Sign in
Sign in
Recover your password.
A password will be e-mailed to you.
ଜାଗ୍ରତ ଓଡିଶା ପକ୍ଷରୁ ଔଷଧୀୟ ବୃକ୍ଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ବାଲିଗୁଡା : ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା!-->…
ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍
ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି!-->!-->!-->…
ହିଞ୍ଜିଳିକାଟୁରେ ଭାରତବନ୍ଦ ଡାକରା ପ୍ରଭାବଶୂନ୍ୟ
ହିଞ୍ଜିଳିକାଟୁ : ଉପବର୍ଗୀକରଣ ଓ ସ୍ବଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଅନୁସୁଚିତ ଜାତି, ଜନଜାତି କ୍ରିୟାନୁଷ୍ଠାନ କମିଟି ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଭାରତ ବନ୍ଦ ଡାକରା ଦେଇଥିଲା । ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସସି ଏସଟି!-->…
ଭାରତ ବନ୍ଦ ଡାକରା: ରେଳ ବାଧାପ୍ରାପ୍ତ
ଭୁବନେଶ୍ବର: ଆଜି ଭାରତ ବନ୍ଦ । ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି । ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ!-->…
ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ
ଛତ୍ରପୁର : ସୁପ୍ରିମକୋର୍ଟ ଏସ୍ସି / ଏସ୍ଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ପ୍ରଦାନ କରିଥିବା ରାୟର ପ୍ରତିବାଦ ନେଇ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଓଡିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି/ ଜନଜାତୀ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ!-->…
” ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ”
କ୍ରାନ୍ତି, ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍ – ୨୦୨୪” ରେ ଆହ୍ୱାନବ୍ରହ୍ମପୁର : ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ!-->…
ଫୁଲବାଣୀରେ ଭାରତ ବନ୍ଦର ପ୍ରଭାବ
ଫୁଲବାଣୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ନିମନ୍ତେ ହୋଇଥିବା ବିରୋଧରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ!-->…
ରାଇଘର ବ୍ଲକରେ ଦେଖିବାକୁ ମିଳିଲା ଭାରତ ବନ୍ଦର ପ୍ରଭାବ
ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ଉପାନ୍ତ ମାଓ ପ୍ରବଣ ଅଞ୍ଚଳ ରାଇଘର ବ୍ଲକରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲା। ମାନ୍ୟବର ସୁପ୍ରିମ କୋର୍ଟ ୧/୦୮/୨୦୨୪ ରିଖ ଏସସି /ଏସଟି ଓ ଅନୁସୂଚିତ ଜାତି ପାଇଁ ଯେଉଁ ସଂରକ୍ଷଣ ରାୟ ପ୍ରକାଶ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଇଘର!-->…
ମାଲକାନଗିରି ପୋଲିସ କୁ ସଫଳତା : ପୋଲିସ ନିକଟରେ ୨ ଲକ୍ଷ ଇନାମୀ ନକ୍ସଲର ଆତ୍ମସମର୍ପଣ…
ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଏସପି ନିତେଶ ୱାଦୱାନି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁଖ୍ୟାତ ମାଓବାଦୀ ମୁକେଶ କୋରସା ଓରଫ ସୁର୍ୟମ୍ । ଛତିଶଗଡର ଟପ ମାଓନେତା!-->!-->!-->…
ଚିକିଟି ବିଷାକ୍ତ ମଦ୍ୟ ପାନ ଘଟଣା : ଜଣେ ମୃତ, ଅନେକ ଗୁରୁତର…
ନିଃସର୍ତ୍ତ କଥା ସତ ହେଲା ମଦ ମୃତ୍ୟୁ ର ତାଣ୍ଡବ ଗଞ୍ଜାମ ରେ ପୁଣି ଦେଖିବାକୁ ମିଳିବ ବୋଲି ପୂର୍ବରୁ ଲେଖି ଥିଲା…..!
ବ୍ରହ୍ମପୁର: ୨୧ -୮ଗଞ୍ଜାମ ଜିଲ୍ଲାରେ କିଛି ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତି ବେଳେ ୟୁରିଆ, ଇଷ୍ଟ ଓ ଗୁଡ଼ ମିଶ୍ରଣ କରୁଥିବା ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର!-->!-->!-->…