍ଯ୍ୟନ୍ତ ଆରକ୍ଷଣ ହକ ରହିବ ଆମଚଳିତ!-->…
ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ
ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା l ବିଭିନ୍ନ ହିଂସାକାଣ୍ଡରେ!-->…
ବିକ୍ରି ହେବ ଏମଭି ଦେବୀ ଜାହାଜ, ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ
କଟକ : ବିକ୍ରି ହେବ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଏମଭି ଦେବୀ ଜାହାଜ । ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭଡା ପଇଠ ନକରିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପାରାଦୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦରେ ୭ କୋଟି!-->…
ଦୁଇ ଜଣ ବ୍ୟକ୍ତିଙ୍କ ବିଷାକ୍ତ ମଦ ମୃତ୍ୟୁ ପରେ ବି ଚେଇଁ ଶୋଇଛି ପ୍ରଶାସନ …..!
ଜିଲ୍ଲାରେ ବଢୁଛି ଅପମିଶ୍ରଣ ପୋଚରେ ଦେଶୀ ମଦ ପ୍ରସ୍ତୁତି…..!!
ବ୍ରହ୍ମପୁର: ୨୧-୮ ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହେବାର ନଗ୍ନ ନମୁନା ଏବେ ଚିକିଟି ଅଞ୍ଚଳ ରେ ଦେଖିବାକୁ ମିଳିଛି। ବିଷାକ୍ତ ମଦ୍ୟ ପାନ କରି ଅକାଳରେ ବ୍ରହ୍ମପୁର ବଡ଼ ମେଡିକାଲ icu ରେ!-->!-->!-->…
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି
ଭୁବନେଶ୍ୱର: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ!-->…