Sign in
Sign in
Recover your password.
A password will be e-mailed to you.
କୁସ୍ତିକୁ ଫେରିବା ସମ୍ଭବ ନୁହେଁ: ଭିନେଶ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ବିନେଶ ଫୋଗାଟ ରାଜନୀତି କ୍ଷେତ୍ରରେ ପାଦ ଥାପିଛନ୍ତି। ବିନେଶ ଫୋଗାଟ କଂଗ୍ରେସ ଟିକେଟରେ ହରିୟାଣାର ଜୁଲାନାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ବିନେଶ ଫୋଗାଟ କହିଛନ୍ତି, ‘ଏବେ ମୋତେ କେବଳ!-->…
ରୁଷ ସେନାରୁ ଛାଡ଼ ପାଇଲେ ୪୫ ଭାରତୀୟ
ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ କାମ ଦେଇଛି । ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ ହୋଇଛନ୍ତି । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।ରୁଷ ସେନାରେ ଏବେ ବି ୫୦ ଜଣ ଭାରତୀୟ!-->…
ବ୍ୟକ୍ତିଗତ ତଥ୍ୟ ବିକ୍ରି କରି ମାଲେମାଲ ହେଉଛନ୍ତି ଡିଜିଟାଲ ଲୁଟେରା
ନୂଆଦିଲ୍ଲୀ : ସୋଶାଲ ମିଡିଆ ଯୁଗରେ ଲୋକଙ୍କ ବ୍ୟକ୍ତିଗତ ଡାଟା ଏବେ ଏକ ବ୍ୟବସାୟ ପାଲଟିଗଲାଣି। ହ୍ୟାକରଙ୍କ ପାଇଁ ଏହା ମୂଲ୍ୟବାନ ଦ୍ରବ୍ୟ ସଦୃଶ। କାରଣ ସେମାନେ ଏହାକୁ ବିକ୍ରୟ କରି ଅର୍ଥ ରୋଜଗାରର ଆଉ ଏକ ମାଧ୍ୟମ ସୃଷ୍ଟି କରିଛନ୍ତି। ଯେଉଁଥିରେ ୟୁଜରଙ୍କ ଫ୍ଲାଇଟ୍ ଡିଟେଲ୍ସ ଏବଂ!-->…
ୟେଚୁରୀଙ୍କ ଦେହାନ୍ତରେ ରାଜନେତାଙ୍କ ଶୋକ
ନୂଆଦିଲ୍ଲୀ : ସୀତାରାମ ୟେଚୁରୀଙ୍କ ଦେହାନ୍ତରେ ଦଳମତ ନିର୍ବିଶେଷରେ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି। ୟେଚୁରୀଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ଗୋଟି ବିରାଟ ବଡ଼ କ୍ଷତି। ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ରାଜନେତାମାନେ ମତ ରଖିଛନ୍ତି।୧୯୫୨ ମସିହା ଅଗଷ୍ଟ ୧୨!-->…
ପ୍ରଧାନ ବିଚାରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା: ମନମୋହନଙ୍କ ଇଫତାର ପାର୍ଟି ଫଟୋ ଜାରି କଲା ବିଜେପି
ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ପରେ ଏହାକୁ ନେଇ ବିବାଦ ଦେଖାଇଛନ୍ତି। ଏହା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ତେବେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମକୁ!-->…
ରାଷ୍ଟ୍ରୀୟ ଶିଳ୍ପକୁ ଘରୋଇ ମାଲିକାନା ହାତକୁ ବିକ୍ରି କରିଦେବା ବିକାଶ ନୁହଁ : ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମୁଖ୍ୟ ବାଣିଜ୍ୟ କାରବାର କେନ୍ଦ୍ର ଗୋପାଳପୁର ବନ୍ଦରକୁ ବର୍ତମାନର ବିଜେପି ସରକାର ଅଦାନୀ କମ୍ପାନୀ ହାତକୁ ଟେକିଦେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ନିନ୍ଦା କରିଛି l ଲୁହାପଥର, କୋଇଲା, ଚୂନପଥର ଓ ଆଲୁମିନା ପରିବହନ କରୁଥିବା ଗୋପାଳପୁର ପୋର୍ଟ ଦେଶର!-->…
ସାନରାମଚନ୍ଦ୍ରପୁର ସରପପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତ ସରପଂଚ ମନୋଜ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଂଚଙ୍କ ସମେତ ୧୬ ଜଣ ୱାର୍ଡ ସଭ୍ୟ/ସଭ୍ୟା । ଏନେଇ ଗୁରୁବାର ଅପରାହ୍ନରେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କୁ ଭେଟି ସେମାନେ!-->…
ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ : ପାଟ୍ରୋଲିଂ ବେଳେ ୪ ବସ୍ତା ଗଞ୍ଜେଇ ଜବତ କଲା ପୋଲିସ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି।!-->…
ଛତ୍ରପୁର ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ
ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆସନ୍ତା ୧୪ ତାରିଖ ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥର!-->…
ସୀତାରାମ ୟେଚୁରୀଙ୍କ ଦେହାନ୍ତ
ନୂଆଦିଲ୍ଲୀ : ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ!-->…